ବିଦେଶରେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା

ଟର୍ଣ୍ଣାଟୋ: ବିଦେଶରେ ଭାରତୀୟ ଛାତ୍ରଙ୍କକୁ ଗୁଳିମାଡ଼। ଜଣେ ଭାରତୀୟ ଛାତ୍ରଙ୍କୁ ଟର୍ଣ୍ଣାଟୋରେ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ଦେହରେ ଏକାଧିକ ଗୁଳି ବାଜିଛି। ଗତ ଏପ୍ରି ୭ ତାରିଖରେ ଏହି  ଘଟଣା ଘଟିଥିବା ଟର୍ଣ୍ଣାଟୋ ପୁଲିସ କହିଛି। ସ୍ଥାନୀୟ ଅଞ୍ଚଳରେ ଜଣକୁ ଗୁଳି କରାଯାଇଥିବା ପୁଲିସ ଏକ ରେଡିଓ କଲରୁ ଜାଣିବାକୁ ପାଇଥିଲା। ମୃତ ଯୁବକ ଜଣକ ହେଉଛନ୍ତି ୨୧ ବର୍ଷୀୟ କାର୍ତ୍ତିକ ବାସୁଦେବ। ଟର୍ଣ୍ଣାଟୋର ସବୱେ ଷ୍ଟେସନ ସମ୍ମୁଖରେ କାର୍ତ୍ତିକଙ୍କୁ ଗୁଳି କରାଯାଇଛି। ଏହି […]

790

790

Tapas Behera
  • Published: Saturday, 09 April 2022
  • Updated: 09 April 2022, 03:45 PM IST

Sports

Latest News

ଟର୍ଣ୍ଣାଟୋ: ବିଦେଶରେ ଭାରତୀୟ ଛାତ୍ରଙ୍କକୁ ଗୁଳିମାଡ଼। ଜଣେ ଭାରତୀୟ ଛାତ୍ରଙ୍କୁ ଟର୍ଣ୍ଣାଟୋରେ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ଦେହରେ ଏକାଧିକ ଗୁଳି ବାଜିଛି। ଗତ ଏପ୍ରି ୭ ତାରିଖରେ ଏହି  ଘଟଣା ଘଟିଥିବା ଟର୍ଣ୍ଣାଟୋ ପୁଲିସ କହିଛି। ସ୍ଥାନୀୟ ଅଞ୍ଚଳରେ ଜଣକୁ ଗୁଳି କରାଯାଇଥିବା ପୁଲିସ ଏକ ରେଡିଓ କଲରୁ ଜାଣିବାକୁ ପାଇଥିଲା। ମୃତ ଯୁବକ ଜଣକ ହେଉଛନ୍ତି ୨୧ ବର୍ଷୀୟ କାର୍ତ୍ତିକ ବାସୁଦେବ। ଟର୍ଣ୍ଣାଟୋର ସବୱେ ଷ୍ଟେସନ ସମ୍ମୁଖରେ କାର୍ତ୍ତିକଙ୍କୁ ଗୁଳି କରାଯାଇଛି।

ଏହି ଘଟଣାରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଗଭୀର ଦୁଃଖ ପ୍ରକାଶ କରିବା ମୃତକଙ୍କ  ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଏନେଇ ସେ ଟ୍ୱିଟ୍‌ କରିଛନ୍ତି। ବାସୁଦେବଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଛି।  ବାସୁଦେବଙ୍କୁ ଗୁରୁତର ଅବସ୍ଥା ସ୍ଥାନୀୟ ମେଡିକାଲକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତ ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଏହି ଘଟଣାରେ ଟର୍ଣ୍ଣାଟୋ ପୁଲିସ ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କୁ ପୁଲିସ ପଚରାଉଚରା କରୁଛି। ଏଥିସହ ପୁଲିସ ସେଠାରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି । ଟର୍ଣ୍ଣାଟୋରେ ଥିବା ଭାରତୀ ଦୂତବାସ ପକ୍ଷରୁ କୁହାଯାଇଛି ଯେ,  ଏହି ଘଟଣା ସେମାନଙ୍କୁ ମର୍ମାହତ କରିଛି। କାର୍ତ୍ତିଙ୍କ ମୃତ୍ୟୁକୁ ଭାରତୀୟ ଦୂତବାସ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ତେବେ କେଉଁ କାରଣ ପାଇଁ ହତ୍ୟାକାଣ୍ଡ ଘଟିଲା ତାହା ଜଣାପଡ଼ି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story