ଅଜାନ୍‌ VS ହନୁମାନ ଚାଳିଶା: ବିରୋଧ ଭିତରେ ଫ୍ରି' ଲାଉଡସ୍ପିକର୍‌ ଅଫର୍‌ କଲେ ବିଜେପି ନେତା

ମୁମ୍ବାଇ: ମସ୍‌ଜିଦ୍‌ଗୁଡିକରୁ ଲାଉଡସ୍ପିକର ହଟାଇବାକୁ ନେଇ ଗତ କିଛିଦିନ ତଳେ ଏମ୍‌ଏନ୍‌ସ୍‌ ମୁଖ୍ୟ ରାଜ ଠାକରେ ଚେତାବନୀ ଦେଇଥିଲେ। ଯଦି ନ ହଟାଯାଏ ତେବେ ମସଜିଦ ଆଗରେ ଜୋରରେ ହନୁମାନ ଚାଳିଶା ବାଜିବ ବୋଲି ସେ କହିଥିଲେ। ଏହାକୁ ନେଇ ବିରୋଧ ଜାରି ରହିଥିବା ବେଳେ ଏହାରି ଭିତରେ ଜଣେ ବିଜେପି ନେତା ଫ୍ରି’ରେ ଲାଉଡସ୍ପିକର ଅଫର କରିଛନ୍ତି। ମହାରାଷ୍ଟ୍ରର ବିଜେପି ନେତା ମୋହିତ କମ୍ବୋଜ ମାଗଣା ଲାଉଡ ସ୍ପିକର ଯୋଗାଇବାକୁ ଘୋଷଣା କରିଛନ୍ତି। ଧନୀ ରାଜନେତାମାନଙ୍କ […]

LoudSpeaker

LoudSpeaker

Madhupriya Mistry
  • Published: Tuesday, 05 April 2022
  • Updated: 05 April 2022, 02:51 PM IST

Sports

Latest News

ମୁମ୍ବାଇ: ମସ୍‌ଜିଦ୍‌ଗୁଡିକରୁ ଲାଉଡସ୍ପିକର ହଟାଇବାକୁ ନେଇ ଗତ କିଛିଦିନ ତଳେ ଏମ୍‌ଏନ୍‌ସ୍‌ ମୁଖ୍ୟ ରାଜ ଠାକରେ ଚେତାବନୀ ଦେଇଥିଲେ। ଯଦି ନ ହଟାଯାଏ ତେବେ ମସଜିଦ ଆଗରେ ଜୋରରେ ହନୁମାନ ଚାଳିଶା ବାଜିବ ବୋଲି ସେ କହିଥିଲେ। ଏହାକୁ ନେଇ ବିରୋଧ ଜାରି ରହିଥିବା ବେଳେ ଏହାରି ଭିତରେ ଜଣେ ବିଜେପି ନେତା ଫ୍ରି'ରେ ଲାଉଡସ୍ପିକର ଅଫର କରିଛନ୍ତି।

ମହାରାଷ୍ଟ୍ରର ବିଜେପି ନେତା ମୋହିତ କମ୍ବୋଜ ମାଗଣା ଲାଉଡ ସ୍ପିକର ଯୋଗାଇବାକୁ ଘୋଷଣା କରିଛନ୍ତି। ଧନୀ ରାଜନେତାମାନଙ୍କ ମଧ୍ୟରେ ସାମିଲ ମୋହିତ କାମ୍ବୋଜ ଟ୍ୱିଟ୍ କରି କହିଛନ୍ତି ଯେ "ଯିଏ ମନ୍ଦିରରେ ଲାଉଡସ୍ପିକର ଲଗାଇବାକୁ ଚାହୁଁଛନ୍ତି ସେ ଆମକୁ ମାଗଣାରେ ମାଗି ପାରିବେ। ସମସ୍ତ ହିନ୍ଦୁଙ୍କର ଗୋଟିଏ ସ୍ୱର ରହିବା ଉଚିତ। ଜୟ ଶ୍ରୀ ରାମ! ହର ହର ମହାଦେବ।"

https://twitter.com/mohitbharatiya_/status/1510851529951137794?s=20&t=19QMew_aDLDSPKIMLMNhdg

ବିଜେପି ଏବଂ ରାଜ ଠାକରେଙ୍କ ନେତୃତ୍ୱାଧୀନ ମହାରାଷ୍ଟ୍ର ନବ ନିର୍ମାଣ ସେନା ମସଜିଦରେ ଲାଉଡସ୍ପିକର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରୁଥିବା ବେଳେ ମୋହିତ କମ୍ବୋଜ ଏଭଳି ପ୍ରସ୍ତାବ ଦେଇଛନ୍ତି। ଏହି ଦାବିକୁ ନେଇ ମହାରାଷ୍ଟ୍ରର ଅନେକ ଅଞ୍ଚଳରେ ଏମ୍‌ଏନ୍‌ସ କର୍ମୀମାନେ ଲାଉଡସ୍ପିକରରେ ହନୁମାନ ଚାଳିଶା ମଧ୍ୟ ବଜାଉଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ନିକଟରେ ଏମ୍‌ଏନ୍‌ଏସ୍‌ ପ୍ରମୁଖ ରାଜ ଠାକରେ ମସଜିଦରେ ଲାଉଡସ୍ପିକର ବନ୍ଦ କରିବା ପାଇଁ ଦାବି କରିଥିଲେ। ଏକ ରାଲିକୁ ସମ୍ବୋଧିତ କରି ସେ ଚେତାବନୀ ଦେଇଥିଲେ ଯେ, 'ଯଦି ମସଜିଦ ବାହାରୁ ଲଉଡସ୍ପିକରଗୁଡିକୁ ନ ହଟାଯାଏ ତେବେ ସେମାନେ ସେଠାରେ ହନୁମାନ ଚାଳିଶା ବଜାଇବେ।' ବିଜେପି ରାଜ ଠାକରେଙ୍କ ଏହି ଦାବିକୁ ଏବେ ସ୍ୱାଗତ କରିଛି। ରାଜ ଠାକରେଙ୍କ ପୂର୍ବରୁ ମୁମ୍ବାଇର ଜଣେ ବିଜେପି ନେତା ମଧ୍ୟ ମସଜିଦରୁ ଲାଉଡସ୍ପିକର ହଠାଇବା ପାଇଁ ଦାବି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story