୨୬ରେ କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ନେବେ ଖାଡଗେ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ନିର୍ବାଚନରେ ଏକତରଫା ବିଜୟ ହାସଲ କରିଥିବା ମଲ୍ଲିକାର୍ଜୁନ ଖାଡଗେ ଆସନ୍ତା ୨୬ ତାରିଖରେ ଦାୟିତ୍ୱ ଗ୍ରହଣ କରିବେ। ଆଜି ସେ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ଶଶି ଥରୁରଙ୍କୁ ଏକତରଫା ଭାବେ ସଭାପତି ନିର୍ବାଚନରେ ପରାସ୍ତ କରିଛନ୍ତି। ପରାଜୟ ପରେ ଥରୁର ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ବିଜୟୀ ଖାଡଗେଙ୍କୁ ଭେଟିଛନ୍ତି। ଏଥିସହ ଦଳକୁ ମଜବୁତ କରିବା ଓ ଫାଶୀବାଦ ବିରୋଧରେ ଲଢ଼େଇ କରିବା ପାଇଁ ପୂରା କଂଗ୍ରେସ ଏକାଠି ରହିଥିବା କହିଛନ୍ତି। […]

congress

congress

Hemant Lenka
  • Published: Wednesday, 19 October 2022
  • Updated: 19 October 2022, 07:55 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ନିର୍ବାଚନରେ ଏକତରଫା ବିଜୟ ହାସଲ କରିଥିବା ମଲ୍ଲିକାର୍ଜୁନ ଖାଡଗେ ଆସନ୍ତା ୨୬ ତାରିଖରେ ଦାୟିତ୍ୱ ଗ୍ରହଣ କରିବେ। ଆଜି ସେ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ଶଶି ଥରୁରଙ୍କୁ ଏକତରଫା ଭାବେ ସଭାପତି ନିର୍ବାଚନରେ ପରାସ୍ତ କରିଛନ୍ତି। ପରାଜୟ ପରେ ଥରୁର ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ବିଜୟୀ ଖାଡଗେଙ୍କୁ ଭେଟିଛନ୍ତି। ଏଥିସହ ଦଳକୁ ମଜବୁତ କରିବା ଓ ଫାଶୀବାଦ ବିରୋଧରେ ଲଢ଼େଇ କରିବା ପାଇଁ ପୂରା କଂଗ୍ରେସ ଏକାଠି ରହିଥିବା କହିଛନ୍ତି।

କଂଗ୍ରେସର ୯,୩୮୫ ଜଣ ପଦାଧିକାରୀ ୧୭ ତାରିଖରେ ଅନୁଷ୍ଠିତ ହୋଇଥିବା ସଭାପତି ନିର୍ବାଚନରେ ଭୋଟ ଦେଇଥିଲେ। ଏହା ମଧ୍ୟରୁ ୭୮୯୭ ଖଣ୍ଡ ଭୋଟ ଖାଡଗେଙ୍କ ସପକ୍ଷରେ ପଡ଼ିଥିବା ବେଳେ ଶଶି ଥରୁର ୧୦୭୨ ଖଣ୍ଡ ଭୋଟ ପାଇଥିଲେ। ୪୧୬ ଖଣ୍ଡ ଭୋଟ ନାକଚ ହୋଇଛି। ନିର୍ବାଚନରେ ପରାଜୟକୁ ସ୍ୱୀକାର କରି ଶଶି ଥରୁର କହିଛନ୍ତି ଯେ କଂଗ୍ରେସର ପୁନଃରଉଦ୍ଧାର ଆଜି ଠାରୁ ହିଁ ଆରମ୍ଭ ହୋଇଛି। ଖାଡଗେ କଂଗ୍ରେସ ସଭାପତି ନିର୍ବାଚନ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି।

ଦୀର୍ଘ ୨୪ ବର୍ଷ ପରେ କଂଗ୍ରେସକୁ ଅଣ ଗାନ୍ଧି ବସ୍‌ ମିଳିଛନ୍ତି। ଅର୍ଥାତ ଗାନ୍ଧି ପରିବାର ବାହାରୁ କେହି ସଭାପତି ହୋଇଛନ୍ତି। ୮୦ ବର୍ଷୀୟ ଖାଡଗେ ଶେଷ ମୁହୂର୍ତ୍ତରେ କଂଗ୍ରେସ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଥିଲେ। ତାଙ୍କୁ ଗାନ୍ଧି ପରିବାରର ପୂର୍ଣ୍ଣ ସମର୍ଥନ ମିଳିଥିଲା। ସେ ପ୍ରାୟ ୮୪% ଭୋଟ ପାଇଛନ୍ତି।

୨୦୧୯ରେ ରାହୁଲ ଗାନ୍ଧି କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବା ପରେ ସୋନିଆ ଗାନ୍ଧି ଏହି ଦାୟିତ୍ୱରେ ଥିଲେ। ଏବେ ସଭାପତି ନିର୍ବାଚନରେ ଖାଡଗେ ଜିତିଥିବାରୁ ସେ ସୋନିଆଙ୍କ ଠାରୁ ୨୬ ତାରିଖରେ ଦଳର ଦାୟିତ୍ୱ ଗ୍ରହଣ କରିବେ। ପରମ୍ପରା ଅନୁଯାୟୀ, ନୂଆ ସଭାପତି ୧୦ ଜନପତରେ ରହୁଥିବା ସୋନିଆ ଗାନ୍ଧିଙ୍କୁ ଭେଟିବାକୁ ଚାହିଁଥିଲେ।

ହେଲେ ସୋନିଆ ଏହି ପରମ୍ପରାକୁ ଭାଙ୍ଗି ନିଜେ ଖାଡଗେଙ୍କ ପାଖକୁ ଶୁଭେଚ୍ଛା ଜଣାଇବାକୁ ଆସିଥିଲେ। ସେ ହାତରେ ଫୁଲ ଧରି ଖାଡଗେଙ୍କ ୧୦ ରାଜାଜୀ ଘରେ ପହଞ୍ଚି ତାଙ୍କୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଆଜି ଖାଡଗେଙ୍କୁ ଦଳର ନିର୍ବାଚନ ଅଧିକାରୀ ମଧୁସୂଦନ ମିସ୍ତ୍ରୀ ବିଜୟୀ ଘୋଷଣା କରିବା ପରେ କଂଗ୍ରେସ ମୁଖ୍ୟମାଳୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା।

ବାରମ୍ବାର ନିର୍ବାଚନରେ ହାରି ଉତ୍ସବ ଭୁଲି ଯାଉଥିବା କଂଗ୍ରେସ ସମର୍ଥକମାନେ ଆଜି ସେଲିବ୍ରେସନ ପାଇଁ ସୁଯୋଗ ପାଇଥିଲେ। ଗାନ୍ଧି ପରିବାରର ଘନିଷ୍ଠ ଭାବେ ଜଣାଶୁଣା ଖାଡଗେ ଦଳକରେ ସଂସ୍କାର ଆଣିବେ ବୋଲି କହିଛନ୍ତି। ହେଲେ ଏହା କେତେ ଦୂର ସମ୍ଭବ ହେଉଛି, ତାହା ହିଁ ବଡ଼ ପ୍ରଶ୍ନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story