ଆଲ୍ଲାଙ୍କ ପାଖକୁ ପଠାଇବା ପାଇଁ ବାପା-ମା'ଙ୍କୁ ହତ୍ୟା କଲା ପୁଅ

ଜୟପୁର: ବାପା-ମା’ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଦେଲା ଜନ୍ମ କଲା ପୁଅ। ଠେଙ୍ଗାରେ ପିଟି ପିଟି କଲା ହତ୍ୟା। ବାପା-ମା’ଙ୍କୁ ସ୍ୱର୍ଗକୁ ପଠାଇବା ପାଇଁ ଏଭଳି ହତ୍ୟାକାଣ୍ଡ ଘଟାଇଲା ପୁଅ। ରାଜସ୍ଥାନ ଜୟପୁରର ଖଣ୍ଡାରରେ ଏହି ହତ୍ୟାକାଣ୍ଡ ଘଟିଛି। ଅଭିଯୁକ୍ତ ପୁଅକୁ ପୁଲିସ ଗିରଫ କରିଛି। ପୁଲିସ ସୂଚନା ମୁତାବକ, ଶୁକ୍ରବାର ଅଭିଯୁକ୍ତ କୁତୁବୁଦ୍ଦିନ ନାମଜ ପାଠ କରି ଆସିବା ପରେ ନିଜ ବାପାକୁ ସ୍ୱର୍ଗକୁ ପଠାଇବା ଉଦ୍ଦେଶ୍ୟରେ ଲାଠିରେ ଆକ୍ରମଣ କରିଥିଲା। ଏହାପରେ ତାଙ୍କ […]

Murder

Murder

Madhupriya Mistry
  • Published: Monday, 01 November 2021
  • Updated: 01 November 2021, 02:42 PM IST

Sports

Latest News

ଜୟପୁର: ବାପା-ମା'ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଦେଲା ଜନ୍ମ କଲା ପୁଅ। ଠେଙ୍ଗାରେ ପିଟି ପିଟି କଲା ହତ୍ୟା। ବାପା-ମା'ଙ୍କୁ ସ୍ୱର୍ଗକୁ ପଠାଇବା ପାଇଁ ଏଭଳି ହତ୍ୟାକାଣ୍ଡ ଘଟାଇଲା ପୁଅ। ରାଜସ୍ଥାନ ଜୟପୁରର ଖଣ୍ଡାରରେ ଏହି ହତ୍ୟାକାଣ୍ଡ ଘଟିଛି। ଅଭିଯୁକ୍ତ ପୁଅକୁ ପୁଲିସ ଗିରଫ କରିଛି।

ପୁଲିସ ସୂଚନା ମୁତାବକ, ଶୁକ୍ରବାର ଅଭିଯୁକ୍ତ କୁତୁବୁଦ୍ଦିନ ନାମଜ ପାଠ କରି ଆସିବା ପରେ ନିଜ ବାପାକୁ ସ୍ୱର୍ଗକୁ ପଠାଇବା ଉଦ୍ଦେଶ୍ୟରେ ଲାଠିରେ ଆକ୍ରମଣ କରିଥିଲା। ଏହାପରେ ତାଙ୍କ ବାପା ଗୁରୁତର ହୋଇପଡିଥିଲେ। ହସ୍ପିଟାଲ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

କେବଳ ସେତିକି ନୁହେଁ ୬ ମାସ ତଳେ ପବିତ୍ର ରମଜାନ ମାସରେ କୁତବୁଦ୍ଦିନ ନିଜ ମା' ହମିଦା ବାନୋଙ୍କୁ ମଧ୍ୟ ସମାନ ରୂପେ ହତ୍ୟା କିରଥିଲା। କିନ୍ତୁ ପରିବାର ଲୋକେ ଉକ୍ତ ଘଟଣାକୁ ଘର ଭିତରେ ହିଁ ଚାପି ଦେଇଥିଲେ ବୋଲି ପୁଲିସ ପଚରାଉଚରା ପରେ ଜଣାପଡିଛି।

ଆଲ୍ଲାଙ୍କ ନିର୍ଦ୍ଦେଶ ଆସିବା ପରେ ସେ ତାଙ୍କ ବାପା-ମା'ଙ୍କୁ ସ୍ୱର୍ଗକୁ ପଠାଇବା ପାଇଁ ନିଷ୍ପତ୍ତି ନେଇଥିଲା। ସ୍ୱର୍ଗକୁ ପଠାଇବା ନିଶା କୁତବୁଦ୍ଦିନଙ୍କୁ ଏତେ ପାଗଳ କରିଦେଇଥିଲା ଯେ ସେ ଅନ୍ଧ ହୋଇଯାଇଥିଲା। ଏହାପରେ ସେ ଏହି କାଣ୍ଡ ଘଟାଇଥିବା ପୁଲିସ ଆଗରେ ଅଭିଯୁକ୍ତ ସ୍ୱୀକାର କରିଛି। କେବଳ ଅଭିଯୁକ୍ତ କୁତବୁଦ୍ଦିନର ପରବର୍ତ୍ତୀ ଟାର୍ଗେଟ ତା'ର ପତ୍ନୀ, ଶାଳି ଏବଂ ଶଳା ଥିଲେ ବୋଲି ପୁଲସ ସୂଚନା ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story