ରାତି ଅଧରେ ପଶିଥିଲା ପାକିସ୍ତାନୀ ବୋଟ୍‌, ଧରାପଡ଼ିଲେ ୧୦

ଅହମ୍ମଦାବାଦ: ଭାରତୀୟ ସାମୁଦ୍ରିକ ଇଲକାରେ ପାକିସ୍ତାନ ବୋଟ୍‌। ଗୁଜରାଟ ଉପକୂଳରୁ ଭାରତୀୟ ଜଳକ୍ଷେତ୍ରରେ ପ୍ରବେଶ କରିଥିବା ଏକ ବୋଟକୁ ଅଟକ ରଖିବା ସହ ୧୦ ଜଣ କ୍ରୁ ସଦସ୍ୟକୁ ଗିରଫ କରାଯାଇଛି।  ଏହି ବୋଟ୍‌ଟି ପାକିସ୍ତାନର ବୋଲି ଜଣାପଡ଼ିଛି। ଭାରତୀୟ ତଟରକ୍ଷୀବାହିନୀ ପଇଁତରା ମାରୁଥିବା ବେଳେ ଶତ୍ରୁ ଦେଶର ଏହି  ବୋଟଟି ନଜରରେ ପଡ଼ିଥିଲା। ଜଣେ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ଯେ, ଏହି ଡଙ୍ଗାର ନାମ ‘ୟାସିନ୍’  ଶନିବାର ରାତିରେ ଏକ ଅପରେସନ୍ ସମୟରେ ତଟରକ୍ଷୀ ବାହିନୀ […]

SEVEN-COASTAL-DISTRICTS-ALERTED-FOR-POSSIBLE-TERROR-ATTACKS-VIA-SEA-ROUTE

Tapas Behera
  • Published: Sunday, 09 January 2022
  • Updated: 09 January 2022, 05:54 PM IST

Sports

Latest News

ଅହମ୍ମଦାବାଦ: ଭାରତୀୟ ସାମୁଦ୍ରିକ ଇଲକାରେ ପାକିସ୍ତାନ ବୋଟ୍‌। ଗୁଜରାଟ ଉପକୂଳରୁ ଭାରତୀୟ ଜଳକ୍ଷେତ୍ରରେ ପ୍ରବେଶ କରିଥିବା ଏକ ବୋଟକୁ ଅଟକ ରଖିବା ସହ ୧୦ ଜଣ କ୍ରୁ ସଦସ୍ୟକୁ ଗିରଫ କରାଯାଇଛି।  ଏହି ବୋଟ୍‌ଟି ପାକିସ୍ତାନର ବୋଲି ଜଣାପଡ଼ିଛି। ଭାରତୀୟ ତଟରକ୍ଷୀବାହିନୀ ପଇଁତରା ମାରୁଥିବା ବେଳେ ଶତ୍ରୁ ଦେଶର ଏହି  ବୋଟଟି ନଜରରେ ପଡ଼ିଥିଲା।

ଜଣେ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ଯେ, ଏହି ଡଙ୍ଗାର ନାମ 'ୟାସିନ୍'  ଶନିବାର ରାତିରେ ଏକ ଅପରେସନ୍ ସମୟରେ ତଟରକ୍ଷୀ ବାହିନୀ ଏହି ବୋଟ୍‌କୁ କାବୁ କରିଥିଲା।  ସମ୍ପୃକ୍ତ ଅଧିକାରୀ ଜଣକ ଟ୍ୱିଟ୍ କରି କହିଛନ୍ତି ଯେ, ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ  ଜାନୁଆରୀ  ୮ ତାରିଖ ରାତିରେ  ଏକ ଅପରେସନ୍ ସମୟରେ ଆରବ ସାଗରରେ ଭାରତୀୟ ଇଲାକାରେ ଏକ ସନ୍ଧିଗ୍ଦ ଡଙ୍ଗାକୁ  ଅଟାଯାଥିଲା। ଏହି ଡଙ୍ଗାଟି ପାକିସ୍ତାନର ଜଣାପଡ଼ିତବା ପରେ ସେଥିରେ ଥିବା ୧୦ ଜଣ କ୍ରୁ ସଦସ୍ୟଙ୍କୁ ଗିରଫ କରାଯାଇଛି। ଏଥସହ ବୋଟ୍‌ଟିକୁ ଜବତ କରାଯାଇଛି। ଅଧିକ ପଚରାଉଚରା ପାଇଁ ଡଙ୍ଗାକୁ ପୋରବନ୍ଦରକୁ ଅଣାଯାଉଛି।  ଗତ ବର୍ଷ ସେପ୍ଟେମ୍ବର ୧୫ରେ କୋଷ୍ଟଗାର୍ଡ ମଧ୍ୟ ଗୁଜରାଟର ଉପକୂଳରୁ ୧୨ଜଣ କ୍ରୁ ସଦସ୍ୟଙ୍କୁ ନେଇ ଏକ ପାକିସ୍ତାନୀ ଡଙ୍ଗାକୁ ଅଟକାଇଥିଲା।

ଏ ସବୁ ବୋଟରେ ଡ୍ରଗ୍ସ ଚୋରା ଚାଲାଣ ବୃଦ୍ଧି ପାଉଛି। ଗତ ବର୍ଷ ଡିସେମ୍ବର ୨୦ରେ ଭାରତୀୟ ତଟରକ୍ଷୀବାହିନୀ ଏବଂ ଏଟିଏସର ମିଳିତ ଅପରେଶନରେ ଏକ ପାକିସ୍ତାନୀ ଡଙ୍ଗାରୁ  ୪୦୦ କୋଟି ଟଙ୍କା ମୂଲ୍ୟର ୭୭ କେଜିର ହେରୋଇନ ଜବତ କରାଯାଇଛି। ଏଥିରେ ୬ ଜଣ କ୍ରୁ ସଦସ୍ୟ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story