ଏନକାଉଣ୍ଟର ବେଳେ ୨ ଯବାନ ନିଖୋଜ, ଆରମ୍ଭ ହେଲା ସର୍ଚ୍ଚ ଅପରେସନ

ଶ୍ରୀନଗର: ଆତଙ୍କବାଦୀଙ୍କ ସହ ଲଢ଼େଇ କରିବା ବେଳେ ଭାରତୀୟ ସେନାର ୨ ଜଣ ଯବାନ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ଠାବ କରିବା ପାଇଁ ସେନା ପକ୍ଷରୁ ବଡ଼ଧରଣର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ଜମ୍ମୁ-କଶ୍ମୀରର ପୁଞ୍ଚରେ ଏପରି ଘଟଣା ଘଟିଛି। ସୋମବାର ଠାରୁ ଏଠାରେ ଆତଙ୍କବାଦୀ ବିରୋଧୀ ଅଭିଯାନ ଚାଲିଥିବା ବେଳେ ଗୁରୁବାର ଏଠାରେ ଥିବା ଜଙ୍ଗଲିଆ ଅଞ୍ଚଳରେ ଏନକାଉଣ୍ଟର ହୋଇଥିଲା। ଏହି ସମୟରେ ଜଣେ ଜେସିଓ ଓ ଜଣେ ଯବାନ ନିଖୋଜ ହୋଇଯାଇଛନ୍ତି। ସୁରକ୍ଷାକର୍ମୀମାନେ ସେମାନଙ୍କୁ […]

army

army

Hemant Lenka
  • Published: Saturday, 16 October 2021
  • Updated: 16 October 2021, 01:39 PM IST

Sports

Latest News

ଶ୍ରୀନଗର: ଆତଙ୍କବାଦୀଙ୍କ ସହ ଲଢ଼େଇ କରିବା ବେଳେ ଭାରତୀୟ ସେନାର ୨ ଜଣ ଯବାନ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ଠାବ କରିବା ପାଇଁ ସେନା ପକ୍ଷରୁ ବଡ଼ଧରଣର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ଜମ୍ମୁ-କଶ୍ମୀରର ପୁଞ୍ଚରେ ଏପରି ଘଟଣା ଘଟିଛି। ସୋମବାର ଠାରୁ ଏଠାରେ ଆତଙ୍କବାଦୀ ବିରୋଧୀ ଅଭିଯାନ ଚାଲିଥିବା ବେଳେ ଗୁରୁବାର ଏଠାରେ ଥିବା ଜଙ୍ଗଲିଆ ଅଞ୍ଚଳରେ ଏନକାଉଣ୍ଟର ହୋଇଥିଲା।

ଏହି ସମୟରେ ଜଣେ ଜେସିଓ ଓ ଜଣେ ଯବାନ ନିଖୋଜ ହୋଇଯାଇଛନ୍ତି। ସୁରକ୍ଷାକର୍ମୀମାନେ ସେମାନଙ୍କୁ ଠାବ କରିବାକୁ ପ୍ରୟାସ କରୁଛନ୍ତି। ହେଲେ ଆତଙ୍କୀମାନେ ଜଙ୍ଗଲ ମଧ୍ୟରେ ଲୁଚି ରହିଥିବାରୁ ସର୍ଚ୍ଚ ଅପରେସନକୁ ସତର୍କତାର ସହ କରାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଥିଲେ। ଏହି ସମୟରେ ହିଁ ଦୁଇ ଜଣ ଯବାନ ନିଖୋଜ ହୋଇ ଯାଇଛନ୍ତି। ପୁଞ୍ଚ-ରଜୌରୀ ଜଙ୍ଗଲରେ ସୃଷ୍ଟି ହୋଇଥିବା ଏନକାଉଣ୍ଟରରେ ରାଇଫଲ ମ୍ୟାନ ଯୋଗେମ୍ବର ସିଂହ ଓ ରାଇଫଲମ୍ୟାନ ବିକ୍ରମ ସିଂହ ନେଗୀ ସହିଦ ହୋଇଛନ୍ତି। ସେମାନଙ୍କ ମୃତଦେହ ଉଦ୍ଧାର ହୋଇଛି କି ନାହିଁ, ସେକଥା ଜଣାପଡ଼ିନି।

୫ ଦିନ ତଳେ ଏହି ସ୍ଥାନରେ ଆତଙ୍କୀଙ୍କ ଗୁଳିରେ ଜଣେ ଜେସିଓଙ୍କ ସମେତ ୫ ଜଣଙ୍କ ଯବାନ ସହିଦ ହୋଇଥିଲେ। ଏହାର ଜବାବ ଦେବାକୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ କାଉଣ୍ଟର ଷ୍ଟ୍ରାଇକ କରାଯାଇଥିଲା। ଏହି ସମୟରେ ଦୁଇ ଜଣ ଯବାନ ସହିଦ ହୋଇଥିବା ବେଳେ ଜଣେ ଜେସିଓ ଏବଂ ଆଉ ଜଣେ ଯବାନ ନିଖୋଜ ହୋଇ ଯାଇଛନ୍ତି।

ନିଖୋଜ ଜେସିଓ ଆହତ ହୋଇଥିବା କଥା ସେନା ପକ୍ଷରୁ କୁହାଯାଇଛି। ହେଲେ ତାଙ୍କୁ ଉଦ୍ଧାର କରାଯାଇ ପାରିନି। ତାଙ୍କ ସହ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଯାଇଥିବା ଜଣାପଡ଼ିଛି। ଆତଙ୍କବାଦୀମାନେ ଲୁଚି ରହିଥିବା ମାନ୍ଧେରର ନାର ଖାସ ଜଙ୍ଗଲରେ ଆଜି ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଗୁଳି ମାଡ଼ର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଛି।

ଆତଙ୍କୀମାନେ ଘଞ୍ଚ ଜଙ୍ଗଲ ମଧ୍ୟରେ ଲୁଚି ରହିଥିବାରୁ ସେମାନଙ୍କୁ ଖତମ କରିବାକୁ ସେନାର ଯବାନମାନେ ପ୍ରୟାସ ଜାରି ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story