ଆସନ୍ତା କାଲି ନୂଆ ମନ୍ତ୍ରିମଣ୍ଡଳ ଗଠନ କରିବେ ଜଗନ

ହାଇଦ୍ରାବାଦ: ସରକାର ଗଠନର ଅଧା କାର୍ଯ୍ୟକାଳ ପୂରଣ ହେବାପରେ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ହେବ। କ୍ଷମତାକୁ ଆସିବା ବେଳେ ୨୦୧୯ରେ ଆନ୍ଧ୍ରପେଦଶ ମୁଖ୍ୟମନ୍ତ୍ରୀ ଏହା କହିଥିଲେ। ଆଉ ସେ ଏବେ ନିଜ ପ୍ରତିଶ୍ରୁତି ରଖିଛନ୍ତି। ଏପ୍ରିଲ ୭ରେ ସେ ନିଜ ମନ୍ତ୍ରିମଣ୍ଡଳ ଭାଙ୍ଗିଦେଇଥିବା ବେଳେ ଆସନ୍ତାକାଲି ନୂଆ ମନ୍ତ୍ରିମଣ୍ଡଳ ଗଠନ କରିବେ ଜଗନ ରେଡ୍ଡି। ନୂଆ ମନ୍ତ୍ରିମଣ୍ଡଳରେ ବରିଷ୍ଠ, ଅଭିଜ୍ଞ ,ବଯ ନୂଆ ଯୁବପିଢ଼ିଙ୍କୁ  ସାମିଲ କରାଯିବ। ସବୁ ବର୍ଗକୁ ସଂଯୋଗ ଦେଇ ଏକ ସନ୍ତୁଳିତ ମନ୍ତ୍ରିମଣ୍ଡ ଗଠନ […]

YS-Jaganmohan-Reddy

YS-Jaganmohan-Reddy

Tapas Behera
  • Published: Sunday, 10 April 2022
  • Updated: 10 April 2022, 09:16 PM IST

Sports

Latest News

ହାଇଦ୍ରାବାଦ: ସରକାର ଗଠନର ଅଧା କାର୍ଯ୍ୟକାଳ ପୂରଣ ହେବାପରେ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ହେବ। କ୍ଷମତାକୁ ଆସିବା ବେଳେ ୨୦୧୯ରେ ଆନ୍ଧ୍ରପେଦଶ ମୁଖ୍ୟମନ୍ତ୍ରୀ ଏହା କହିଥିଲେ। ଆଉ ସେ ଏବେ ନିଜ ପ୍ରତିଶ୍ରୁତି ରଖିଛନ୍ତି। ଏପ୍ରିଲ ୭ରେ ସେ ନିଜ ମନ୍ତ୍ରିମଣ୍ଡଳ ଭାଙ୍ଗିଦେଇଥିବା ବେଳେ ଆସନ୍ତାକାଲି ନୂଆ ମନ୍ତ୍ରିମଣ୍ଡଳ ଗଠନ କରିବେ ଜଗନ ରେଡ୍ଡି। ନୂଆ ମନ୍ତ୍ରିମଣ୍ଡଳରେ ବରିଷ୍ଠ, ଅଭିଜ୍ଞ ,ବଯ ନୂଆ ଯୁବପିଢ଼ିଙ୍କୁ  ସାମିଲ କରାଯିବ। ସବୁ ବର୍ଗକୁ ସଂଯୋଗ ଦେଇ ଏକ ସନ୍ତୁଳିତ ମନ୍ତ୍ରିମଣ୍ଡ ଗଠନ କରିବା ଲକ୍ଷ୍ୟରେ ଅଛନ୍ତି ଜଗନ।

ଏହି ପରିବର୍ତ୍ତନ ସହ ଆସନ୍ତା ୨୦୨୪ ନିର୍ବାଚନ ପ୍ରସ୍ତୁତିର ମୂଳଦୁଆ ପକାଇବା ଛନ୍ତି ଜଗନ । ଜଗନଙ୍କ ମନ୍ତ୍ରିମଣ୍ଡଳରେ ୨୫ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ମତଦାତାଙ୍କୁ ଆକୃଷ୍ଟ କରିବା ପାଇଁ ନିଜ ମନ୍ତ୍ରିମଣ୍ଡଳରେ ଜଗନ ରେଡ୍ଡି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରାୟ ୧୭ଜଣ ମନ୍ତ୍ରୀଙ୍କୁ ସାମିଲ କରୁଥିବା କୁହାଯାଉଛି। ପୂର୍ବ ମନ୍ତ୍ରିମଣ୍ଡଳରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ସମ୍ପ୍ରଦାୟର ୧୪ ଜଣ ନେତା ଥିଲେ। ତେବେ ୨୫ଜଣଙ୍କ ମଧ୍ୟରେ ପୂର୍ବ ମନ୍ତ୍ରିମଣ୍ଡଳର ୧୦ ଜଣ ବରିଷ୍ଠ ମନ୍ତ୍ରୀ ମଧ୍ୟ ସାମିଲ ହେବେ ବୋଲି ସୂଚନା ମିଳୁଛି। କ୍ୟାବିନେଟ୍ ମିଟିଂ ପରେ  ଜଗନଙ୍କ ଟିମ୍‌ର ୨୪ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। କ୍ୟାବିନେଟ ମନ୍ତ୍ରିମଣ୍ଡଳରେ ଏକ ବଡ଼ ପରିବର୍ତ୍ତନ ଲକ୍ଷରେ ଏହି ପଦକ୍ଷେପ ନେଇଛନ୍ତି  ଜଗନ। ଏବେ ନୂଆ ଟିମ ଗଠନ କରିବାକୁ ଯାଉଥିବା ଜଗନ କହିଛନ୍ତି। ଗତ ଡିସେମ୍ବରରେ ମନ୍ତ୍ରିମଣ୍ଡଳ ପୁନର୍ଗଠନ ହେବାର ଥିଲା ।ହେଲେ କୋଭିଡ୍‌ ପାଇଁ ଏହା ସ୍ଥଗିତ ଥିଲା। ତେବେ ଇସ୍ତଫା ଦେଇଥିବା ମନ୍ତ୍ରୀଙ୍କ ମଧ୍ୟରୁ ଜଣେ କିମ୍ବା ଦୁଇଜଣଙ୍କୁ ପୁଣି ଥରେ ସୁଯୋଗ ମିଳିପାରେ । ନୂଆ ମନ୍ତ୍ରିମଣ୍ଡଳରେ ଆନ୍ଧ୍ରର ୨୬ଟି ଜିଲ୍ଲାରୁ ପ୍ରତିନିଧିଙ୍କୁ ସୁଯୋଗ ମିଳିବା ନେଇ ଚର୍ଚ୍ଚା ହେଉଛି।

୨୦୧୯ରେ ନିର୍ବାଚନ ବିଜୟ ପରେ ଜାତି, ଧର୍ମ, ଅଞ୍ଚଳ ଏବଂ ଲିଙ୍ଗଭିତ୍ତିକ ସମାନ ନ୍ୟାୟ ପ୍ରଦାନ କରାଯିବ ବୋଲି କହିଥିଲେ। କ୍ଷମତାକୁ ଆସିବା ପରେ ରେଡ୍ଡୀ ୫ ଜଣ ଉମମୁଖ୍ୟମନ୍ତ୍ରୀଙ୍କୁ ଚୟନ କରିଥିଲେ। ସେମାନଙ୍କ ମଧ୍ୟରେ ଜଣେ  ଅନୁସୂଚିତ ଜାତି, ଜଣେ ଉପଜାତି , ଜଣେ ପଛୁଆ ବର୍ଗ, କାପୁ ଜାତି ଏବଂ ମୁସଲିମ କମ୍ୟୁନିଟିରୁ ଥିଲେ। ସେହିପରି କ୍ୟାବିନେଟରେ ୩ ଜଣ ମହିଳା ଥିଲେ। ଦଳିତ ବର୍ଗରୁ ଗୃହ ମନ୍ତ୍ରୀ ଥିଲେ। ତେବେ ସମାନ ଢାଞ୍ଚାର ପୁନରାବୃତ୍ତି ହେବା ନେଇ ଚର୍ଚ୍ଚା ହେଉଛି। ଅନ୍ୟପଟେ ଇସ୍ତଫା ଦେଇଥିବା ମନ୍ତ୍ରୀମାନଙ୍କୁ ଦଳର ସାଙ୍ଗଠନିକ କ୍ଷେତ୍ରରେ ପ୍ରମୁଖ ଦାୟିତ୍ୱ ମିଳିପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story