କୋଭିଶିଲ୍ଡକୁ କାହିଁକି ଅସୁରକ୍ଷିତ ଘୋଷଣା କରାନଯିବ? କେନ୍ଦ୍ରକୁ ଜବାବ ମାଗିଲେ ମାଡ୍ରାସ ହାଇକୋର୍ଟ

ଚେନ୍ନାଇ: ଶୁକ୍ରବାର ମାଡ୍ରାସ ହାଇକୋର୍ଟ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ଡିସିଜିଆଇକୁ ସମନ କରି କୋଭିଶିଲ୍ଡ ଟିକା ପ୍ରସଙ୍ଗରେ ଜବାବ ମାଗିଛନ୍ତି। କାହିଁକି କୋଭିଶିଲ୍ଡକୁ ଅସୁରକ୍ଷିତ ବୋଲି ଘୋଷଣା କରାନଯିବ ସେ ନେଇ କେନ୍ଦ୍ର ସରକାରର ଜବାବ ମାଗିଛନ୍ତି ମାଡ୍ରାସ ହାଇକୋର୍ଟ। ମାର୍ଚ୍ଚ ୨୬ ସୁଦ୍ଧା କେନ୍ଦ୍ର ସରକାର ମାଡ୍ରାସ ହାଇକେୋର୍ଟରେ ଜବାବ ରଖିବେ। କେନ୍ଦ୍ର ସରକାର କରୋନାର ଜରୁରୀକାଳୀନ ଟିକା ଭାବରେ କୋଭିଶିଲ୍ଡ ଓ କୋଭାକ୍ସିନକୁ ଅନୁମତି ଦେଇଛନ୍ତି। ଏହି କୋଭିଶିଲ୍ଡ ଟିକା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ […]

covisield

covisield

Subhransu Sekhar
  • Published: Friday, 19 February 2021
  • Updated: 19 February 2021, 09:41 PM IST

Sports

Latest News

ଚେନ୍ନାଇ: ଶୁକ୍ରବାର ମାଡ୍ରାସ ହାଇକୋର୍ଟ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ଡିସିଜିଆଇକୁ ସମନ କରି କୋଭିଶିଲ୍ଡ ଟିକା ପ୍ରସଙ୍ଗରେ ଜବାବ ମାଗିଛନ୍ତି। କାହିଁକି କୋଭିଶିଲ୍ଡକୁ ଅସୁରକ୍ଷିତ ବୋଲି ଘୋଷଣା କରାନଯିବ ସେ ନେଇ କେନ୍ଦ୍ର ସରକାରର ଜବାବ ମାଗିଛନ୍ତି ମାଡ୍ରାସ ହାଇକୋର୍ଟ। ମାର୍ଚ୍ଚ ୨୬ ସୁଦ୍ଧା କେନ୍ଦ୍ର ସରକାର ମାଡ୍ରାସ ହାଇକେୋର୍ଟରେ ଜବାବ ରଖିବେ।

କେନ୍ଦ୍ର ସରକାର କରୋନାର ଜରୁରୀକାଳୀନ ଟିକା ଭାବରେ କୋଭିଶିଲ୍ଡ ଓ କୋଭାକ୍ସିନକୁ ଅନୁମତି ଦେଇଛନ୍ତି। ଏହି କୋଭିଶିଲ୍ଡ ଟିକା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନକା ସହିତ ମିଶି ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ତିଆରି କରିଛି।

­­­­

ତେବେ କୋଭିଶିଲ୍ଡର କ୍ଲିନିକାଲ ଟ୍ରାଏଲ ବେଳେ ଆସିଫ୍ ରିଆଜ ନାମକ ବ୍ୟକ୍ତି ସ୍ୱେଚ୍ଛାସେବୀ ଭାବରେ ଅକ୍ଟୋବର ୧ରେ ଟିକା ନେଇଥିଲେ। ହେଲେ ଟିକା ନେବା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଅସୁସ୍ଥ ହେବାର କାରଣ ଟିକା ବୋଲି ଡାକ୍ତର ମାନେ ତାଙ୍କୁ କହିଥିବା ସେ କହିଛନ୍ତି। ଏମିତିକି ଏହାର ରିପୋର୍ଟ ମଧ୍ୟ ହାଇକୋର୍ଟରେ ଦାଖଲ କରିଛନ୍ତି ଆସିଫ୍। ଟିକା ନେବା ପରେ ତାଙ୍କ ଶରୀରରେ ଅନେକ ସମସ୍ୟା ଦେଖାଯାଇଥିବା ସେ କୋର୍ଟକୁ କହିଛନ୍ତି। ଏମିତିକି ସେ ୧୦ ଦିନ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଆଇସିୟୁରେ ଭର୍ତ୍ତି ହୋଇଥିଲେ ବୋଲି କହିଛନ୍ତି। ତେବେ ସେ ସମୟରେ ତାଙ୍କ ଶରୀରରେ କଣ ହେଉଥିଲା ସେ ଜାଣିନଥିବା କହିଛନ୍ତି। ଏହାପରେ ଆସିଫ୍ ନ୍ୟାୟ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଏବେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ମଧ୍ୟ ଆସିଫ୍ ଉପରେ ୧୦୦ କୋଟି ଟଙ୍କାର ମାନହାନୀ ମୋକଦ୍ଦମା ରୁଜୁ କରିଛି। ଆସିଫ୍ ଆଣିଥିବା ଅଭିଯୋଗ ଭିତ୍ତିହୀନ ବୋଲି ସେରମ୍ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story