ଦଳିତ ସନ୍ଥଙ୍କ ପାଟିରୁ ଅଇଁଠା ବାହାର କରି ଖାଇଲେ କଂଗ୍ରେସ ବିଧାୟକ

ବେଙ୍ଗାଲୁରୁ: ସାଧାରଣତଃ ନିର୍ବାଚନ ପାଖେଇ ଆସିଲେ ଅନେକ ନେତା ମନ୍ତ୍ରୀ ଦଳିତଙ୍କ ଘରେ ଭୋଜନ କରନ୍ତି। ବିଶେଷ କରି ଜାତିଗତ ଭେଦଭାବ ଦୂର କରିବାକୁ ସେମାନେ ଏଭଳି କରିଥାନ୍ତି। କିନ୍ତୁ ନିକଟରେ ଜଣେ କଂଗ୍ରେସ ବିଧାୟକ ଜାତିଗତ ଭେଦଭାବ ହଟାଇବାକୁ ନେଇଛନ୍ତି ନିଆରା ପଦକ୍ଷେପ। ସମସ୍ତଙ୍କଠାରୁ ସେ ଭିନ୍ନ ଉପାୟ ଆପଣାଇ ଦେଇଛନ୍ତି ଏକ ଭିନ୍ନ ବାର୍ତ୍ତା। କଂଗ୍ରେସ ବିଧାୟକ ଜମିର ଅହମ୍ମଦ ଖାନ୍‌। ସେ ଜାତିଗତ ଭେଦଭାବ ଦୂର କରିବା ପାଇଁ ଖାଇଛନ୍ତି ଅଇଁଠା। ଜଣେ […]

congress-mla-feeds-dalit-swamiji-

congress-mla-feeds-dalit-swamiji-

Madhupriya Mistry
  • Published: Monday, 23 May 2022
  • Updated: 23 May 2022, 11:19 AM IST

Sports

Latest News

ବେଙ୍ଗାଲୁରୁ: ସାଧାରଣତଃ ନିର୍ବାଚନ ପାଖେଇ ଆସିଲେ ଅନେକ ନେତା ମନ୍ତ୍ରୀ ଦଳିତଙ୍କ ଘରେ ଭୋଜନ କରନ୍ତି। ବିଶେଷ କରି ଜାତିଗତ ଭେଦଭାବ ଦୂର କରିବାକୁ ସେମାନେ ଏଭଳି କରିଥାନ୍ତି। କିନ୍ତୁ ନିକଟରେ ଜଣେ କଂଗ୍ରେସ ବିଧାୟକ ଜାତିଗତ ଭେଦଭାବ ହଟାଇବାକୁ ନେଇଛନ୍ତି ନିଆରା ପଦକ୍ଷେପ। ସମସ୍ତଙ୍କଠାରୁ ସେ ଭିନ୍ନ ଉପାୟ ଆପଣାଇ ଦେଇଛନ୍ତି ଏକ ଭିନ୍ନ ବାର୍ତ୍ତା।

କଂଗ୍ରେସ ବିଧାୟକ ଜମିର ଅହମ୍ମଦ ଖାନ୍‌। ସେ ଜାତିଗତ ଭେଦଭାବ ଦୂର କରିବା ପାଇଁ ଖାଇଛନ୍ତି ଅଇଁଠା। ଜଣେ ଦଳିତ ସମ୍ପ୍ରଦାୟର ସନ୍ଥ ସ୍ୱାମୀ ନାରାୟଣଙ୍କ ପାଟିରୁ ଅଇଁଠା ବାହାର କରି ନିଜେ ଖାଇଛନ୍ତି। ତାଙ୍କର ଏହି ଭିଡିଓ ଏବେ ଇଣ୍ଟରନେଟ୍‌ରେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଦେଖିବାକୁ ମିଳିଛି, ଏକ ସଭା ଚାଲିଛି । ସେଠାରେ ଅନେକ ଲୋକ ଉପସ୍ଥିତ ଅଛନ୍ତି । ଏହି ସମୟରେ, ବିଧାୟକ ଜମିର ଖାନ ସ୍ୱାମୀ ନାରାୟଣଙ୍କୁ ଖାଇବାକୁ ଦେଉଛନ୍ତି। ପରେ ସେ ଖାଇଥିବା ଖାଦ୍ୟକୁ ତାଙ୍କୁ ପାଟିରୁ ବାହାର କରି ଖୁଆଇବା ପାଇଁ କହୁଛନ୍ତି। ଏହାପରେ ସ୍ୱାମୀଜୀ ନିଜ ପାଟିରୁ ଅଇଁଠା ଖାଦ୍ୟ କାଢ଼ି ବିଧାୟକଙ୍କୁ ଖୁଆଇ ଦେଉଛନ୍ତି। ଏହା ଦେଖି ସେଠାରେ ଉପସ୍ଥିତ ଥିବା ଲୋକେ ଜୋରରେ ତାଳି ବଜାଇ ବିଧାୟକଙ୍କ ପ୍ରଶଂସା କରୁଛନ୍ତି।

ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଚର୍ଚ୍ଚା ହେଉଛି। କେହି କେହି ଏହାକୁ ନାପସନ୍ଦ କରୁଥିବାବେଳେ ଆଉ କେହି ଏହାକୁ ଭାଇଚାରାର ନିଆରା ନିଦର୍ଶନ ବୋଲି କହୁଛନ୍ତି। ଜଣେ ୟୁଜର୍ସ କହିଛନ୍ତି ବହୁତ ଖୁବ ବିଧାୟକ ଜୀ, ଏ ହେଉଛି ଆମ ଇଣ୍ଡିଆ।

ବାସ୍ତବରେ ଚାମରାଜପେଟରେ ଆମ୍ବେଦକର ଜୟନ୍ତୀ ଓ ଇଦ୍‌ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଅନେକ ଲୋକ ସାମିଲ ହୋଇଥିଲେ। ରବିବାର ଦିନ ରଖାଯାଇଥିବା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ବିଧାୟକ ଜମିର ଖାନ୍‌ ଜାତଗତ ଭେଦଭାବ ଦୂର କରିବା କଥା କହିବା ସହ କଟ୍ଟରପନ୍ଥୀ ତତ୍ତ୍ୱକୁ ଟାର୍ଗେଟ୍‌ କରିଥିଲେ।

https://twitter.com/ANI/status/1528452041143529474?s=20&t=VMYH_jaS0CJSjXHc_QiOIg

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story