ମା' ନା ପିଶାଚୀ, ୬ ଛୁଆଙ୍କୁ କୂଅରେ ଫିଙ୍ଗି ଦେଲା

ମୁମ୍ବାଇ: ମାରିଗଲା ମା’ର ମମତା। ମା’ ସାଜିଲା ପିଶାଚୀ। ରାଗରେ ନିଜ ଜନ୍ମ କଲା ଛୁଆଙ୍କୁ ବି ଭୁଲିଗଲା। ଜଣକ ପରେ ଜଣେ କରି ୬ଜଣ ଛୁଆଙ୍କୁ କୂଅକୁ ଫିଙ୍ଗି ଦେଲା ରାକ୍ଷସୀ ମା’। ଶେଷରେ ନିଜେ ବି ଆତ୍ମହତ୍ୟା କରିବାକୁ ଚେଷ୍ଟା କଲା। ଏଭଳି ଏକ ଛାତିଥରା ଘଟଣା ଘଟିଛି ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ। ସ୍ୱାମୀ ସହ କଳି ହେଲା ବୋଲି କଂସେଇ ସାଜିଲା ମା’। ଏକ ପରିତ୍ୟକ୍ତ କୂଅରେ ନିଜର ୬ ପିଲାଙ୍କୁ ପକାଇ […]

well

well

Madhupriya Mistry
  • Published: Tuesday, 31 May 2022
  • Updated: 31 May 2022, 01:32 PM IST

Sports

Latest News

ମୁମ୍ବାଇ: ମାରିଗଲା ମା'ର ମମତା। ମା' ସାଜିଲା ପିଶାଚୀ। ରାଗରେ ନିଜ ଜନ୍ମ କଲା ଛୁଆଙ୍କୁ ବି ଭୁଲିଗଲା। ଜଣକ ପରେ ଜଣେ କରି ୬ଜଣ ଛୁଆଙ୍କୁ କୂଅକୁ ଫିଙ୍ଗି ଦେଲା ରାକ୍ଷସୀ ମା'। ଶେଷରେ ନିଜେ ବି ଆତ୍ମହତ୍ୟା କରିବାକୁ ଚେଷ୍ଟା କଲା। ଏଭଳି ଏକ ଛାତିଥରା ଘଟଣା ଘଟିଛି ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ।

महाराष्ट्र : मां ने छह बच्चों की कुएं में फेंककर की हत्या, ससुराल वालों के झगड़े से थी परेशान

ସ୍ୱାମୀ ସହ କଳି ହେଲା ବୋଲି କଂସେଇ ସାଜିଲା ମା’। ଏକ ପରିତ୍ୟକ୍ତ କୂଅରେ ନିଜର ୬ ପିଲାଙ୍କୁ ପକାଇ ହତ୍ୟା କରିଥିବା ଘଟଣା ସ୍ଥନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ରାୟଗଡ ଜିଲ୍ଲା ମହାଡ ଅଞ୍ଚଳର ଡଲକାଠିରେ ସହାନୀ ନାମକ ମହିଳା ଜଣକ କୌଣସି କଥାକୁ ନେଇ ନିଜ ସ୍ୱାମୀଙ୍କ ସହିତ ଝଗଡା କରିଥିଲେ। ଏହାପରେ ତାଙ୍କୁ ଶାଶୁଘରେ ଲୋକେ ମାରପିଟ୍‌ ମଧ୍ୟ କରିଥିଲେ। ଏଥିଯୋଗୁଁ ମହିଳା ଜଣକ ଅତ୍ୟନ୍ତ ରାଗିଯାଇଥିଲେ। ଏହାପରେ ସେ ନିଜର ୬ ପିଲାଙ୍କୁ କୂଅରେ ଫିଙ୍ଗି ଦେବା ପରେ ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ହେଲେ ସୌଭାଗ୍ୟବସତଃ ମହିଳା ଜଣକ ଗାଁ ଲୋକଙ୍କ ଯୋଗୁଁ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। କିନ୍ତୁ ତାଙ୍କ ୬ଜଣ ଯାକ ଛଆଙ୍କ ମୃତ୍ୟୁ ହୋଇଛି।

ଗାଁ ଲୋକଙ୍କଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। କୂଅ ଭିତରୁ ୬ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ମୃତକଙ୍କ ମଧ୍ୟରେ ୫ ଜଣ ନାବାଳିକା ଥିବା ବେଳେ ଜଣେ ନାବାଳକ ଥିବା ଜଣାପଡିଛି। ମୃତ ଛୁଆଙ୍କ ବୟସ ୧୮ ମାସରୁ ୧୦ ବର୍ଷ ଭିତରେ ରହିଛି।

ସୂଚନା ମୁତାବକ, ସ୍ଥାନୀୟ ବିଧାୟକ ଭରତ ଗୋଗାୱଲେ ଘଟଣାସ୍ଥଳକୁ ଯାଇ ଘଟଣାର ଛାନବିନ୍ କରି ପ୍ରକୃତ ସତ୍ୟ ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୩୦ ବର୍ଷୀୟ ମା' ବିରୋଧରେ ପୁଲିସ ହତ୍ୟା ମାମଲା ରୁଜୁ କରି ଗିରଫ କରିଛି। ଏହି ଘଟଣା ପରେ ପୂରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story