ଏକ୍‌ଜିଟ୍‌ ପୋଲ ଏଗ୍‌ଜାଟ୍‌ ହେଲେ ଇତିହାସ ରଚିବେ ଯୋଗୀ

ନୂଆଦିଲ୍ଲୀ: ୫ ରାଜ୍ୟ ବିଧାନସଭା ନିର୍ବାଚନ ମଧ୍ୟରୁ ବିଜେପି ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ଥିଲା ଉତ୍ତରପ୍ରଦେଶ। କାରଣ ପ୍ରତ୍ୟେକ ଲୋକସଭା ନିର୍ବାଚନ ପୂର୍ବରୁ ୟୁପି ଯାହା ଦଖଲରେ ଥାଏ ପ୍ରାୟତଃ ସିଏ ସରକାର ଗଢ଼ିବା ଏକ ପ୍ରକାର ସ୍ଥିର ହୋଇଯାଇଥାଏ। ତେଣୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ବିଜେପି ପାଇଁ ଏକ ବଡ ଆହ୍ୱାନ ଥିଲା। କରୋନା ମାହାମାରୀ ଜନିତ ମୃତ୍ୟୁ, ବେରୋଜଗାରୀ, ତିନି କୃଷି ଆଇନ୍‌ ରଦ୍ଦ ଦାବିରେ […]

Yogi adityanath

Yogi adityanath

Madhupriya Mistry
  • Published: Tuesday, 08 March 2022
  • Updated: 08 March 2022, 12:04 PM IST

Sports

Latest News

ନୂଆଦିଲ୍ଲୀ: ୫ ରାଜ୍ୟ ବିଧାନସଭା ନିର୍ବାଚନ ମଧ୍ୟରୁ ବିଜେପି ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ଥିଲା ଉତ୍ତରପ୍ରଦେଶ। କାରଣ ପ୍ରତ୍ୟେକ ଲୋକସଭା ନିର୍ବାଚନ ପୂର୍ବରୁ ୟୁପି ଯାହା ଦଖଲରେ ଥାଏ ପ୍ରାୟତଃ ସିଏ ସରକାର ଗଢ଼ିବା ଏକ ପ୍ରକାର ସ୍ଥିର ହୋଇଯାଇଥାଏ। ତେଣୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ବିଜେପି ପାଇଁ ଏକ ବଡ ଆହ୍ୱାନ ଥିଲା।

କରୋନା ମାହାମାରୀ ଜନିତ ମୃତ୍ୟୁ, ବେରୋଜଗାରୀ, ତିନି କୃଷି ଆଇନ୍‌ ରଦ୍ଦ ଦାବିରେ ଦୀର୍ଘ ମାସ ଧରି ଚାଷୀ ଆନ୍ଦୋଳନରେ ବସିବା, ଅପରାଧିଙ୍କ ବିରୋଧରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଅସନ୍ତୋଷ ଆଦି ବିଭିନ୍ନ ପ୍ରସଙ୍ଗ ବିଧାନସଭା ନିର୍ବାଚନ ବେଳେ ବିଜେପି ପାଇଁ ବଡ ଚ୍ୟାଲେଞ୍ଜ ଥିଲା।

ମାର୍ଚ୍ଚ ୧୦ରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିବ। ଏହାପୂର୍ବରୁ ପ୍ରକାଶ ପାଇଛି ଏକ୍‌ଜିଟ୍‌ ପୋଲ୍। ବିଭିନ୍ନ ଗଣମାଧ୍ୟମ ଓ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ଯେଉଁ ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ ଆସିଛି ତାହା ଯଦି ଏଗ୍‌ଜାଟ୍‌ ହୁଏ ତେବେ ୟୁପିରେ ବିଜେପି ପାଇଁ ବଡ ଆଶ୍ୱାସନା ପାଲଟିବ। କିନ୍ତୁ ଏକ୍‌ଜିଟ୍‌ ପୋଲ ଆଉ ଏକ ଦିଗ ବି ଦର୍ଶାଇଛି  ଯେ, ୨୦୧୭ ତୁଳନାରେ ବିଜେପି ଚଳିତ ଥର କମ୍‌ ଆସନ ପାଇବ।

ଉତ୍ତରପ୍ରଦେଶରେ ପୁଣିଥରେ ବିଜେପି ସରକାରକୁ ଆସିବ ବୋଲି ଏକ୍‌ଜିଟ୍‌ ପୋଲ କହୁଛି। ଯୋଗୀ ଆଦିତ୍ୟନାଥ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଅନୁମାନ କରାଯାଇଛି। ଯଦି ଏଭଳି ହୁଏ ତେବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥ ଇତିହାସ ରଚିବ। ୧୯୫୦ରେ ଉତ୍ତରପ୍ରେଦଶରେ ପ୍ରଥମଥର ନିର୍ବାଚନ ହୋଇଥିଲା। ସେବେଠାରୁ ଏଯାବତ କେହି ଲଗାତର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇନାହାନ୍ତି। ଏଥିସହ କେହି ୫ ବର୍ଷ ନିଜର ସମ୍ପୂର୍ଣ୍ଣ କାର୍ଯ୍ୟକାଳ ବି ପୂରଣ କରିନଥିଲେ। ତେଣୁ ୟୁପିରେ ଯଦି ବିଜେପି ସରକାର ଗଠନ କରିବ ଆଉ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେବେ ତା'ହେଲେ ଉଭୟ ବିଜେପି ଓ ଯୋଗୀ ଇତିହାସ ରଚିବେ।

୧୯୫୦ରୁ ୧୯୬୭ ଯାଏଁ ରାଜ୍ୟରେ କଂଗ୍ରେସ ସରକାର ଥିଲା। କିନ୍ତୁ ଏହି କାର୍ଯ୍ୟକାଳ ଭିତରେ ବାରମ୍ବାର ମୁଖ୍ୟମନ୍ତ୍ରୀ ବଦଳିଥିଲେ, ମୋଟ ୧୭ ବର୍ଷ ଭିତରେ ୟୁପି ଦେଖିଥିଲା ୩ ମୁଖ୍ୟମନ୍ତ୍ରୀ। ସେହିପରି ୧୯୮୦ରୁ ୧୯୯୦ କଂଗ୍ରେସ ସରକାରରେ ଥିଲା। କିନ୍ତୁ ଏହି ୯ ବର୍ଷ ଭିତରେ କଂଗ୍ରେସ ପର୍ଯ୍ୟାକ୍ରମେ ୫ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଥିଲା।

ପ୍ରଥମଥର ପାଇଁ ଉତ୍ତରପ୍ରେଦଶରେ ବିଜେପି ୧୯୯୭ରେ ସରକାର ଗଢ଼ିଥିଲା। କିନ୍ତୁ ୫ ବର୍ଷ କାର୍ଯ୍ୟାକାଳ ଭିତରେ ବିଜେପି ୩ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଥିଲା। ସେହିପରି ୩ ଜୁନ୍‌ ୧୯୯୫ରେ ମାୟାବତୀ ପ୍ରଥମ ଥର ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ହୋଇଥିଲେ। ମାତ୍ର ୧୩୭ ଦିନ ପାଇଁ ସେ ଏହି ଆସନରେ ବସିପାରିଥିଲେ। କିନ୍ତୁ ଏହାପରେ ୟୁପିରେ ୧୯୯୭ ଯାଏଁ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ପୁଣିଥରେ ମାୟାବତୀ ଉତ୍ତରପ୍ରଦେଶରେ ସରକାର ଗଠନ କରିଥିଲେ। ତେବେ ସେହିଥର ବି ମାୟାବତୀ ନିଜ କାର୍ଯ୍ୟକାଳ ପୂରଣ କରିପାରିନଥିଲେ। ସେ ମାତ୍ର ୧୮୪ ଦିନ ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସି ପାରିଥିଲେ।

ସୂଚନା ଯୋଗ୍ୟ ଯେ, ଉତ୍ତରପ୍ରଦେଶ ରାଜନୀତିରେ ଆଉ ଏକ ଅନ୍ଧବିଶ୍ୱାସ ମଧ୍ୟ ରହିଛି। ୟୁନିର ନଏଡାକୁ ଯେଉଁ ମୁଖ୍ୟମନ୍ତ୍ରୀ ଶାସନ କାଳ ଭିତରେ ଯାଇଛନ୍ତି, ସିଏ ପୁନର୍ବାର ଭାବେ ମୁଖ୍ୟମନ୍ତ୍ରୀ ଆସନରେ ବସିନାହାନ୍ତି। କିନ୍ତୁ ଯୋଗୀ ମୁଖ୍ୟମନ୍ତ୍ରୀ ହେବା ପରେ ନାଏଡା ଗସ୍ତରେ ଯାଇ ଆସିସାରିଛନ୍ତି।

ଏହି ପ୍ରସଙ୍ଗକୁ ନେଇ ମିଡିଆ ଯେତେବେଳେ ଯୋଗୀଙ୍କୁ ପ୍ରଶ୍ନ କରିଥିଲା ସେ କହିଥିଲେ, ଯେ ନଏଡା ଯାଇଛି, ମୋର କାର୍ଯ୍ୟକାଳ ସମ୍ପୂର୍ଣ୍ଣ ପୂରଣ ମଧ୍ୟ କରିଛି। ନଏଡାବାସୀ ଯେତେବେଳେ ମୋତେ ଭୋଟ୍‌ ଦେଇଛନ୍ତି ସେତେବେଳେ ମୁଁ କାହିଁକି ବା ସେଠାକୁ ନ ଯିବି। ମୁଁ କୌଣସି ଅନ୍ଧବିଶ୍ୱାସକୁ ଭୟ କରେ ନାହିଁ।' ତେବେ ଏହି ସମାନ ପ୍ରଶ୍ନ ପଚରାଯାଇଥିଲା ସମାଜବାଦୀ ପାର୍ଟିର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବଙ୍କୁ। ସେ କିନ୍ତୁ ଏହି ପ୍ରଶ୍ନର ଉତ୍ତର ନଦେଇ ଏଡାଇ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story