ଗୋଟିଏ ଡୋଜରେ ଡେଲଟା ଭାରିଆଣ୍ଟକୁ ନିସ୍ତେଜ କରିଦେବ ଏହି ଟିକା !

ନୂଆଦିଲ୍ଲୀ: କୋଭିଡ-୧୯ର ଡେଲଟା ଭାରିଆଣ୍ଟ ସମଗ୍ର ବିଶ୍ୱ ପାଇଁ ଏବେ ଚିନ୍ତାଜନକ ପାଲଟିଛି। କୋଭିଡର ଅନ୍ୟାନ୍ୟ ଭାରିଆଣ୍ଟ ତୁଳନାରେ ଏହା ଅଧିକ ପ୍ରଭାବଶାଳୀ। ଏହି ଭାରିଆଣ୍ଟରେ ମୃତ୍ୟୁ ଏବଂ ଗୁରୁତର ହେବାର ସମ୍ଭାବନା ଅଧିକ ରହିଥିବାରୁ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରୁଛନ୍ତି। ଏହାରି ଭିତରେ ଜନସନ ଆଣ୍ଡ ଜନସନ ଏକ ଆଶ୍ୱସ୍ତିକର ଖବର ଦେଇଛି। ଡେଲଟା ଭାରିଆଣ୍ଟ କ୍ଷେତ୍ରରେ ଏହି ଟିକା କମ୍ପାନୀର ଟିକା ଗୋଟିଏ ଡୋଜରେ ବହୁତ ପ୍ରଭାବ ଦେଖାଉଛି। ଯଦିଓ ଏହା ପ୍ରାଥମିକ ଗବେଷଣା […]

johnshon-and-johnshon

johnshon-and-johnshon

Subhransu Sekhar
  • Published: Friday, 02 July 2021
  • Updated: 02 July 2021, 12:18 PM IST

Sports

Latest News

ନୂଆଦିଲ୍ଲୀ: କୋଭିଡ-୧୯ର ଡେଲଟା ଭାରିଆଣ୍ଟ ସମଗ୍ର ବିଶ୍ୱ ପାଇଁ ଏବେ ଚିନ୍ତାଜନକ ପାଲଟିଛି। କୋଭିଡର ଅନ୍ୟାନ୍ୟ ଭାରିଆଣ୍ଟ ତୁଳନାରେ ଏହା ଅଧିକ ପ୍ରଭାବଶାଳୀ। ଏହି ଭାରିଆଣ୍ଟରେ ମୃତ୍ୟୁ ଏବଂ ଗୁରୁତର ହେବାର ସମ୍ଭାବନା ଅଧିକ ରହିଥିବାରୁ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରୁଛନ୍ତି। ଏହାରି ଭିତରେ ଜନସନ ଆଣ୍ଡ ଜନସନ ଏକ ଆଶ୍ୱସ୍ତିକର ଖବର ଦେଇଛି। ଡେଲଟା ଭାରିଆଣ୍ଟ କ୍ଷେତ୍ରରେ ଏହି ଟିକା କମ୍ପାନୀର ଟିକା ଗୋଟିଏ ଡୋଜରେ ବହୁତ ପ୍ରଭାବ ଦେଖାଉଛି। ଯଦିଓ ଏହା ପ୍ରାଥମିକ ଗବେଷଣା ରହିଛି କିନ୍ତୁ ଆଗାମୀ ଦିନରେ ସମ୍ପୂର୍ଣ୍ଣ ରିପୋର୍ଟ ଆସିବ ବୋଲି ଜଣାପଡ଼ିଛି। ଡେଲଟା ବ୍ୟତୀତ ଅନ୍ୟାନ୍ୟ ଭାରିଆଣ୍ଟ ଯେମିତିକି ଆଲ୍ଫା, ଗାମା ଆଦି ଭାରିଆଣ୍ଟ ବିରୋଧରେ ଜନସନ ଆଣ୍ଡ ଜନସନର ଗୋଟିଏ ଡୋଜ ପ୍ରଭାବୀ ରହିଛି।

ଆମେରିକାର ଏହି ଟିକା କମ୍ପାନୀ କହିଛି ଯେ ଗୋଟିଏ ଡୋଜ ନେବା ପରେ ଅତି କମରେ ଆଠ ମାସ ଯାଏ ଟିକା ନେଇଥିବା ବ୍ୟକ୍ତିର ଶରୀର ମଧ୍ୟରେ ଶକ୍ତିଶାଳୀ ଆଣ୍ଟିବଡି ତିଆରି କରିପାରିବ। ଏହି ଅବଧି ମଧ୍ୟରେ ଯେକୌଣସି ଭାରିଆଣ୍ଟ ଆସିଲେ ବି ଏହି ଟିକା କାମ ଦେବ। କୋଭିଡ ଭାଇରସ ବିରୋଧରେ ୮୫ ପ୍ରତିଶତ ପ୍ରଭାବଶାଳୀ ରହିଛି। ଏହି ଟିକା ନେବା ପରେ ହସ୍ପିଟାଲରେ ଭର୍ତ୍ତି ହେବା ଏବଂ ମୃତ୍ୟୁର ସମ୍ଭାବନାକୁ ରୋକିବାରେ ସାହାଯ୍ୟ କରେ ବୋଲି ଜନସନ ଆଣ୍ଡ ଜନସନର ମୁଖ୍ୟ ମଥାଇ ମୋମେନ କହିଛନ୍ତି।

ଜନସନ ଆଣ୍ଡ ଜନସନ ଦାବି କରିଛି ଯେ ଏହାର ଏକକ-ଡୋଜ ଟିକା ଡେଲଟା ଭାରିଆଣ୍ଟ ବା ପ୍ରଜାତି ବିରୋଧରେ ପ୍ରଭାବଶାଳୀ। କମ୍ପାନୀ କହିଛି ଯେ ଟିକା ଏହି ପ୍ରକାର ଏବଂ ଅନ୍ୟାନ୍ୟ ପ୍ରଚଳିତ ଭାରିଆଣ୍ଟ ବିରୋଧରେ ଦୃଢ଼ ଭାବରେ ଲଢ଼େଇ କରିବାରେ ସକ୍ଷମ। ଟିକା ନେବାର ୨୯ ଦିନ ମଧ୍ୟରେ ଡେଲଟା ଭାରିଆଣ୍ଟକୁ ନିସ୍ତେଜ କରିଦେବାରେ ଏହି ଟିକା ସାମର୍ଥ୍ୟ ରଖିଛି। ଆଉ ସମୟ ଅନୁସାରେ ଏହି ଟିକା କ୍ରମଶଃ ଆହୁରି ଶକ୍ତିଶାଳୀ ହୋଇ ଶରୀରକୁ କୋଭିଡରୁ ସୁରକ୍ଷା ଦେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story