ପୁଣି ଅଡୁଆରେ ସମୀର ୱାଙ୍ଖଡେ, ଯାଇପାରନ୍ତି ଜେଲ୍‌!

ମୁମ୍ବାଇ: ପୁଣି ଅଡୁଆରେ ଶାହାରୁଖ ଖାନ୍‌ଙ୍କ ପୁଅକୁ ଗିରଫ କରି ଚର୍ଚ୍ଚାକୁ ଆସିଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ। ତାଙ୍କ ବିରୋଧରେ ଆସିଛି ଠକେଇ ଅଭିଯୋଗ। ଏପରିକି ସେ ଜେଲ୍‌ ମଧ୍ୟ ଯାଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ଅବକାରୀ ବିଭାଗ ପକ୍ଷରୁ ସମୀରଙ୍କ ବିରୋଧରେ ଜାଳିଆତି ଅଭିଯୋଗ ଆସିଛି। ଏହାକୁ ନେଇ ମହାରାଷ୍ଟ୍ର ଥାଣେ ଜିଲ୍ଲା କୋପାରୀ ପୁଲିସ ଷ୍ଟେସନରେ ସୀମାରଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି। ଅଭିଯୋଗ ମୁତାବକ, ୧୯୯୬-୯୭ […]

sameer-wankhede

sameer-wankhede

Madhupriya Mistry
  • Published: Sunday, 20 February 2022
  • Updated: 20 February 2022, 09:40 AM IST

Sports

Latest News

ମୁମ୍ବାଇ: ପୁଣି ଅଡୁଆରେ ଶାହାରୁଖ ଖାନ୍‌ଙ୍କ ପୁଅକୁ ଗିରଫ କରି ଚର୍ଚ୍ଚାକୁ ଆସିଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ। ତାଙ୍କ ବିରୋଧରେ ଆସିଛି ଠକେଇ ଅଭିଯୋଗ। ଏପରିକି ସେ ଜେଲ୍‌ ମଧ୍ୟ ଯାଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ଅବକାରୀ ବିଭାଗ ପକ୍ଷରୁ ସମୀରଙ୍କ ବିରୋଧରେ ଜାଳିଆତି ଅଭିଯୋଗ ଆସିଛି। ଏହାକୁ ନେଇ ମହାରାଷ୍ଟ୍ର ଥାଣେ ଜିଲ୍ଲା କୋପାରୀ ପୁଲିସ ଷ୍ଟେସନରେ ସୀମାରଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି।

ଅଭିଯୋଗ ମୁତାବକ, ୧୯୯୬-୯୭ ମଧ୍ୟରେ ସମୀର ୱାଙ୍ଖଡେଙ୍କ ବୟସ ୧୮ ବର୍ଷରୁ କମ୍‌ ଥିଲା। ସେ ସେହି ସମୟରେ ଏକ ଚୁକ୍ତିନାମା କରିବାକୁ ମଧ୍ୟ ଯୋଗ୍ୟ ନଥିଲେ। କିନ୍ତୁ ଥାଣେର ସଦ୍‌ଗୁରୁ ହୋଟେଲ ଓ ବାର୍‌ ପାଇଁ ଲାଇସେନ୍ସ ହାସଲ କରିବା ଲାଗି ଷ୍ଟାମ୍ପ ପେପର୍‌ ନିଜ ବୟସ ୧୮ ବର୍ଷ ବୟସରୁ ଉର୍ଦ୍ଧ୍ୱ ଥିବା ଦାବି କରିଥିଲେ। ସମୀର ୱାଙ୍ଖଡେ ମିଛ କହି ବାରର ଲାଇସେନ୍ସ ହାସଲ କରିଥିଲେ। ନିଜ ବୟସରେ ସେ ଜାଲିଆତି କରିଥିବା ଅବକାରୀ ବିଭାଗ ଅଭିଯୋଗ କରିଛି। ଏହି ଅଭିଯୋଗକୁ ଆଧାର କରି ଆଗାମୀ ସମୟରେ ସମୀର ୱାଙ୍ଖଡେଙ୍କ ଅଡୁଆ ବଢ଼ିପାରେ। ତାଙ୍କୁ ଅନେକ ଜେରାର ସମ୍ମୁଖୀନ ହେବାକୁ ପଡିପାରେ।

ଏହାପୂର୍ବରୁ ସମୀରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିଲା। ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ କେସ୍‌ ମାମଲାରେ ଜଣେ ସ୍ୱତନ୍ତ୍ର ସାକ୍ଷୀ ଏହି ଅଭିଯୋଗ ଆଣିଥିଲେ। କିରଣ ଗୋସାଭିଙ୍କ ଅଙ୍ଗରକ୍ଷକ ଥିବା ପ୍ରଭାକର ସେଲ ଦାବି କରିଥିଲେ ଯେ ଶାହାରୁଖ ଖାନଙ୍କ ପୁଅକୁ ଛାଡିବା ପାଇଁ ୨୫ କୋଟିର ଡିଲ୍‌ ହୋଇଥିଲା। ପରେ  ଶେଷରେ ଏହି ଡିଲ୍‌ ୧୮ କୋଟିରେ ଫାଇନାଲ ହୋଇଥିଲା। ସେଥିରୁ ୮ କୋଟି ସମୀର ୱାଙ୍ଖଡେ ନେଇଥାନ୍ତେ ବୋଲି ସେ ଅଭିଯୋଗ ଆଣିଥିଲେ।

ଏହାପରେ ମହାରାଷ୍ଟ୍ର ସରକାରର ମନ୍ତ୍ରୀ ନୱାବ ମଲିକଙ୍କ ଟାର୍ଗେଟରେ ଆସିଥିଲେ ୱାଙ୍ଖଡେ। ସମୀରଙ୍କ ବିରୋଧରେ ସେ ଅନେକ ଗୁରୁତର ଅଭିଯୋଗ ମଧ୍ୟ କରିଥିଲେ। ତେବେ, ପରେ ୱାଙ୍ଖଡେଙ୍କ ପରିବାର ବିଷୟରେ ଦେଇଥିବା ବିବୃତ୍ତି ପାଇଁ ମଲିକଙ୍କୁ କ୍ଷମା ମାଗିବାକୁ ପଡିଥିଲା।

https://twitter.com/ANI/status/1495221961722822657?s=20&t=_LDM9FspIdyAwrD7S5PInA

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story