ପେରିୟାରଙ୍କ ପ୍ରତିମୂର୍ତ୍ତିରେ ଚପଲ ମାଳ ପକାଇଲେ ଦୁର୍ବୃତ୍ତ

କୋଏମ୍ବାଟୁର: ରବିବାର ପୂର୍ବାହ୍ନରେ ତାମିଲନାଡୁର କୋଏମ୍ବାଟୁରରେ ସାମାଜିକ ସଂସ୍କାରକ ପେରିୟାର ଇଭି ରାମାସ୍ୱାମୀଙ୍କ ପ୍ରତିମୂର୍ତ୍ତିକୁ ଅପମାନିତ କରାଯାଇଛି । ଭେଲାଲୋରର ପେରିୟାର ଅଧ୍ୟୟନ କେନ୍ଦ୍ର ସମ୍ମୁଖରେ ଥିବା ଏହି ପ୍ରତିମୂର୍ତ୍ତିରେ ଏକ ଚପଲ ମାଳ ପିନ୍ଧାଯାଇଥିବା ଦେଖିବାକୁ ମିଳିଛି। ସେହିପରି ତାଙ୍କ ମୁଣ୍ଡରେ ଗେରୁଆ ରଙ୍ଗ ବୋଳାଯାଇଛି। ସ୍ଥାନୀୟ ଲୋକମାନେ ଏ ସମ୍ପର୍କରେ  ଦ୍ରାବିଡ଼ କାଜାଗାମ (ଡି.କେ) ସଦସ୍ୟଙ୍କୁ ଅବଗତ କରାଯାଇଥିଲେ। ଖବର ପାଇ ସେମାନେ  ଘଟଣାସ୍ଥଳରେ ପହଂଚିଥିଲେ। ଘଟଣା ସମ୍ପର୍କରେ ପୋଡାନୁର ପୁଲିସ ଷ୍ଟେସନକୁ ଅବଗତ କରାଯାଇଥିଲା […]

iop1

iop1

Tapas Behera
  • Published: Sunday, 09 January 2022
  • Updated: 09 January 2022, 07:37 PM IST

Sports

Latest News

କୋଏମ୍ବାଟୁର: ରବିବାର ପୂର୍ବାହ୍ନରେ ତାମିଲନାଡୁର କୋଏମ୍ବାଟୁରରେ ସାମାଜିକ ସଂସ୍କାରକ ପେରିୟାର ଇଭି ରାମାସ୍ୱାମୀଙ୍କ ପ୍ରତିମୂର୍ତ୍ତିକୁ ଅପମାନିତ କରାଯାଇଛି । ଭେଲାଲୋରର ପେରିୟାର ଅଧ୍ୟୟନ କେନ୍ଦ୍ର ସମ୍ମୁଖରେ ଥିବା ଏହି ପ୍ରତିମୂର୍ତ୍ତିରେ ଏକ ଚପଲ ମାଳ ପିନ୍ଧାଯାଇଥିବା ଦେଖିବାକୁ ମିଳିଛି। ସେହିପରି ତାଙ୍କ ମୁଣ୍ଡରେ ଗେରୁଆ ରଙ୍ଗ ବୋଳାଯାଇଛି।

ସ୍ଥାନୀୟ ଲୋକମାନେ ଏ ସମ୍ପର୍କରେ  ଦ୍ରାବିଡ଼ କାଜାଗାମ (ଡି.କେ) ସଦସ୍ୟଙ୍କୁ ଅବଗତ କରାଯାଇଥିଲେ। ଖବର ପାଇ ସେମାନେ  ଘଟଣାସ୍ଥଳରେ ପହଂଚିଥିଲେ। ଘଟଣା ସମ୍ପର୍କରେ ପୋଡାନୁର ପୁଲିସ ଷ୍ଟେସନକୁ ଅବଗତ କରାଯାଇଥିଲା । ପୁଲିସ  ଏବଂ ଡି.କେ କର୍ମୀମାନେ ଏହି ପ୍ରତିମୂର୍ତ୍ତିକୁ ଯାଞ୍ଚ କରି ଚପଲ ବାହାର କରିଛନ୍ତି ।

ପରେ ଡି.କେ କର୍ମୀମାନେ ମୂର୍ତ୍ତି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ପେରିୟାରଙ୍କୁ ଅପମାନିତ କରିଥିବା ଅଭିଯୁକ୍ତଙ୍କୁ ଧରାଯିବ ବୋଲି ପୁଲିସ ପ୍ରତିଶ୍ରୁତି ଦେବା ପରେ ବିକ୍ଷୋଭକାରୀମାନେ ଓହରି ଯାଇଥିଲେ ।  ଅପରାଧୀଙ୍କୁ ଚିହ୍ନଟ କରିବା ପାଇଁ  ପୁଲିସ ଉକ୍ତ ଅଞ୍ଚଳର କିଛି ସିସିଟିଭି କ୍ୟାମେରାରୁ ଭିଜୁଆଲ୍ ଯାଞ୍ଚ କରିଛି। ଏହି ମାମଲାର ପୁଲିସ ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story