'ସିନ୍ଦେ ସରକାର ବିଷାକ୍ତ ଗଛର ଫଳ'

ମୁମ୍ବାଇ: ମହାରାଷ୍ଟ୍ରରେ ଥମୁନି ରାଜନୈତିକ ଛକାପଞ୍ଝା। ଯେବେଠୁ ମହାରାଷ୍ଟ୍ରରେ ବିଜେପି ଓ ଏକାନଥ ସିନ୍ଦେ ଗୋଷ୍ଠୀଙ୍କ ମିଳିତ ସରକାର ଗଠନ ହୋଇଛି ସେବେଠୁ ଉଦ୍ଧବ ଠାକରେ ଗୋଷ୍ଠୀ ଏହାକୁ ବରଦାସ୍ତ କରିବା ମୁଡ୍‌ରେ ନାହିଁ। କେତେବେଳେ ଦଳ ତ ଆଉ କେତେବେଳେ ଶିବସେନା ଚିହ୍ନକୁ ନେଇ ମୁହାଁମୁହିଁ ହେଉଛନ୍ତି। ଏହାରି ଭିତରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଆଜି ସୁପ୍ରିମକୋର୍ଟରେ ଶୁଣାଣି ପୂର୍ବରୁ ନିଜର ଜବାବ ଦାଖଲ କରିଛି। ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଜବାବରେ ଉଦ୍ଧବ ଗୋଷ୍ଠୀ କହିଛି, […]

Sindhe and Uddhav

Sindhe and Uddhav

Madhupriya Mistry
  • Published: Wednesday, 03 August 2022
  • Updated: 03 August 2022, 11:33 AM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ରରେ ଥମୁନି ରାଜନୈତିକ ଛକାପଞ୍ଝା। ଯେବେଠୁ ମହାରାଷ୍ଟ୍ରରେ ବିଜେପି ଓ ଏକାନଥ ସିନ୍ଦେ ଗୋଷ୍ଠୀଙ୍କ ମିଳିତ ସରକାର ଗଠନ ହୋଇଛି ସେବେଠୁ ଉଦ୍ଧବ ଠାକରେ ଗୋଷ୍ଠୀ ଏହାକୁ ବରଦାସ୍ତ କରିବା ମୁଡ୍‌ରେ ନାହିଁ। କେତେବେଳେ ଦଳ ତ ଆଉ କେତେବେଳେ ଶିବସେନା ଚିହ୍ନକୁ ନେଇ ମୁହାଁମୁହିଁ ହେଉଛନ୍ତି। ଏହାରି ଭିତରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଆଜି ସୁପ୍ରିମକୋର୍ଟରେ ଶୁଣାଣି ପୂର୍ବରୁ ନିଜର ଜବାବ ଦାଖଲ କରିଛି।

ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଜବାବରେ ଉଦ୍ଧବ ଗୋଷ୍ଠୀ କହିଛି, 'ମହାରାଷ୍ଟ୍ରର ଏକନାଥ ସିନ୍ଦେ ସରକାର ଏକ ବିଷାକ୍ତ ଗଛର ଫଳ। ଫ୍ଲୋର୍‌ ଟେଷ୍ଟ ଏବଂ ସିନ୍ଦେଙ୍କୁ ନୂତନ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ସମସ୍ତ ଘଟଣା ହେଉଛି 'ବିଷାକ୍ତ ଗଛର ଫଳ'। ଆଉ ଏହାର ମଞ୍ଜି ସୁପ୍ରିମକୋର୍ଟରେ ବିଦ୍ରୋହୀ ବିଧାୟକମାନେ ବୁଣିଥିଲେ।'

ଠାକ୍‌ରେ ଗୋଷ୍ଠୀ ଆହୁରି କହିଛି, 'ସିନ୍ଦେ ଦଳର ବିଧାୟକମାନେ ସାମ୍ବିଧାନିକ ପାପ କରିଛନ୍ତି। ଏକନାଥ ସିନ୍ଦେ ଏବଂ ବିଦ୍ରୋହୀ ବିଧାୟକମାନେ ଅପରିଷ୍କାର ହାତରେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ଉପ ବାଚସ୍ପତିଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ସମ୍ପର୍କରେ ସେ ମିଥ୍ୟା ବିବୃତ୍ତି ଦେଇଛନ୍ତି। ବିଦ୍ରୋହୀ ବିଧାୟକମାନେ ଦଳ ବିରୋଧୀ କାର୍ଯ୍ୟକଳାପକୁ ଲୁଚାଇବା ପାଇଁ 'ପ୍ରକୃତ ସେନା'ର ଦାବି କରି ନିର୍ବାଚନ ଆୟୋଗଙ୍କ ନିକଟକୁ ଯାଇଥିଲେ।  କାହିଁକି ବିଦ୍ରୋହୀ ବିଧାୟକମାନଙ୍କୁ ମହାରାଷ୍ଟ୍ର ଛାଡି ବିଜେପି ଶାସିତ ଗୁଜୁରାଟ ରାଜ୍ୟକୁ ଯିବାକୁ ପଡିଲା ତାହା ବୁଝାପଡୁ ନାହିଁ। ପରେ ଆସାମରେ ବିଜେପିର କୋଳରେ ବସିବାକୁ ପଡିଲା। ଯଦି ତାଙ୍କ ଦଳର କର୍ମୀଙ୍କ ସମର୍ଥନ ଥିଲା, ତେବେ ଏହା କାହିଁକି କରାଯାଇଥିଲା? କହିବା ବାହୁଲ୍ୟ ଯେ ଗୁଜୁରାଟ ଏବଂ ଆସାମରେ ଶିବସେନା କ୍ୟାଡର ନଥିଲେ। ସେଠାରେ କେବଳ ବିଜେପି କ୍ୟାଡର ଥିଲେ, ଯାହାକି ବିଧାୟକମାନଙ୍କୁ ସମ୍ପୂର୍ଣ୍ଣ ଉପକରଣ ଯୋଗାଉଥିଲେ।'

ଉଲ୍ଲେଖଯୋଗ୍ୟ, ଶିବସେନାର ଏକନାଥ ସିନ୍ଦେ ଏବଂ ଉଦ୍ଧବ ଠାକରେ ଦଳ ଅଲଗା ହେବା ଏବଂ ସିନ୍ଦେଙ୍କ ନେତୃତ୍ୱରେ ମହାରାଷ୍ଟ୍ରରେ ଏକ ନୂତନ ସରକାର ଗଠନ ପରେ ଶିବସେନା କାହାର ବୋଲି ବିବାଦ ଲାଗି ରହିଛି। ଏହି ବିବାଦ ଘନେଇଛି ଯେ ମାମଲା ସୁପ୍ରିମକୋର୍ଟରେ ଯାଇ ପହଁଞ୍ଚିଛି। ଏହି ରାଜନୈତିକ ବିବାଦ ସହ ଜଡିତ ସମସ୍ତ ମାମଲାର ଆଜି ସୁପ୍ରିମକୋର୍ଟ ଶୁଣାଣି କରିବେ। ଏହି ଶୁଣାଣୀ ପୂର୍ବରୁ ଅଗଷ୍ଟ ୨ ତଥା ସୋମବାର ଦିନ ଅନୁଷ୍ଠିତ ହେବାର ଥିଲା, ଯାହା ସ୍ଥଗିତ ରଖାଯାଇଥିଲା। ଅଗଷ୍ଟ ୩ ବୁଧବାର ଦିନ ଶିଣାଣୀ କରିବାକୁ ସ୍ଥିର କରାଯାଇଥିଲା। ପ୍ରଧାନ ବିଚାରପତି ଏନ.ଭି ରାମନ୍ନା, ଜଷ୍ଟିସ କୃଷ୍ଣ ମୁରାରୀ ଏବଂ ହିମା କୋହଲିଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story