ସେନା ଗୁଳିରେ ଟଳିଲେ ଦୁଇ ଆତଙ୍କବାଦୀ

ଶ୍ରୀନଗର: ଘାଟିରେ ଜାରି ରହିଛି ସେନାର ଆତଙ୍କବାଦ ସଫେଇ ଅଭିଯାନ। ଏହି କ୍ରମରେ ଆଜି ଜମ୍ମୁକଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା। ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି ଦୁଇ ଆତଙ୍କବାଦୀ। ମିଳିଥିବା ସୂଚନା ଅନୁଯାୟୀ, ବଡଗାମ ଏସଏସପି କାର୍ଯ୍ୟାଳୟ ନିକଟରେ ଏହି ଏନକାଉଣ୍ଟର ହୋଇଥିଲା। ଏଠାରେ ଦୁଇ ଆତଙ୍କବାଦୀ ଲୁଚିଥିବାର ଗୁଇନ୍ଦା ଖବର ମିଳିବା ପରେ ସୁରକ୍ଷାବାହିନୀକୁ ଏନେଇ ସୂଚନା ଦିଆଯାଇଥିଲା। ଏହାପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସୁରକ୍ଷାବାହିନୀ। ରିପୋର୍ଟ ମୁତାବକ, ପ୍ରଥମେ ସୁରକ୍ଷା ବାହିନୀ […]

Encounter

Encounter

Madhupriya Mistry
  • Published: Tuesday, 17 January 2023
  • Updated: 17 January 2023, 03:14 PM IST

Sports

Latest News

ଶ୍ରୀନଗର: ଘାଟିରେ ଜାରି ରହିଛି ସେନାର ଆତଙ୍କବାଦ ସଫେଇ ଅଭିଯାନ। ଏହି କ୍ରମରେ ଆଜି ଜମ୍ମୁକଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା। ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି ଦୁଇ ଆତଙ୍କବାଦୀ।

ମିଳିଥିବା ସୂଚନା ଅନୁଯାୟୀ, ବଡଗାମ ଏସଏସପି କାର୍ଯ୍ୟାଳୟ ନିକଟରେ ଏହି ଏନକାଉଣ୍ଟର ହୋଇଥିଲା। ଏଠାରେ ଦୁଇ ଆତଙ୍କବାଦୀ ଲୁଚିଥିବାର ଗୁଇନ୍ଦା ଖବର ମିଳିବା ପରେ ସୁରକ୍ଷାବାହିନୀକୁ ଏନେଇ ସୂଚନା ଦିଆଯାଇଥିଲା। ଏହାପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସୁରକ୍ଷାବାହିନୀ।

ରିପୋର୍ଟ ମୁତାବକ, ପ୍ରଥମେ ସୁରକ୍ଷା ବାହିନୀ ଦୁଇ ଆତଙ୍କବାଦୀଙ୍କୁ ଘେରି ରହିଥିଲା। ପରେ ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନ। ଏତିକି ବେଳେ ଆତଙ୍କବାଦୀମାନେ ପ୍ରଥମେ ସୁରକ୍ଷାବାହିନୀ ଉପରକୁ ଗୁଳିମାଡ କରିଥିଲେ। ସୁରକ୍ଷାବାହିନୀ ମଧ୍ୟର ମୁହଁତୋହ ଜବାବ ଦେଇଥିଲା। ଏଥିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ଏଡିଜିପି କଶ୍ମୀର କହିଛନ୍ତି ଯେ ନିହତ ଆତଙ୍କବାଦୀମାନେ ଆତଙ୍କବାଦୀ ସଂଗଠନ ଲଶ୍କର ସହ ଜଡିତ ଥିବାବେଳେ ସେମାନଙ୍କ ପରିଚୟ ମିଳିଛି। ଏହି ଦୁଇ ଆତଙ୍କବାଦୀ ପୁଲୱାମାର ଅରବାଜ ମିର ଏବଂ ସହିଦ ଶେଖ ବୋଲି ଜଣାପଡିଛି।

ସୂଚନା ଥାଉ କି ଏହା ପୂର୍ବରୁ ରବିବାର ଦିନ ମଧ୍ୟ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ତେବେ ଏଥିରୁ ତିନିଜଣ ଆତଙ୍କବାଦୀ ଖସି ପଳାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story