ଓମିକ୍ରନ ସାମାନ୍ୟ ବଢ଼ିଲା, କିନ୍ତୁ ଦୈନିକ ସଂକ୍ରମଣ ଲମ୍ବଡିଆଁ ମାରିଲା

ନୂଆଦିଲ୍ଲୀ: ଦେଶରେ କରୋନାର ଦୈନିକ ସଂକ୍ରମଣ ମାଡ଼ି ଚାଲିଛି। ପୁଣିଥରେ ଦିନକ ଭିତରେ ଲକ୍ଷେରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୈନିକ ସଂକ୍ରମଣ ଲକ୍ଷେ ୪୧ ହଜାର ପାର କରିଥିଲେ ମଧ୍ୟ ମାରାତ୍ମକ ଓମିକ୍ରନ ଜନିତ ଆକ୍ରାନ୍ତ ସଂଖ୍ୟା ସାମାନ୍ୟ ବଢ଼ିଛି। ୨୪ ଘଣ୍ଟାରେ ଦେଶରୁ ଆଉ ୧,୪୧,୯୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ଗତକାଲି ତୁଳନାରେ ୨୧.୩% ଅଧିକ। ସେହିପରି ୨୪ ଘଣ୍ଟାରେ ୬୭ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବାକୁ […]

India

India

Hemant Lenka
  • Published: Saturday, 08 January 2022
  • Updated: 08 January 2022, 10:14 AM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କରୋନାର ଦୈନିକ ସଂକ୍ରମଣ ମାଡ଼ି ଚାଲିଛି। ପୁଣିଥରେ ଦିନକ ଭିତରେ ଲକ୍ଷେରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୈନିକ ସଂକ୍ରମଣ ଲକ୍ଷେ ୪୧ ହଜାର ପାର କରିଥିଲେ ମଧ୍ୟ ମାରାତ୍ମକ ଓମିକ୍ରନ ଜନିତ ଆକ୍ରାନ୍ତ ସଂଖ୍ୟା ସାମାନ୍ୟ ବଢ଼ିଛି।

୨୪ ଘଣ୍ଟାରେ ଦେଶରୁ ଆଉ ୧,୪୧,୯୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ଗତକାଲି ତୁଳନାରେ ୨୧.୩% ଅଧିକ। ସେହିପରି ୨୪ ଘଣ୍ଟାରେ ୬୭ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବାକୁ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୦୭୧ରେ ପହଞ୍ଚିଛି।

ଦୈନିକ ସଂକ୍ରମଣ ବଢ଼ୁଥିବାରୁ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ଏବେ ୫ ଲକ୍ଷ ମୁହାଁ ହୋଇଛି। ପଜିଟିଭିଟି ରେଟ୍ ୭%ରୁ ବଢ଼ି ସିଧା ୯%କୁ ଅତିକ୍ରମ କରିଛି। ଦିନକୁ ଦିନ ସ୍ଥିତି ଦୈନିକ ସଂକ୍ରମଣ ବଢ଼ୁଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି।

ଭାରତରେ ଏଯାଏ ଚିହ୍ନଟ ହୋଇଥିବା ୩୦୭୧ ଜଣ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୦୩ ଜଣ ସୁସ୍ଥ ହୋଇଛନ୍ତି। ଗତକାଲି ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦୭ ଥିଲା। ଏଥିରେ ଆଜି ଆଉ ୬୭ ଜଣ ଯୋଡ଼ି ହୋଇଛନ୍ତି।

ମହାରାଷ୍ଟ୍ରରେ ସର୍ବାଧିକ ୮୭୬ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ପଛକୁ ଦିଲ୍ଲୀରେ ୫୧୩, କର୍ଣ୍ଣାଟକାରେ ୩୩୩, ରାଜସ୍ଥାନରେ ୨୯୧, କେରଳର ୨୮୪ ଓ ଗୁଜରାଟରେ ୨୦୪ ଜଣଙ୍କ ଶରୀରରୁ ଓମିକ୍ରନ ଭାରିଏଣ୍ଟ ଠାବ ହୋଇଛି। ଏହାବାଦ ତେଲେଙ୍ଗାନାରେ ୧୨୩, ତାମିଲନାଡୁରେ ୧୨୧, ହରିଆଣାରେ ୧୧୪, ଓ ଓଡ଼ିଶାରେ ୬୦ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓମିକ୍ରନ ଦ୍ୱାରା ପ୍ରଭାବିତ ଟପ୍‌ ୧୦ରେ ଓଡ଼ିଶା ସମେତ ଏହି ରାଜ୍ୟଗୁଡ଼ିକ ରହିଛନ୍ତି। ବର୍ତ୍ତମାନ ଦେଶର ୨୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଓମିକ୍ରନ, ତା’ର କାୟା ବିସ୍ତାର କରି ସାଣିଲାଣି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ୨୪ ଘଣ୍ଟାରେ ୧,୪୧,୯୮୬ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଶୁକ୍ରବାର ୧,୧୭,୧୦୦, ଗୁରୁବାର ୯୦,୯୨୮, ବୁଧବାର ୫୮,୦୯୭ ଓ ମଙ୍ଗଳବାର ୩୭,୩୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାର ଅର୍ଥ ଶୁକ୍ରବାର ତୁଳନାରେ ଶନିବାର ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୨୪ ହଜାର ବଢ଼ିଛି। ମହାରାଷ୍ଟ୍ରରେ ସର୍ବାଧିକ ୪୦,୯୨୫ ଜଣ, ପଶ୍ଚିମବଙ୍ଗରେ ୧୮,୨୧୩ ଜଣ, ଦିଲ୍ଲୀରେ ୧୭,୩୩୫ ଜଣ, ତାମିଲନାଡୁରେ ୮,୯୮୧ ଜଣ ଓ କର୍ଣ୍ଣାଟକାରେ ୮୪୪୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସଂକ୍ରମଣ ବଢ଼ୁଥିବାରୁ ଦେଶରେ ଆକ୍ଟିଭ କେସ୍‌ ସଂଖ୍ୟା ୫ ଲକ୍ଷ ପାଖରେ ପହଞ୍ଚିଛି ଯାଇଛି। ବର୍ତ୍ତମାନ ଦେଶରେ ଟେଷ୍ଟ ପଜିଟିଭିଟି ରେଟ୍‌ ୯.୨୮% ରହିଛି। ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୫୩,୬୮,୩୭୨କୁ ବୃଦ୍ଧି ପାଇଛି।

ଦିନକରେ କରୋନା ଆଉ ୨୮୫ ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୮୩,୪୬୩ରେ ପହଞ୍ଚି ଯାଇଛି। ୨୪ ଘଣ୍ଟା ମଧ୍ୟରେ ୪୦,୮୯୫ ଜଣ ସୁସ୍ଥ ହେବାରୁ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩,୪୪,୧୨,୭୪୦ ହୋଇଛି। ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪,୭୨,୧୬୯ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story