ଏଥର ମୈଦାନକୁ ଓହ୍ଲାଇବେନି ମାୟାବତୀ

ଲକ୍ଷ୍ନୋ: ଏଥର ୟୁପି ବିଧାନସଭା ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବେନି ମାୟାବତୀ। ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜପାର୍ଟି ମୁଖ୍ୟ ମାୟାବତୀ ଆସନ୍ତା ଫେବୃଆରୀରେ ହେବାକୁ ଥିବା ନିର୍ବାଚନରେ ପ୍ରତିଦ୍ୱନ୍ଦତା କରିବେନି। ଏନେଇ ବିଏସପି ଏମପି ସତିଶ ଚନ୍ଦ୍ର ସୂଚନା ଦେଇଛନ୍ତି।  ପୂର୍ବରୁ ମଧ୍ୟ ରାଜ୍ୟ ନିର୍ବାଚନରେ ମାୟାବତୀ ଲଢ଼ି ନଥିବା ସେ କହିଛନ୍ତି । ତେବେ ସେ ସାମାଜବାଦି ପାର୍ଟି(ଏସପି)କୁ ନିଶାନା କରିଛନ୍ତି। କହିଛନ୍ତି ଯଦି ସମାଜବାଦି ପାର୍ଟି ୪୦୦ ସିଟ୍‌ରେ ପ୍ରାର୍ଥୀ ଦେଇ ନପାରିବ […]

Mayabati

Mayabati

Tapas Behera
  • Published: Tuesday, 11 January 2022
  • Updated: 11 January 2022, 02:35 PM IST

Sports

Latest News

ଲକ୍ଷ୍ନୋ: ଏଥର ୟୁପି ବିଧାନସଭା ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବେନି ମାୟାବତୀ। ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜପାର୍ଟି ମୁଖ୍ୟ ମାୟାବତୀ ଆସନ୍ତା ଫେବୃଆରୀରେ ହେବାକୁ ଥିବା ନିର୍ବାଚନରେ ପ୍ରତିଦ୍ୱନ୍ଦତା କରିବେନି। ଏନେଇ ବିଏସପି ଏମପି ସତିଶ ଚନ୍ଦ୍ର ସୂଚନା ଦେଇଛନ୍ତି।  ପୂର୍ବରୁ ମଧ୍ୟ ରାଜ୍ୟ ନିର୍ବାଚନରେ ମାୟାବତୀ ଲଢ଼ି ନଥିବା ସେ କହିଛନ୍ତି ।

ତେବେ ସେ ସାମାଜବାଦି ପାର୍ଟି(ଏସପି)କୁ ନିଶାନା କରିଛନ୍ତି। କହିଛନ୍ତି ଯଦି ସମାଜବାଦି ପାର୍ଟି ୪୦୦ ସିଟ୍‌ରେ ପ୍ରାର୍ଥୀ ଦେଇ ନପାରିବ ତେବେ ୪୦୦ ସିଟ୍‌ ଜିତିବ କେମିତି। ବିଜେପି କିମ୍ବା ଏସପି କ୍ଷମତାକୁ ଆସିପାରିବେ ନାହିଁ ବୋଲି ସତିଶ କହିଛନ୍ତି। ଉତ୍ତରପ୍ରଦେଶରେ ବିଏସିପି ହିଁ ସରକାର ଗଠନ କରିବ ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି।  ଉତ୍ତରପ୍ରଦେଶରେ ଫେବୃଆରୀ ୧୦ରୁ ୪୦୩ଟି ଆସନରେ ନିର୍ବାଚନ ହେବ। ଏଠାରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ନେଇ ନିର୍ବାଚନ କମିଶନ ଘୋଷଣା କରିସାରିଛନ୍ତି। ୨୦୧୭ ନିର୍ବାଚନରେ ବିଜେପି ୪୦୩ ଆସନରୁ ୩୧୨ଟି ହାସଲ କରି ସରକାର ଗଠନ କରିଥିଲା।

ସମାଜବାଦି ପାର୍ଟି କଂଗ୍ରେସ ସହ ୧୦୫ଟି ଆସନରେ ବୁଝାମଣା କରିଥିଲା। ଏସପି ୪୭ଟି ଆସନ ପାଇଥିବା ବେଳେ କଂଗ୍ରେସ ୭ଟି ସିଟ୍‌ ପାଇଥିଲା।  ତେବେ ୧୯ଟି ଆସନ ଜିତିଥିଲା ବିଏସପି। ଏଥର ନିର୍ବାଚନରେ ବିଜେପି, କଂଗ୍ରେସ ଓ ଏସିପିର  ଦମଦାର ଉପସ୍ଥିତି ଦେଖିବାକୁ ମିଳୁଥିବା ବେଳେ ମୈଦାନରେ ମାୟାବତୀ ହଜି ଯାଇଥିବା ଚର୍ଚ୍ଚା ହେଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story