ଭାରତ ଯୋଡୋ ଯାତ୍ରାରେ ରାହୁଲଙ୍କ ସୁରକ୍ଷାରେ ବଡ଼ ତ୍ରୁଟି

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା। ପଞ୍ଜାବ ହୋସିଆର୍‌ପୁରରେ ଭାରତ ଯୋଡୋ ଯାତ୍ରା ବେଳେ ରାହୁଲ ଗାନ୍ଧିଙ୍କ ସୁରକ୍ଷାରେ ବଡ ତ୍ରୁଟି ଦେଖିବାକୁ ମିଳିଛି। ୩୫ ମିନିଟ୍ ମଧ୍ୟରେ ଏଭଳି ତ୍ରୁଟି ଦ୍ୱିତୀୟ ଥର ପାଇଁ ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ସୁରକ୍ଷାବଳୟକୁ ଭେଦ କରି ତାଙ୍କୁ ଆଲିଙ୍ଗନ କରିଛି। ଏହା ପରେ ଉକ୍ତ ବ୍ୟକ୍ତିଙ୍କୁ କର୍ମୀମାନେ ଟାଣି ଆଣିଛନ୍ତି। ଏହି ପୂରା ଘଟଣାର ଭିଡିଓ ଏବେ ସାମ୍ନାକୁ […]

major-lapse-in-security-of-rahul-gandhi

major-lapse-in-security-of-rahul-gandhi

Madhupriya Mistry
  • Published: Tuesday, 17 January 2023
  • Updated: 17 January 2023, 12:58 PM IST

Sports

Latest News

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା। ପଞ୍ଜାବ ହୋସିଆର୍‌ପୁରରେ ଭାରତ ଯୋଡୋ ଯାତ୍ରା ବେଳେ ରାହୁଲ ଗାନ୍ଧିଙ୍କ ସୁରକ୍ଷାରେ ବଡ ତ୍ରୁଟି ଦେଖିବାକୁ ମିଳିଛି। ୩୫ ମିନିଟ୍ ମଧ୍ୟରେ ଏଭଳି ତ୍ରୁଟି ଦ୍ୱିତୀୟ ଥର ପାଇଁ ସାମ୍ନାକୁ ଆସିଛି।

ଜଣେ ବ୍ୟକ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ସୁରକ୍ଷାବଳୟକୁ ଭେଦ କରି ତାଙ୍କୁ ଆଲିଙ୍ଗନ କରିଛି। ଏହା ପରେ ଉକ୍ତ ବ୍ୟକ୍ତିଙ୍କୁ କର୍ମୀମାନେ ଟାଣି ଆଣିଛନ୍ତି। ଏହି ପୂରା ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଘଟଣା ଘଟିବା ପରେ ରାହୁଲ ଗାନ୍ଧିଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

https://twitter.com/ANI/status/1615220203658567681?s=20&t=NFj0JMGiya6tbf_4aD9KMg

ଏହାପୂର୍ବରୁ ହୋସିଆର୍‌ପୁରର ଏକ ଗାଁ ବସ୍‌ସିରେ ଯେତେବେଳେ ଯାତ୍ରା କିଛି ସମୟ ପାଇଁ ଅଟକି ଥିଲା ସେତେବେଳେ ଜଣେ ବ୍ୟକ୍ତି ରାହୁଲ ଗାନ୍ଧିଙ୍କ ଅତି ନିକଟକୁ ଚାଲି ଆସିଥିଲେ। ଏହାପରେ ସୁରକ୍ଷାକର୍ମୀମାନେ ଉକ୍ତ ବ୍ୟକ୍ତିଙ୍କୁ ସେଠାରୁ ହଟାଇ ଥିଲେ। ୩୫ ମିନିଟ୍ ଭିତରେ ଏଭଳି ଦୁଇ ଦୁଇ ଥର ତ୍ରୁଟି ସାମ୍ନାକୁ ଆସିବା ପରେ ରାହୁଲ ଗାନ୍ଧିଙ୍କ ସୁରକ୍ଷାକୁ ନେଇ ଏବେ ପ୍ରଶ୍ନ ଉଠିଛି।

ସେପଟେ ଏହି ମାମଲାରେ ପୟ୍‌ଜାବ କଂଗ୍ରେସ ପ୍ରମୁଖ ଅମରିନ୍ଦର ସିଂହ ରାଜା ବାରିଂଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି, କୌଣସି ପ୍ରକାର ସୁରକ୍ଷାରେ ତ୍ରୁଟି ହୋଇନାହିଁ। ରାହୁଲ ଗାନ୍ଧିଙ୍କ ଜଣେ ପ୍ରଶଂସକ ତାଙ୍କୁ ଭେଟିବାକୁ ଆସିଥିଲା। ଉକ୍ତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟ ମନ୍ଦ ନଥିଲା।

ଉଲ୍ଲେଖଯୋଗ୍ୟ, ପ୍ରବଳ ଥଣ୍ଡା ଭିତରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ମଙ୍ଗଳବାର ସକାଳୁ ପଞ୍ଜାବର ଟାଣ୍ଡାରୁ ପୁଣି ଆରମ୍ଭ ହୋଇଛି। ଆଜି ସନ୍ଧ୍ୟାରେ ପଞ୍ଜାବ-ହିମାଚଳ ସୀମାରେ ଏହି ଯାତ୍ରା ପହଞ୍ଚିବ। ତେବେ କଶ୍ମୀରରେ ଯାତ୍ରା ପହଞ୍ଚିବା ପୂର୍ବରୁ ସୁରକ୍ଷା ଏଜେନ୍ସିମାନେ ଏକ ସତର୍କ ସୂଚନା ଜାରି କରିଛନ୍ତି। ସେମାନେ ରାହୁଲ ଗାନ୍ଧିଙ୍କୁ କିଛି ସ୍ଥାନକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି। ଏହି ଯାତ୍ରାକୁ ସୁରକ୍ଷିତ ରଖିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ଏହା ସହିତ ପାଦରେ ଯାତ୍ରା କରିବା ଠାରୁ ଦୂରେଇ ରହିବା ଏବଂ ଏକ କାରରେ ଯାତ୍ରା କରିବା ଉଚିତ୍ ବୋଲି ପରାମର୍ଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story