ଫୁଲ୍‌ ମାର୍କ ୧୦୦, କିନ୍ତୁ ଛାତ୍ରଙ୍କୁ ମିଳିଲା ୧୫୧

ପାଟନା: ଫୁଲ୍‌ ମାର୍କ ଥିଲା ୧୦୦। ଏଥିରୁ ଛାତ୍ର ଆଣିଲେ ୧୫୧ ମାର୍କ। ନିଜ ମାର୍କ ଦେଖି ନିଜେ ତାଜୁବ ହେଲେ ଛାତ୍ର। ବିହାର ଦରଭଙ୍ଗା ଜିଲ୍ଲା ସ୍ଥିତ ଲଳିତ ନାରାୟଣ ମିଥିଲା ବିଶ୍ୱିଦ୍ୟାଳୟରେ ଘଟିଛି ଏଭଳି କିଛି ଘଟଣା। ଯାହା ଏବେ ଚର୍ଚ୍ଚା ପରିସରକୁ ଆସିଛି। ଯୁକ୍ତ ୩  ଦ୍ୱିତୀୟ ବର୍ଷର ଜଣେ ଛାତ୍ର ପଲିଟିକାଲ ସାଇନ୍ସ ପେପର୍‌-୪ରେ ୧୦୦ରୁ ୧୫୧ ମାର୍କ ରଖିଛନ୍ତି। ଯାହାକୁ ଦେଖି ଲୋକେ ଚକିତ ହୋଇପଡିଛନ୍ତି। ତେବେ କିଏ କରିଥିଲା […]

Exam

Exam

Madhupriya Mistry
  • Published: Monday, 01 August 2022
  • Updated: 01 August 2022, 04:54 PM IST

Sports

Latest News

ପାଟନା: ଫୁଲ୍‌ ମାର୍କ ଥିଲା ୧୦୦। ଏଥିରୁ ଛାତ୍ର ଆଣିଲେ ୧୫୧ ମାର୍କ। ନିଜ ମାର୍କ ଦେଖି ନିଜେ ତାଜୁବ ହେଲେ ଛାତ୍ର। ବିହାର ଦରଭଙ୍ଗା ଜିଲ୍ଲା ସ୍ଥିତ ଲଳିତ ନାରାୟଣ ମିଥିଲା ବିଶ୍ୱିଦ୍ୟାଳୟରେ ଘଟିଛି ଏଭଳି କିଛି ଘଟଣା। ଯାହା ଏବେ ଚର୍ଚ୍ଚା ପରିସରକୁ ଆସିଛି।

ଯୁକ୍ତ ୩  ଦ୍ୱିତୀୟ ବର୍ଷର ଜଣେ ଛାତ୍ର ପଲିଟିକାଲ ସାଇନ୍ସ ପେପର୍‌-୪ରେ ୧୦୦ରୁ ୧୫୧ ମାର୍କ ରଖିଛନ୍ତି। ଯାହାକୁ ଦେଖି ଲୋକେ ଚକିତ ହୋଇପଡିଛନ୍ତି। ତେବେ କିଏ କରିଥିଲା ଏଭଳି ମୂଲ୍ୟାୟନ? କିଏ ଦେଇଥିଲା ଏହି ମାର୍କ? ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।

Lalit Narayan Mithila University Student got 151 marks out of 100 in the exam | बिहार में है बहार! छात्र को एग्जाम में 100 में मिले 151 नंबर, रिजल्ट देखकर चकराया सिर | Hindi News, दरभंगा

ଛାତ୍ରଙ୍କ କହିବା ମୁତାବକ, ସେ ପରୀକ୍ଷା ଫଳ ଦେଖି ନିଜେ ଚକିତ ହୋଇପଡିଛନ୍ତି। ଏହି ରେଜଲ୍ଟ ଜାରି କରିବା ପୂର୍ବରୁ ୟୁନର୍ଭସିଟି ଅଧିକାରୀମାନେ ଯାଞ୍ଚ କରିବା ଜରୁରୀ ଥିଲା ବୋଲି ସେ କହିଛନ୍ତି।

ଏହା ବ୍ୟତୀତ, ବିଶ୍ୱବିଦ୍ୟାଳୟର ଅନ୍ୟ ଜଣେ ଛାତ୍ର ବି.କମ୍ ପାର୍ଟ-୨ ପରୀକ୍ଷାରେ ଆକାଉଣ୍ଟିଂ ଏବଂ ଫାଇନାନ୍ସ ପେପର-୪ ରେ ଶୂନ୍ୟ ମାର୍କ ପାଇଛନ୍ତି। ଏହା ପରେ ତାଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ପଦୋନ୍ନତି ଦିଆଯାଇଛି। ଏହି ପ୍ରସଙ୍ଗରେ ବିଶ୍ୱବିଦ୍ୟାଳୟ କହିଛି ଯେ ଏହା ଏକ ଟାଇପିଂ ମିଷ୍ଟେକ୍‌ ବା ଭୁଲ୍।

ଏ ବାବଦରେ ଲଲିତ ନାରାୟଣ ମିଥିଲା ​​ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ମୁଶତାକ ଅହମ୍ମଦ କହିଛନ୍ତି ଯେ ଉଭୟ ଛାତ୍ରଙ୍କ ମାର୍କସିଟରେ ଟାଇପିଂ ତ୍ରୁଟି ରହିଛି। ଭୁଲକୁ ସଂଶୋଧନ କରିବା ପରେ ଉଭୟ ଛାତ୍ରଙ୍କୁ ଏକ ନୂଆ ମାର୍କ ସିଟ୍ ଜାରି କରାଯାଇଛି। ଏହା ଏକ ଟାଇପିଂ ଭୁଲ୍।

https://youtu.be/N-ifPrlB9PU

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story