“୨୦୨୪ରେ ମମତା ପ୍ରଧାନମନ୍ତ୍ରୀ , ଅଭିଷେକ ବେଙ୍ଗଲ ମୁଖ୍ୟମନ୍ତ୍ରୀ”

କୋଲାକାତା: ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଏବେଠାରୁ ଆକଳନ ଓ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏସବୁ ଭିତରେ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିର ସାଂସଦ ଅପରୂପା ପୋଦ୍ଦାର ସମସ୍ତଙ୍କୁ ଚକିତ କରିବା ଭଳି ବୟାନ ଦେଇଛନ୍ତି। ଦିନକ ପୂର୍ବରୁ ଟିଏମସିର ମୁଖପାତ୍ର କୁନାଲ ଘୋଷ ଟ୍ୱିଟରରେ କହିଥିଲେ ଯେ ଅଭିଷେକ ବାନାର୍ଜୀ ୨୦୩୬ରେ ବେଙ୍ଗଲର ମୁଖ୍ୟମନ୍ତ୍ରୀ ହେବେ। କିନ୍ତୁ ସାଂସଦ ପୋଦ୍ଦାର ଏପରି ଟ୍ୱିଟକୁ କାଉଣ୍ଟର କରିବାକୁ ଚେଷ୍ଟା କରିଛନ୍ତି। ସାଂସଦ ଅପରୂପା ପୋଦ୍ଦାର ଟ୍ୱିଟ କରି କହିଛନ୍ତି, […]

Mamata

Mamata

Hemant Lenka
  • Published: Tuesday, 03 May 2022
  • Updated: 03 May 2022, 04:55 PM IST

Sports

Latest News

କୋଲାକାତା: ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଏବେଠାରୁ ଆକଳନ ଓ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏସବୁ ଭିତରେ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିର ସାଂସଦ ଅପରୂପା ପୋଦ୍ଦାର ସମସ୍ତଙ୍କୁ ଚକିତ କରିବା ଭଳି ବୟାନ ଦେଇଛନ୍ତି। ଦିନକ ପୂର୍ବରୁ ଟିଏମସିର ମୁଖପାତ୍ର କୁନାଲ ଘୋଷ ଟ୍ୱିଟରରେ କହିଥିଲେ ଯେ ଅଭିଷେକ ବାନାର୍ଜୀ ୨୦୩୬ରେ ବେଙ୍ଗଲର ମୁଖ୍ୟମନ୍ତ୍ରୀ ହେବେ। କିନ୍ତୁ ସାଂସଦ ପୋଦ୍ଦାର ଏପରି ଟ୍ୱିଟକୁ କାଉଣ୍ଟର କରିବାକୁ ଚେଷ୍ଟା କରିଛନ୍ତି।

ସାଂସଦ ଅପରୂପା ପୋଦ୍ଦାର ଟ୍ୱିଟ କରି କହିଛନ୍ତି, “୨୦୨୪ରେ ମମତା ବାନାର୍ଜୀଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଆରଏସଏସ୍ ଦ୍ୱାରା ଚୟନ ହୋଇଥିବା ଜଣେ ରାଷ୍ଟ୍ରପତି ଶପଥ ପାଠ କରାଇବେ। ଅଭିଷେକ ବାନାର୍ଜୀ ବେଙ୍ଗଲର ମୁଖ୍ୟମନ୍ତ୍ରୀ ହେବେ।” ତେବେ ଏପରି ଟ୍ୱିଟକୁ ଶ୍ରୀମତୀ ପୋଦ୍ଦାର ମାତ୍ର ଘଣ୍ଟାଏ ମଧ୍ୟରେ ଡିଲିଟ କରିଦେଇଛନ୍ତି। କିନ୍ତୁ ଅନେକ ଲୋକ ଏହାର ସ୍କ୍ରିନ ଶଟ୍ ରଖି ନେଇଛନ୍ତି।

ବେଙ୍ଗଲରେ କ୍ଷମତା ଦଖଲ କରିବାର ବର୍ଷପୂର୍ତ୍ତି ଅବସରରେ କୁନାଲ ଘୋଷ ମେ’ ୨ରେ ଟ୍ୱିଟ କରିଥିଲେ। ଏଥିରେ ସେ କହିଥିଲେ, “ତୃଣମୂଳ କଂଗ୍ରେସର ଜଣେ ସୈନିକ ହିସାବରେ ମୁଁ କହି ପାରିବି ଯେ ମମତା ବାନାର୍ଜୀ ୨୦୩୬ ଯାଏ ବେଙ୍ଗଲର ମୁଖ୍ୟମନ୍ତ୍ରୀ ପଦରେ ରହିବେ। ୨୦୩୬ରେ ସେ ଜଣେ ଅଭିଭାବକ ହିସାବରେ ଉପସ୍ଥିତ ରହିବେ ଓ ଏହି ସମୟରେ ଅଭିଷେକ ବାନାର୍ଜୀ ବେଙ୍ଗଲର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ମମତା ବାନାର୍ଜୀ ସମଗ୍ର ଦେଶରେ ରେକର୍ଡ କରିବେ। ସବୁଠାରୁ ଅଧିକ ସମୟ ମୁଖ୍ୟମନ୍ତ୍ରୀ ରହିଥିବା ଜ୍ୟୋତି ବସୁଙ୍କ ରେକର୍ଡ ମଧ୍ୟ ସେ ଭାଙ୍ଗିବେ।”

ଜ୍ୟୋତି ବସୁ ବେଙ୍ଗଲରେ ସର୍ବାଧିକ ବର୍ଷ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଦୀର୍ଘ ୨୩ ବର୍ଷ ଅର୍ଥାତ ୧୯୭୭ ମସିହା ଜୁନ୍‌ ୨୧ରୁ ସେ ୨୦୦୦ ମସିହା ନଭେମ୍ବର ୫ ଯାଏ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ତେବେ ସିକ୍କିମର ମୁଖ୍ୟମନ୍ତ୍ରୀ ଭାବେ ପବନ କୁମାର ଚାମଲିଂ ୨୪ ବର୍ଷ କାମ କରିଥିଲେ। ଆଜି ଯାଏ ତାଙ୍କ ରେକର୍ଡ କେହି ବି ଭାଙ୍ଗି ପାରି ନାହାନ୍ତି। ୧୯୯୪ ମସିହା ଡିସେମ୍ବର ୧୨ରୁ ୨୦୧୯ ମସିହା ମେ‘ ୨୬ ତାରିଖ ଯାଏ ପବନ କୁମାର ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story