ଶୁକ୍ରବାର ସଂଧ୍ୟା ୬ରୁ ସୋମବାର ସକାଳ ୬ ଏହି ସହର ଲକଡାଉନ୍

ଭୋପାଳ: ମଧ୍ୟପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବାକୁ ଯାଇ ଶିବରାଜ ସିଂ ସରକାର ରାଜ୍ୟର ସହର ଗୁଡ଼ିକରେ ୬୦ ଘଣ୍ଟିଆ ଲକଡାଉନ୍ ଘୋଷଣା କରିଛନ୍ତି। ଗୁରୁବାର ଏହାକୁ ନେଇ ଶିବରାଜ ସିଂ ବୈଠକ କରିବା ପରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଅନୁଯାୟୀ ମଧ୍ୟପ୍ରଦେଶର ସମସ୍ତ ସହରାଞ୍ଚଳରେ ଶୁକ୍ରବାର ରାତି ୬ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଲକଡାଉନ ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, […]

mp-lockdown

mp-lockdown

Subhransu Sekhar
  • Published: Thursday, 08 April 2021
  • Updated: 08 April 2021, 01:51 PM IST

Sports

Latest News

ଭୋପାଳ: ମଧ୍ୟପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବାକୁ ଯାଇ ଶିବରାଜ ସିଂ ସରକାର ରାଜ୍ୟର ସହର ଗୁଡ଼ିକରେ ୬୦ ଘଣ୍ଟିଆ ଲକଡାଉନ୍ ଘୋଷଣା କରିଛନ୍ତି। ଗୁରୁବାର ଏହାକୁ ନେଇ ଶିବରାଜ ସିଂ ବୈଠକ କରିବା ପରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଅନୁଯାୟୀ ମଧ୍ୟପ୍ରଦେଶର ସମସ୍ତ ସହରାଞ୍ଚଳରେ ଶୁକ୍ରବାର ରାତି ୬ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଲକଡାଉନ ହୋଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେଉଁ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେଉଛି ସେହି ସ୍ଥାନକୁ ଚିହ୍ନଟ କରି କଣ୍ଟେନମେଣ୍ଟ ଘୋଷଣା କରାଯିବ। ଆଉ ସେହି କଣ୍ଟେନମେଣ୍ଟ ଏରିଆରେ ଲକଡାଉନ୍ ଲାଗୁ ହେବ। ଆସନ୍ତା ତିନି ମାସ ପାଇଁ ସମସ୍ତ ସରକାରୀ କାର୍ଯ୍ୟାଳୟରେ ସପ୍ତାହରେ ମାତ୍ର ୫ ଦିନ କାମ ହେବ। ଅଫିସ୍ ସମୟ ସକାଳ ୧୦ ଟାରୁ ୬ ଟା ପର୍ଯ୍ୟନ୍ତ ରହିବ। ରାଜ୍ୟରେ ହସ୍ପିଟାଲରେ କୋଭିଡ୍ ବେଡ୍ ସଂଖ୍ୟା ୧ ଲକ୍ଷକୁ ବୃଦ୍ଧି କରାଯିବ।

ଏଥିସହିତ ଅକ୍ସିଜେନ ଅଭାବରୁ ଗତ ୪୮ ଘଣ୍ଟା ମଧ୍ୟରେ ୪ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ପରେ ରାଜ୍ୟରେ ଅକ୍ସିଜେନ ଅଭାବକୁ ପୂରଣ କରିବା ପାଇଁ ରାଜ୍ୟ ସରକାର ଭିଲାଇ ଷ୍ଟିଲ ପ୍ଲାଣ୍ଟ ସହିତ ଚୁକ୍ତି କରିଛନ୍ତି। ଏବେ ପ୍ରତିଦିନ ଭିଲାଇ ଷ୍ଟିଟ୍ ପ୍ଲାଣ୍ଟରୁ ୬୦ ଟନ୍ ଅକ୍ସିଜେନ ଯୋଗାଇ ଦିଆଯିବ ବୋଲି ଶିବରାଜ କହିଛନ୍ତି।

ବୁଧବାର ମୁଖ୍ୟମନ୍ତ୍ରୀ ଶିବରାଜ ସାଧାରଣ ଲୋକ ଏବଂ ବ୍ୟବସାୟୀମାନଙ୍କୁ ପରାମର୍ଶ ଦେଇଥିଲେ ଯେ ଯଦି ସେମାନେ କରୋନାକୁ ଏଡ଼ାଇବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ମାସ୍କ ପିନ୍ଧିବାକୁ ହେବ। କରୋନାକୁ ହରାଇବାକୁ ହେଲେ ଦୁଇଟି ମୁଖ୍ୟ କାମ କରିବାକୁ ହେବ। 'ଯଦି ମାସ୍କ ନାହିଁ ତାହେଲେ କଥାବାର୍ତ୍ତା ନାହିଁ', 'ଯଦି ମାସ୍କ ନାହିଁ ତେବେ ଜିନିଷ ନାହିଁ'। ଯଦି ଆପଣ ସାମଗ୍ରୀ ଆଣିବାକୁ ବଜାରକୁ ଯାଉଛନ୍ତି ଏବଂ ଦୋକାନୀ ମାସ୍କ ଲଗାଇ ନାହାଁନ୍ତି, ତେବେ ଆପଣ ସେହି ଦୋକାନୀଙ୍କଠାରୁ ସାମଗ୍ରୀ କିଣିବା ଉଚିତ୍ ନୁହେଁ ବୋଲି ଶିବରାଜ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story