ଅଭିଷେକ ବାନାର୍ଜୀଙ୍କ ଗାଲରେ ଜାବୁଡା ମାରିଥିବା ବ୍ୟକ୍ତିର ରହସ୍ୟଜନକ ମୃତ୍ୟୁ

କୋଲକାତା: ୨୦୧୫ରେ ଏକ କାର୍ଯ୍ୟକ୍ରମ ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସିର ଏବେର ମହାସଚିବ ଅଭିଷେକ ବାନାର୍ଜୀଙ୍କ ଗାଲରେ ଗୋଟିଏ ବଡ଼ ଜାବୁଡା ମାରିଥିଲେ ବିଜେପି ସମର୍ଥକ ଦେବାଶିଷ ଆଚାର୍ଯ୍ୟ। ଆଜି ଏହି ବ୍ୟକ୍ତିଙ୍କର ରହସ୍ୟଜନକ ଭାବରେ ମୃତ୍ୟୁ ଘଟିଛି। କିଛି ଅଜ୍ଞାତ ଲୋକ ଆସି ଦେବାଶିଷଙ୍କୁ ହସ୍ପିଟାଲରେ ପହଞ୍ଚାଇଥିଲେ। ପରେ ସେମାନେ ଛାଡ଼ି ପଳାଇଥିଲେ। ଏହାପରେ ହସ୍ପିଟାଲ ପକ୍ଷରୁ କୁହାଯାଇଛି ଦେବାଶିଷଙ୍କର ମୃତ୍ୟୁ ଘଟିଛି। ପରିବାର ଲୋକ ଏହାକୁ ହତ୍ୟା ବୋଲି […]

abhisekh-banarjee

abhisekh-banarjee

Subhransu Sekhar
  • Published: Friday, 18 June 2021
  • Updated: 18 June 2021, 07:23 PM IST

Sports

Latest News

କୋଲକାତା: ୨୦୧୫ରେ ଏକ କାର୍ଯ୍ୟକ୍ରମ ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସିର ଏବେର ମହାସଚିବ ଅଭିଷେକ ବାନାର୍ଜୀଙ୍କ ଗାଲରେ ଗୋଟିଏ ବଡ଼ ଜାବୁଡା ମାରିଥିଲେ ବିଜେପି ସମର୍ଥକ ଦେବାଶିଷ ଆଚାର୍ଯ୍ୟ। ଆଜି ଏହି ବ୍ୟକ୍ତିଙ୍କର ରହସ୍ୟଜନକ ଭାବରେ ମୃତ୍ୟୁ ଘଟିଛି। କିଛି ଅଜ୍ଞାତ ଲୋକ ଆସି ଦେବାଶିଷଙ୍କୁ ହସ୍ପିଟାଲରେ ପହଞ୍ଚାଇଥିଲେ। ପରେ ସେମାନେ ଛାଡ଼ି ପଳାଇଥିଲେ। ଏହାପରେ ହସ୍ପିଟାଲ ପକ୍ଷରୁ କୁହାଯାଇଛି ଦେବାଶିଷଙ୍କର ମୃତ୍ୟୁ ଘଟିଛି। ପରିବାର ଲୋକ ଏହାକୁ ହତ୍ୟା ବୋଲି କହିଛନ୍ତି।

ଗୁରୁବାର ଦେବାଶିଷଙ୍କୁ ଗୁରୁତର ଭାବରେ ମେଦିନାପୁରର ତମଲୁକ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ ତରଫରୁ କୁହାଯାଇଛି ଯେ କିଛି ଅଜ୍ଞାତ ଲୋକ ସକାଳ ୪ଟା ୧୦ ମିନିଟରେ ଦେବାଶିଷଙ୍କୁ ନେଇ ଆସିଥିଲେ। ଆଉ ହସ୍ପିଟାଲରେ ଦେବାଶିଷଙ୍କୁ ଛାଡ଼ି ଦେଇ ଛୁ ମାରିଥିଲେ। ପରେ ପରେ ଦ୍ୱିପହର ସମୟରେ ଦେବାଶିଷଙ୍କର ମୃତ୍ୟୁ ଘଟିଛି। ପରିବାର ଲୋକ ହସ୍ପିଟାଲରେ ପହଞ୍ଚିବା ପରେ ସମସ୍ତ ଖବର ଶୁଣିଥିଲେ। ପରେ ଅଭିଷେକ ବାନାର୍ଜୀଙ୍କୁ ଦେବାଶିଷ ଚାପୁଡା ମାରିଥିବା କଥା ମନେ ପକାଇ ଏହାକୁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ।

ବିଜେପି ନେତା ମଧ୍ୟ ଦେବାଶିଷଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଦେବାଶିଷ ୨୦୨୦ରେ ବିଜେପିରେ ସାମିଲ୍ ହୋଇଥିଲେ। ପୁଲିସ ପ୍ରାରମ୍ଭିକ ତଦନ୍ତ କରି କହିଛି ଯେ ଜୁନ୍ ୧୬ରେ ଦେବାଶିଷ ତାଙ୍କ ସାଙ୍ଗମାନଙ୍କ ସହ ମିଶି ବାହାରକୁ ଯାଇଥିଲେ। ଗୋଟିଏ ଚା ଦୋକାନରେ ମଧ୍ୟ ଦେବାଶିଷ ଅଟକି ଥିଲେ। ଆଉ ଏହି ଦୋକାନରୁ ଦେବାଶିଷ ହଠାତ୍ ଗାଏବ ହୋଇଯାଇଥିଲେ।

ସୂଚନାଯୋଗ୍ୟ, ଦେବଶିଷ ଆଚାର୍ଯ୍ୟ ପ୍ରଥମେ ୨୦୧୫ରେ ଅଭିଷେକ ବାନାର୍ଜୀଙ୍କୁ ଏକ ସଭାରେ ଜାବୁଡା ମାରି ଚର୍ଚ୍ଚାକୁ ଆସିଥିଲେ। ପରେ ଟିଏମସି ସମର୍ଥକ ମାନେ ତାଙ୍କୁ ମାଡ଼ ମାରିଥିଲେ। ପୁଲିସ ଦେବାଶିଷଙ୍କୁ ଗିରଫ କରିଥିଲା। ହେଲେ ଅଭିଷେକ ବାନାର୍ଜୀଙ୍କ ହସ୍ତକ୍ଷେପ ପରେ ଦେବାଶିଷଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story