ବିଧାୟକଙ୍କ ଆଗରେ ମଇଳା ପାଣିରେ ଗାଧୋଇଲେ, ଯୋଗ କଲେ

ଥିରୁବନ୍ତପୁରମ୍‌: ସାରା ଦେଶରେ ଏବେ ସକ୍ରିୟ ରହିଛି ମୌସୁମୀ। ବିଭିନ୍ନ ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା। ଏଥିଯୋଗୁ କେଉଁଠି ରାସ୍ତା ଧୋଇଯାଇଛି ତ ଆଉ କେଉଁଠି ରାସ୍ତା ଉପରେ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା ପରିସ୍ଥିତି। ସେହିପରି ଆଉ କେଉଁଠି ରାସ୍ତାଘାଟ ନଷ୍ଟ ହୋଇଯାଇଛି। ବଡ ବଡ ଖାଲ ହୋଇ ସେଠାରେ ଜମି ରହିଛି ମଇଳା ପାଣି। ଆଉ ଏହି ମଇଳା ପାଣିରେ ଜଣେ ବ୍ୟକ୍ତି ଗାଧୋଇଛନ୍ତି। ଏପରିକି ଯୋଗ ମଧ୍ୟ କରିଛନ୍ତି। ବିଧାୟକଙ୍କ ଆଗରେ […]

performing-yoga-in-front-of-mla

performing-yoga-in-front-of-mla

Madhupriya Mistry
  • Published: Wednesday, 10 August 2022
  • Updated: 10 August 2022, 11:26 AM IST

ଥିରୁବନ୍ତପୁରମ୍‌: ସାରା ଦେଶରେ ଏବେ ସକ୍ରିୟ ରହିଛି ମୌସୁମୀ। ବିଭିନ୍ନ ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା। ଏଥିଯୋଗୁ କେଉଁଠି ରାସ୍ତା ଧୋଇଯାଇଛି ତ ଆଉ କେଉଁଠି ରାସ୍ତା ଉପରେ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା ପରିସ୍ଥିତି। ସେହିପରି ଆଉ କେଉଁଠି ରାସ୍ତାଘାଟ ନଷ୍ଟ ହୋଇଯାଇଛି। ବଡ ବଡ ଖାଲ ହୋଇ ସେଠାରେ ଜମି ରହିଛି ମଇଳା ପାଣି। ଆଉ ଏହି ମଇଳା ପାଣିରେ ଜଣେ ବ୍ୟକ୍ତି ଗାଧୋଇଛନ୍ତି। ଏପରିକି ଯୋଗ ମଧ୍ୟ କରିଛନ୍ତି। ବିଧାୟକଙ୍କ ଆଗରେ ଏଭଳି କିଛି ନିଆରା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କେରଳର ଜଣେ ବ୍ୟକ୍ତି।

ବର୍ଷା ଯୋଗୁ କେରଳର ବିଭିନ୍ନ ସ୍ଥାନରେ ରାସ୍ତାଘାଟ ଧୋଇଯିବା ସହ ବଡ ବଡ ଖାଲ ସୃଷ୍ଟି ହୋଇଛି। ଏଥିଲାଗି ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତାଗୁଡିକ ଅତ୍ୟନ୍ତ ଖରାପ ହୋଇଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହିଁ କି ସଜାଡୁ ନାହିଁ। ଏହାକୁ ନେଇ ଜଣେ ବ୍ୟକ୍ତି ନିଆରା ଢ଼ଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାସ୍ତାରେ ସୃଷ୍ଟି ହୋଇଥିବା ଖାଲ ଢ଼ିପ ପ୍ରତି ପ୍ରଶସାନର ଧ୍ୟାନ ଆକର୍ଷିତ କରିବାକୁ ଯାଇ ସେଠାରେ ଜମିଥିବା ମଇଳା ପାଣିରେ ଗାଧୋଇଛନ୍ତି।

https://twitter.com/ANI/status/1557045691452911622?s=20&t=a-JgMPvm2mTgv-sBoCr2Dw

କେବଳ ଏତିକି ନୁହେଁ, ବ୍ୟକ୍ତି ଜଣକ ତାଙ୍କ ସହିତ ବାଲ୍ଟି, ମଗ୍‌, ସାବୁନ ଏବଂ ଟାୱେଲ ମଧ୍ୟ ରଖିଥିଲେ। ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଲୋକମାନେ ତାଙ୍କୁ ଦେଖି ଅଟକି ଯାଇଥିଲେ। ବିଶେଷ କଥା ହେଉଛି ଏହି ନିଆରା ବିକ୍ଷୋଭ ପ୍ରଦର୍ଶନ ବିଧାୟକଙ୍କ ସାମ୍ନାରେ ଘଟିଛି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବାସ୍ତବରେ, ଯେତେବେଳେ ଏହି ବ୍ୟକ୍ତି ରାସ୍ତାରେ ସୃଷ୍ଟି ହୋଇଥିବା ଖାଲରେ ଜମିଥିବା ମଇଳା ପାଣିରେ ଗାଧୋଇବାକୁ ଯାଉଥିଲେ, ସେହି ସମୟରେ ସେହି ରାସ୍ତା ଦେଇ ବିଧାୟକଙ୍କ କାର୍‌  ଆସିଥିଲା। ବିଧାୟକଙ୍କ କାରକୁ ଦେଖି ଏହି ବ୍ୟକ୍ତି ଜଣକ ମଇଳା ପାଣିରେ ବସି ଯୋଗ କରିବା ଆରମ୍ଭ କରିଥିଲେ। ବ୍ୟକ୍ତିଙ୍କୁ ଏଭଳି  କରୁଥିବା ଦେଖି ବିଧାୟକ ନିଜ ଗାଡିରୁ ବାହାରି ଆଖପାଖରେ ଉପସ୍ଥିତ ଥିବା ଲୋକଙ୍କ ସହ କଥାବାର୍ତ୍ତା କରିଥିଲେ। ଏହି ଘଟଣା ମାଲପ୍ପୁରମ ଅଞ୍ଚଳରେ ଘଟିଛି।

ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଏବେ ଲୋକଙ୍କୁ ଖୁବ ପସନ୍ଦ ଆସିଛି। ବ୍ୟକ୍ତିଙ୍କ ଏଭଳି ନିଆରା ବିକ୍ଷୋଭ ପ୍ରଦର୍ଶନକୁ ଦେଖି ତାଙ୍କୁ ଚାରିଆଡୁ ପ୍ରଶଂସା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story