ଯୁକ୍ରେନରୁ ଫେରିଥିବା ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଭଲ ଖବର

ନୂଆଦିଲ୍ଲୀ: ଯୁକ୍ରେନରେ ଯୁଦ୍ଧ ଯୋଗୁଁ ଭାରତ ଫେରିଆସିଥିବା ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଆଶ୍ୱସ୍ତି ଖବର। ମେଡିକାଲ କୋର୍ସ ପୁରା କରିବା ଲାଗି ନିୟମରେ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ୟୁକ୍ରେନ ସରକାର। ଆଜି ଏନେଇ ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର।  ସେ କହିଛନ୍ତି, ୟୁକ୍ରେନ୍ ସରକାର ତୃତୀୟ ବର୍ଷର ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଉର୍ଦ୍ଦିଷ୍ଟ ପରୀକ୍ଷା KROK-ଓ୍ୱାନ୍‌କୁ ସ୍ଥଗିତ ରଖିଛନ୍ତି  । ଚତୁର୍ଥ ବର୍ଷକୁ ଉନ୍ନୀତ ହେବା ଲାଗି ଏହି […]

students

students

Tapas Behera
  • Published: Wednesday, 06 April 2022
  • Updated: 06 April 2022, 08:52 PM IST

Sports

Latest News

ନୂଆଦିଲ୍ଲୀ: ଯୁକ୍ରେନରେ ଯୁଦ୍ଧ ଯୋଗୁଁ ଭାରତ ଫେରିଆସିଥିବା ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଆଶ୍ୱସ୍ତି ଖବର। ମେଡିକାଲ କୋର୍ସ ପୁରା କରିବା ଲାଗି ନିୟମରେ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ୟୁକ୍ରେନ ସରକାର। ଆଜି ଏନେଇ ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର।  ସେ କହିଛନ୍ତି, ୟୁକ୍ରେନ୍ ସରକାର ତୃତୀୟ ବର୍ଷର ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଉର୍ଦ୍ଦିଷ୍ଟ ପରୀକ୍ଷା KROK-ଓ୍ୱାନ୍‌କୁ ସ୍ଥଗିତ ରଖିଛନ୍ତି  । ଚତୁର୍ଥ ବର୍ଷକୁ ଉନ୍ନୀତ ହେବା ଲାଗି ଏହି ପରୀକ୍ଷା ଦେବାକୁ ପଡିଥାଏ ।

ପାଠପଢାର ଆବଶ୍ୟକତାକୁ ପୂରଣ କରିବା ଆଧାରରେ ସେମାନଙ୍କୁ ଆସନ୍ତା ଶିକ୍ଷାବର୍ଷକୁ ଉନ୍ନୀତ କରାଯାଇଛି । ସେହିପରି ଷଷ୍ଠ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଥିବା KROK-ଟୁ  ପରୀକ୍ଷା ହୋଇଥାଏ । ତେବେ ଏକାଡେମିକ୍ ଆସେସମେଣ୍ଟ ଅନୁସାରେ ଏହି ବର୍ଷର ଛାତ୍ରଛାତ୍ରୀଙ୍କୁ  ବିନା  KROK ପରୀକ୍ଷାରେ ମେଡିକାଲ ଡିଗ୍ରୀ ମିଳିବ।

ଆଜି  ଲୋକସଭାରେ ୟୁକ୍ରେନ୍ ରୁଷ ସଂଘର୍ଷ ପ୍ରସଙ୍ଗରେ ବିବୃତି ରଖିଥିଲେ ଜୟଶଙ୍କର । ଭାରତ କଦାପି ସଂଘର୍ଷ ଚାହେଁ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ ।  ଭାରତ କୌଣସି ପକ୍ଷରେ ନାହିଁ।  କେବଳ ଶାନ୍ତି ସହ ଅଛି ବୋଲି ଜୟଶଙ୍କର କହିବା ସହ ଯୁଦ୍ଧ ତୁରନ୍ତ ସମାପ୍ତ କରିବା ଲାଗି ଆହ୍ୱାନ ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story