ୟୁପି ରାଜନୀତି: ବନ୍ଧୁ ହୋଇ ହାତ ଧରି ଥିଲେ, ଏବେ....

ଲକ୍ଷ୍ନୌ: ରାଜନୀତିରେ ହିଁ ବିଚିତ୍ର ଘଟଣା ଘଟେ। ଯିଏ ବନ୍ଧୁ ହୋଇ ସାହାଯ୍ୟ କରିପାରେ ସେ ପୁଣି ବୈରୀ ମଧ୍ୟ ହୋଇପାରେ। ୨୦ ବର୍ଷ ପୂର୍ବେ ଯାହାଙ୍କୁ କ୍ଷମତାକୁ ଆଣିଥିଲେ ଆଜି ତାଙ୍କୁ ବଳିପଡ଼ିବାକୁ ପଡ଼ିଛି। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଗୋରଖପୁର ବିଧାନସଭା ଆସନରୁ ଟିକେଟ ମିଳିବା ପରେ ସେଠିକାର ବିଜେପି ବିଧାୟକଙ୍କୁ ନିରାଶ ହେବାକୁ ପଡ଼ିଛି। ଗୋରଖପୁର ଲୋକସଭା ଆସନରୁ ଯୋଗୀ ଆଦିତ୍ୟନାଥ ୫ ଥର ସାଂସଦ ହୋଇଛନ୍ତି। ତେବେ ୨୦୧୭ରେ ମୁଖ୍ୟମନ୍ତ୍ରୀ ହେବା […]

yogi adityanath

yogi adityanath

Tapas Behera
  • Published: Sunday, 16 January 2022
  • Updated: 16 January 2022, 04:59 PM IST

Sports

Latest News

ଲକ୍ଷ୍ନୌ: ରାଜନୀତିରେ ହିଁ ବିଚିତ୍ର ଘଟଣା ଘଟେ। ଯିଏ ବନ୍ଧୁ ହୋଇ ସାହାଯ୍ୟ କରିପାରେ ସେ ପୁଣି ବୈରୀ ମଧ୍ୟ ହୋଇପାରେ। ୨୦ ବର୍ଷ ପୂର୍ବେ ଯାହାଙ୍କୁ କ୍ଷମତାକୁ ଆଣିଥିଲେ ଆଜି ତାଙ୍କୁ ବଳିପଡ଼ିବାକୁ ପଡ଼ିଛି। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଗୋରଖପୁର ବିଧାନସଭା ଆସନରୁ ଟିକେଟ ମିଳିବା ପରେ ସେଠିକାର ବିଜେପି ବିଧାୟକଙ୍କୁ ନିରାଶ ହେବାକୁ ପଡ଼ିଛି। ଗୋରଖପୁର ଲୋକସଭା ଆସନରୁ ଯୋଗୀ ଆଦିତ୍ୟନାଥ ୫ ଥର ସାଂସଦ ହୋଇଛନ୍ତି। ତେବେ ୨୦୧୭ରେ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ଲୋକସଭା ଆସନ ଛାଡ଼ିବାକୁ ପଡ଼ିଥିଲା। ସେ ୟୁପି ବିଧାନ ପରିଷଦକୁ ନିର୍ବାଚନ ହୋଇ ମୁଖ୍ୟମନ୍ତ୍ରୀ ପଦ ବଜାୟୀ ରଖିଥିଲେ।

ହେଲେ ସେ ୨୦୨୨ରେ ପ୍ରଥମଥର ପାଇଁ ଗୋରଖପୁର ଆସନରୁ  ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଗୋରଖପୁର ଇଲାକା ଯୋଗୀଙ୍କ ଗଡ଼ ହୋଇଥିବା ବେଳେ ଏଠିକାର ମଠର ସେ ମହନ୍ତ ଅଛନ୍ତି। ହେଲେ ଗୋରଖପୁରରୁ ୪ଥରର ବିଜେପି ବିଧାୟକ ରାଧାମୋହନ ଦାସ ଅଗ୍ରୱାଲଙ୍କୁ ବାଦ ଦିଆଯାଇ ଯୋଗୀଙ୍କ ନାମ ଘୋଷଣା କରାଯାଇଛି। ସବୁଠାରୁ ରୋଚକପୂର୍ଣ ବିଷୟ ହେଉଛି ୨୦ ବର୍ଷ ପୂର୍ବେ ରାଧାମୋହନଙ୍କ ପାଇଁ ଲଢ଼ି ତାଙ୍କୁ କ୍ଷମତାକୁ ଆଣିଥିଲେ ଯୋଗୀ ଆଦିତ୍ୟନାଥ। ଦୀର୍ଘ ୩୩ ବର୍ଷ ଧରି ଗୋରଖପୁର ଆସନ ବିଜେପି କବ୍‌ଜାରେ ରହିଆସିଛି।  ୧୯୮୯ରୁ୧୯୯୬ ପର୍ଯ୍ୟନ୍ତ  ବିଜେପିର  ଶିବ ପ୍ରତାପ ଶୁକ୍ଲା ଏଠିକାର ଆସନରୁ ୪ଥର ବିଧାୟକ ଭାବେ ଜିତି ଥିଲେ। ତେବେ ୨୦୦୨ରେ  ଶିବ ପ୍ରତାପଙ୍କୁ ବିଜେପି ସାଇଡ୍‌ କରି  ରାଧା ମହୋହନ ଦାଶଙ୍କୁ ଟିକେଟ ଦେଇଥିଲା । ସେତେବେଳେ ଗୋରଖପୁରରୁ ୨ ଥର ସାଂସଦ ହୋଇ ସାରିଥିବା ଯୋଗୀ ଆଦିତ୍ୟନାଥଙ୍କ  ସୁପାରିଶରେ ହିନ୍ଦୁ ମହାସଭାର ସଦସ୍ୟ ଥିବା ରାଧା ମୋହନଙ୍କଙ୍କୁ ଟିକେଟ ଦିଆଯାଇଥିଲା। ନିଜେ ଯୋଗୀ ଆଦିତ୍ୟନାଥ ରାଧା ମୋହନଙ୍କ ପାଇଁ ଜୋରଦାର ପ୍ରଚାର କରି ତାଙ୍କୁ କ୍ଷମତାକୁ ଆଣିବାରେ ବେଶ ସହାୟକ ହୋଇଥିଲେ।

ଏମିତିକି ୪ଥରର ବିଧାୟକ ଥିବା  ଶିବ ପ୍ରତାପ ଶୁକ୍ଳା ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ଶୋଚନୀୟ ପାରାଜୟ ହୋଥିଲେ। ୨୦୦୭ରେ ପୁଣିଥରେ ରାଧାମୋହନଙ୍କୁ  ଦ୍ୱିତୀୟଥର ବିଜେପି ଟିକେଟ ଦେଇଥିଲା। ସେବେଠାରୁ ସେ ଲଗାତାର ଭାବେ ବିଜେପି ଟିକେଟରୁ ଜିତି ଆସୁଛନ୍ତି।  କିନ୍ତୁ ୨୦୧୭ରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେବା ପରେ ରାଧାମୋହନଙ୍କୁ ମନ୍ତ୍ରୀପଦ ମିଳି ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story