ଦେଶ ଏବେ ବିକାଶ ପାଇଁ ଅପେକ୍ଷା କରିପାରିବନି: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ନୀତି ଆୟୋଗ ପରିଚାଳନା ପରିଷଦର ଷଷ୍ଠ ବୈଠକକୁ ଉଦବୋଧନ ଦେଇଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। କରୋନା ବେଳେ କେନ୍ଦ୍ର ଓ ରାଜ୍ୟ ଏକ ହୋଇ କାମ କରିବାରୁ ଭାରତ ସାରା ବିଶ୍ୱରେ ପ୍ରଶଂସା ପାଉଛି ବୋଲି ମୋଦି କହିଛନ୍ତି।ଏଥିସହ ସେ କହିଛନ୍ତି ଯେ ଦେଶର ବିକାଶ ପାଇଁ ଆଉ ଅପେକ୍ଷା କରିହେବ ନାହିଁ, କେବଳ ମିଳିତ ଭାବେ […]

modi-niti-ayoga

modi-niti-ayoga

Subhransu Sekhar
  • Published: Saturday, 20 February 2021
  • Updated: 20 February 2021, 11:24 AM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ନୀତି ଆୟୋଗ ପରିଚାଳନା ପରିଷଦର ଷଷ୍ଠ ବୈଠକକୁ ଉଦବୋଧନ ଦେଇଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। କରୋନା ବେଳେ କେନ୍ଦ୍ର ଓ ରାଜ୍ୟ ଏକ ହୋଇ କାମ କରିବାରୁ ଭାରତ ସାରା ବିଶ୍ୱରେ ପ୍ରଶଂସା ପାଉଛି ବୋଲି ମୋଦି କହିଛନ୍ତି।ଏଥିସହ ସେ କହିଛନ୍ତି ଯେ ଦେଶର ବିକାଶ ପାଇଁ ଆଉ ଅପେକ୍ଷା କରିହେବ ନାହିଁ, କେବଳ ମିଳିତ ଭାବେ କାମ କଲେ ସଫଳତା ମିଳିବ ବୋଲି ମୋଦି କହିଛନ୍ତି।

କରୋନା ବେଳେ ରାଜ୍ୟ ଏବଂ କେନ୍ଦ୍ର ସରକାର ଏକାଠି ହୋଇ କାମ କରୁଥିଲେ। ସେଥିପାଇଁ ଦେଶ ସଫଳ ହେଲା। ଏଥିପାଇଁ ଭାରତ ବିଶ୍ୱ ଦରବାରରେ ପ୍ରଶଂସା ପାଉଛି। ଗରିବ ଲୋକଙ୍କ ଜୀବନଧାରାରେ ପରିବର୍ତ୍ତନ ଆସୁଛି। ଦେଶର ବିକାଶ ଯାତ୍ରାରେ ଘରୋଇ ସେକ୍ଟରର ଭୂମିକା ରହିଛି। ଅନେକ ଘରୋଇ ସେକ୍ଟର ମଧ୍ୟ ବିଭିନ୍ନ କ୍ଷେତ୍ରରେ ନିବେଶ ପାଇଁ ଉତ୍ସାହ ଦେଖାଉଛନ୍ତି। ସରକାର ଭାବେ, ଆମକୁ ମଧ୍ୟ ଏହି ଉତ୍ସାହ, ଘରୋଇ ସେକ୍ଟରକୁ ସମ୍ମାନ ଦେବା ଦରକାର। ଏମିତି ହେଲେ ଆତ୍ମନିର୍ଭରଶୀଳ ଭାରତ ଅଭିଯାନରେ ବଢ଼ିବାକୁ ରାସ୍ତା ତିଆରି ହେବ ବୋଲି ମୋଦି କହିଛନ୍ତି।

୨୦୧୪ ପରଠାରୁ ଗାଁ ଓ ସହର ସମେତ ୨୦ ନିୟୁତରୁ ଅଧିକ ଘର ନିର୍ମାଣ କରାଯାଇଛି। ସହର ଗୁଡ଼ିକରେ ଆଧୁନିକ ମାନର ଘର ନିର୍ମାଣ ପାଇଁ ଏକ ଅଭିଯାନ ଚାଲିଛି। ଭଲ ଘର ନିର୍ମାଣ ପାଇଁ ନୂଆ ମଡେଲ ପ୍ରସ୍ତୁତ ହେବା ଦରକାର ବୋଲି ସେ କହିଛନ୍ତି।

ଏହି ଷଷ୍ଠ ନୀତି ଆୟୋଗ ପରିଚାଳନା ବୈଠକରେ ପରିଚାଳନା ପରିଷଦର ପୂର୍ବତନ ଅଧିକାରୀ, ସଦସ୍ୟ, କେନ୍ଦ୍ର ମନ୍ତ୍ରୀଗଣ, ଉପାଧ୍ୟକ୍ଷ, ନୀତି ଆୟୋଗର ସଦସ୍ୟ ତଥା ସିଇଓ ଏବଂ ଭାରତ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story