ଲାଲୁଙ୍କୁ ଏମ୍ସରେ ଗୀତା ପଢ଼ିବା ମନା

ନୂଆଦିଲ୍ଲୀ: ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଗୁରୁତର ରହିଛି। ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଛି। ରବିବାର ତାଙ୍କୁ କ୍ରିଟିକାଲ କେଆର ୟୁନିଟ୍‌ରୁ ରୁମ୍‌କୁ ସ୍ଥାନାନ୍ତର କରାଯାଇଛି। ତେବେ ଏହାରି ଭିତରେ ତାଙ୍କୁ ହସ୍ପିଟାଲରେ ଗୀତା ପାଠ କରିବା ଉପରେ ବାରଣ କରାଯାଇଥିବା ନେଇ ଅଭିଯୋଗ ଆସିଛି। କେବଳ ପାଠ କରିବାକୁ ନୁହେଁ ଗୀତା ଶୁଣିବାକୁ ମଧ୍ୟ ମନା କରାଯାଉଛି। ଏନେଇ ତାଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ଅଭିଯୋଗ ଆଣିଛନ୍ତି। […]

lalu-yadav

lalu-yadav

Madhupriya Mistry
  • Published: Tuesday, 12 July 2022
  • Updated: 12 July 2022, 02:00 PM IST

Sports

Latest News

ନୂଆଦିଲ୍ଲୀ: ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଗୁରୁତର ରହିଛି। ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଛି। ରବିବାର ତାଙ୍କୁ କ୍ରିଟିକାଲ କେଆର ୟୁନିଟ୍‌ରୁ ରୁମ୍‌କୁ ସ୍ଥାନାନ୍ତର କରାଯାଇଛି। ତେବେ ଏହାରି ଭିତରେ ତାଙ୍କୁ ହସ୍ପିଟାଲରେ ଗୀତା ପାଠ କରିବା ଉପରେ ବାରଣ କରାଯାଇଥିବା ନେଇ ଅଭିଯୋଗ ଆସିଛି। କେବଳ ପାଠ କରିବାକୁ ନୁହେଁ ଗୀତା ଶୁଣିବାକୁ ମଧ୍ୟ ମନା କରାଯାଉଛି। ଏନେଇ ତାଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ଅଭିଯୋଗ ଆଣିଛନ୍ତି।

ବିହାରର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତେଜପ୍ରତାପ ଏକ ଟ୍ୱିଟ କରି ଅଭିଯୋଗ ଆଣିଛନ୍ତି, 'ମୋ ବାପାଙ୍କୁ ଏମ୍ସରେ ଗୀତା ପଢିବା ଓ ଶୁଣିବା ଉପରେ ରୋକ ଲଗାଯାଇଛି। ମୋ ବାପା ଗୀତା ପଢିବା ଓ ଶୁଣିବାକୁ ଭଲ ପାଆନ୍ତି। ହେଲେ ଯିଏ ଏଭଳି ରୋକ ଲଗାଇଛି ଏହି ମହାପାପ ପାଇଁ ତାଙ୍କୁ ଏ ଜନ୍ମରେ ହିଁ ଦଣ୍ଡ ମିଳିବ।'

https://twitter.com/TejYadav14/status/1546719690806169600?s=20&t=aCRtDPpWGkdV6uYmqAqL-Q

ସେପଟେ ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ତେଜପ୍ରତାପ ଏକ ଭାବୁକ ଟ୍ୱିଟ୍ ମଧ୍ୟ କରିଛନ୍ତି। ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଲେଖିଛନ୍ତି କି, ବାପା ଖୁବଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ, ଆପଣଙ୍କ ବିନା ସବୁ ଖାଲି ଖାଲି ଲାଗୁଛି। ଲାଲୁ ଘରକୁ ନଫେରିବା ପର୍ଯ୍ୟନ୍ତ ସେ ଠାକୁରଙ୍କ ଶରଣରେ ରହିବେ ବୋଲି ଲେଖିଛନ୍ତି।

ଅନ୍ୟପଟେ ଆଉ ଏକ ଟ୍ୱିଟ ଏବେ ବିହାର ରାଜନୀତିକୁ ପୁଣି ସରଗରମ କରିଛି। ତେଜପ୍ରତାପ ଲେଖିଛନ୍ତି କି କିଛି ଲୋକ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଭିତରେ ଭିତରେ ଖୁସିଥିଲେ ବି ବାହାରେ ଲୋକଦେଖାଣିଆ ବାପାଙ୍କ ସେବାରେ ଲାଗିଛନ୍ତି । ଯେବେ ଲାଲୁ ଯାଦବ ସୁସ୍ଥ ହୋଇ ଘରକୁ ଫେରିବେ ଏଭଳି କପଟି ଓ ପାଖଣ୍ଡି ଲୋକମାନଙ୍କୁ ବାହାରର ରାସ୍ତା ଦେଖାଇ ଦିଆଯିବ।

ଉଲ୍ଲେଖଯୋଗ୍ୟ, ଲାଲୁ ଯାଦବ ସିଡିରୁ ତଳେ ପଡିଯାଇଥିଲେ। ଏହାପରେ ତାଙ୍କ ଡହାଣ କାନ୍ଧ ଭାଙ୍ଗି ଯାଇଥିଲା ଓ ଅଣ୍ଟାରେ ମଧ୍ୟ ଗଭୀର ଆଘାତ ଲାଗିଥିଲା। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପାଟନାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅଳ୍ପ ସୁଧାର ଆସିଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story