'ଯୁବ ନେତା ଦଳ ଛାଡୁଛନ୍ତି, ବୁଢ଼ାମାନଙ୍କୁ ଦାୟୀ କରୁଛନ୍ତି'

ନୂଆଦିଲ୍ଲୀ: ଦଳ ଛାଡିଛନ୍ତି କଂଗ୍ରେସର ପୂର୍ବତନ ସାଂସଦ ସୁସ୍ମିତା ଦେବ। ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏହାକୁ ନେଇ କଂଗ୍ରେସର ଅନ୍ତଃକନ୍ଦଳ ପୁଣି ଥରେ ପଦାକୁ ଆସିଛି। ଦଳର ନେତାମାନେ ଏହାକୁ ନେଇ ନାନା ପ୍ରତିକ୍ରିୟା ଦେବା ଆରମ୍ଭ କରିଦେଇଛନ୍ତି। ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ଯୁବ ନେତା ଦଳ ଛାଡିବା ନେଇ ପ୍ରଶ୍ନ ଉଠାଇଛନ୍ତି। କପିଲ ସିବଲ କହିଛନ୍ତି ଯେ, ‘ସୁସ୍ମିତା କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଯେତେବେଳେ କୌଣସି ଯୁବ […]

Kapil sibal

Kapil sibal

Madhupriya Mistry
  • Published: Monday, 16 August 2021
  • Updated: 16 August 2021, 01:14 PM IST

Sports

Latest News

ନୂଆଦିଲ୍ଲୀ: ଦଳ ଛାଡିଛନ୍ତି କଂଗ୍ରେସର ପୂର୍ବତନ ସାଂସଦ ସୁସ୍ମିତା ଦେବ। ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏହାକୁ ନେଇ କଂଗ୍ରେସର ଅନ୍ତଃକନ୍ଦଳ ପୁଣି ଥରେ ପଦାକୁ ଆସିଛି। ଦଳର ନେତାମାନେ ଏହାକୁ ନେଇ ନାନା ପ୍ରତିକ୍ରିୟା ଦେବା ଆରମ୍ଭ କରିଦେଇଛନ୍ତି। ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ଯୁବ ନେତା ଦଳ ଛାଡିବା ନେଇ ପ୍ରଶ୍ନ ଉଠାଇଛନ୍ତି।

କପିଲ ସିବଲ କହିଛନ୍ତି ଯେ, 'ସୁସ୍ମିତା କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଯେତେବେଳେ କୌଣସି ଯୁବ ନେତା ଦଳ ଛାଡନ୍ତି ସେତେବେଳେ ବରିଷ୍ଠ ଓ ବୁଢାଙ୍କୁ ତଥା ଆମମାନଙ୍କୁ ଦୋଷ ଦିଆଯାଏ। ଏଭଳି କାହିଁକି ହେଉଛି? ବୁଢାମାନେ ଦଳକୁ ମଜବୁତ କରିବାକୁ ସର୍ବଦା ପ୍ରୟାସ କରିଥାନ୍ତି। ଦଳ ଆଖି ବନ୍ଦ କରି ଆଗକୁ ବଢିଥାଏ ବୋଲି ସେ କହିଛନ୍ତି।'

https://twitter.com/KapilSibal/status/1427122541622038531?s=20

ସେପଟେ କାର୍ତ୍ତି ଚିଦାମ୍ବରମ ଏହି ପ୍ରସଙ୍ଗରେ ବିଚାର କରିବାକୁ ଦଳକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, 'ଏହାକୁ ନେଇ ଦଳ ବିଚାର କରିବା ଆବଶ୍ୟକ। ସୁସ୍ମିତାଙ୍କ ଭଳି ବ୍ୟକ୍ତି କଣ ପାଇଁ ଦଳ ଛାଡୁଛନ୍ତି ତାହା ଚିନ୍ତାଜନକ।କ୍ଷ

ଅନ୍ୟପଟେ କଂଗ୍ରେସ ନେତା ରିପୁନ ବୋରା କହିଛନ୍ତି, 'ସୁସ୍ମିତା ଦେବ ଜଣେ ସମର୍ପିତ କଂଗ୍ରେସ ନେତା ଥିଲେ, ସେ ଏପରି ନିଷ୍ପତ୍ତି ନେବେ ବୋଲି କେବେ ଭାବି ନଥିଲୁ। ଆମେ ପରିବାର ପରି ଥିଲୁ। ଯଦି ତାଙ୍କ ମନରେ ଦଳ ବିରୋଧରେ କିଛି ଅଛି, ତେବେ ସେ ଆଗକୁ ଆସି ଆଲୋଚନା କରିପାରିଥାନ୍ତେ। ସୁସ୍ମିତା ତାଙ୍କ ନିଷ୍ପତ୍ତିକୁ ପୁନର୍ବିଚାର କରିବାକୁ ଏବଂ ତାଙ୍କ ଇସ୍ତଫା ପ୍ରତ୍ୟାହାର କରିବାକୁ ସେ ଅନୁରୋଧ କରିଛନ୍ତି।'

ସୂଚନାଯୋଗ୍ୟ, ଅଲ ଇଣ୍ଡିଆ ମହିଳା କଂଗ୍ରେସର ସଭାପତି ଥିବା ସୁସ୍ମିତା ଦେବ କଂଗ୍ରେସ ସହ ସମ୍ପର୍କ ଛିନ୍ନ କରିଛନ୍ତି। ପ୍ରଥମେ ସେ ଦଳର ହ୍ୱାଟସ୍ ଆପ୍ ଗ୍ରୁପ୍ ଛାଡିଥିଲେ। ଏହା ପରେ ସେ ବର୍ତ୍ତମାନ ନିଜକୁ ଟ୍ୱିଟରର ବାୟୋରେ ଜଣେ ପୂର୍ବତନ କଂଗ୍ରେସ ନେତା ବୋଲି ବର୍ଣ୍ଣନା କରିଛନ୍ତି। ସେ ଦଳର ସଭାପତି ସୋନିଆ ଗାନ୍ଧୀଙ୍କୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ଦୀର୍ଘ ଦିନ ଧରି ସେ ଦଳ ଉପରେ ଅସନ୍ତୋଷ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story