ରୁଷ-ୟୁକ୍ରେନ ଯୁଦ୍ଧ ନେଇ ବିଜେପି ସଭାପତିଙ୍କ ଆକାଉଣ୍ଟରୁ ଫେକ୍ ଟୁଇଟ୍

ନୂଆଦିଲ୍ଲୀ: ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଛି। ତାଙ୍କ ଟୁଇଟର ହ୍ୟାଣ୍ଡେଲରୁ ଦୁଇଟି ଟ୍ୱିଟ୍ ମଧ୍ୟ କରାଯାଇଛି। ଟୁଇଟ୍ କରି ସେ ଲେଖିଛନ୍ତି, ‘ଦୁଃଖିତ ମୋ ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି। ଏଠାରେ ରୁଷିଆକୁ ଦାନ କରନ୍ତୁ କାରଣ ତାଙ୍କୁ ସାହାଯ୍ୟର ଆବଶ୍ୟକତା ରହିଛି। ଅନ୍ୟ ଏକ ଟୁଇଟରେ ଲେଖାଯାଇଛି, ‘ରୁଷର ଲୋକଙ୍କ ସହ ଠିଆ ହୁଅ। ଏବେ କ୍ରିପ୍ଟୋକରେନ୍ସି ଦାନ ଗ୍ରହଣ କରନ୍ତୁ। ବିଟକଏନ ଏବଂ ଏଥୋରିୟମ୍। ୟୁକ୍ରେନବାସୀଙ୍କ ସହ ଠିଆ ହୁଅ। […]

JP nadda

JP nadda

Madhupriya Mistry
  • Published: Sunday, 27 February 2022
  • Updated: 27 February 2022, 12:00 PM IST

Sports

Latest News

ନୂଆଦିଲ୍ଲୀ: ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଛି। ତାଙ୍କ ଟୁଇଟର ହ୍ୟାଣ୍ଡେଲରୁ ଦୁଇଟି ଟ୍ୱିଟ୍ ମଧ୍ୟ କରାଯାଇଛି। ଟୁଇଟ୍ କରି ସେ ଲେଖିଛନ୍ତି, 'ଦୁଃଖିତ ମୋ ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି। ଏଠାରେ ରୁଷିଆକୁ ଦାନ କରନ୍ତୁ କାରଣ ତାଙ୍କୁ ସାହାଯ୍ୟର ଆବଶ୍ୟକତା ରହିଛି। ଅନ୍ୟ ଏକ ଟୁଇଟରେ ଲେଖାଯାଇଛି, 'ରୁଷର ଲୋକଙ୍କ ସହ ଠିଆ ହୁଅ। ଏବେ କ୍ରିପ୍ଟୋକରେନ୍ସି ଦାନ ଗ୍ରହଣ କରନ୍ତୁ। ବିଟକଏନ ଏବଂ ଏଥୋରିୟମ୍। ୟୁକ୍ରେନବାସୀଙ୍କ ସହ ଠିଆ ହୁଅ। ଏବେ କ୍ରିପ୍ଟୋକରେନ୍ସି ଦାନ ଗ୍ରହଣ କରନ୍ତୁ।

ଏବେ କିନ୍ତୁ ତାଙ୍କ ଆକାଉଣ୍ଟକୁ ରିଷ୍ଟୋର୍ କରାଯାଇଛି। ସମସ୍ତ ବିବାଦୀୟ ଟ୍ୱିଟକୁ ହଟାଇ ଦିଆଯାଇଛି। ଜେପି ନଡ୍ଡାଙ୍କ ତରଫରୁ କୁହାଯାଇଛି ଯେ, ସେ ଟ୍ୱିଟର ସହ ଏନେଇ କଥା ହେବେ। ନଡ୍ଡାଙ୍କ ଟୁଇଟର ହ୍ୟାଣ୍ଡେଲରେ ଶେଷ ଟୁଇଟ୍ ୨ ଘଣ୍ଟା ପୂର୍ବରୁ କରାଯାଇଥିଲା, ଯେଉଁଥିରେ ସେ ପଞ୍ଚମ ପର୍ଯ୍ୟାୟରେ ଉତ୍ତର ପ୍ରଦେଶବାସୀଙ୍କୁ ଭୋଟ୍ ଦେବାକୁ ନିବେଦନ କରିଥିଲେ।

JP Nadda's Twitter account hacked, post says 'Stand with people of Russia'  - India News

ସେ ଲେଖିଛନ୍ତି, ଆଜି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟର ସମସ୍ତ ୬୧ଟି ଆସନରେ ସମସ୍ତ ଭୋଟରଙ୍କୁ ନିଜର ମତାଧିକାର ସାବ୍ୟସ୍ତ କରି ରାଜ୍ୟରେ ଏକ ଶକ୍ତିଶାଳୀ ସରକାର ଗଠନରେ ଅଂଶଗ୍ରହଣ କରିବାକୁ ନିବେଦନ କରୁଛି। ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ପ୍ରଥମ ଥର ଭୋଟ୍ ଦେଉଥିବା ଭୋଟରମାନେ ଆଗେଇ ଆସିବାକୁ ମୁଁ ଅନୁରୋଧ କରୁଛି।

ଶୁକ୍ରବାର ଠାରୁ ବିଟକଏନ୍, ଇଥର୍ ଏବଂ ଅନ୍ୟାନ୍ୟ ଟୋକନରେ ୫ ନିୟୁତ ଡଲାରରୁ ଅଧିକ କ୍ରାଉଡ ଫଣ୍ଡ ସଂଗ୍ରହ ହୋଇଛି। ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ ହଟାଇବା ପାଇଁ ରୁଷୀୟ ସୈନ୍ୟମାନେ କିଭକୁ ଘେରିଛନ୍ତି। ୟୁକ୍ରେନର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଶନିବାର ଏହି କ୍ରିପ୍ଟୋ ୱାଲେଟ ଗୁଡିକର ସବିଶେଷ ତଥ୍ୟ ସେୟାର କରାଯାଇଛି, ଯାହାକୁ ଦେଶର ଜଣେ ସାଇବର୍ ଡିଫେନ୍ସ ଅଧିକାରୀ ସୁନିଶ୍ଚିତ କରିଛନ୍ତି ଯେ ଟୁଇଟ୍ ଏବଂ ୱାଲେଟ ସବିଶେଷ ତଥ୍ୟ ସଠିକ୍।

JP Nadda's Twitter account hacked, tweets asking for crypto donations for  Ukraine, Russia posted | India News | Zee News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story