‘ଭାରତ ଯୋଡୋ ଯାତ୍ରା’ରେ ପାକ ସମର୍ଥିତ ନାରାକୁ ନେଇ ମାମଲା ରୁଜୁ

ଇନ୍ଦୋର: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରା ମଧ୍ୟପ୍ରଦେଶରେ ପହଞ୍ଚିଥିବା ବେଳେ ଏଥିରେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦିଆଯାଇଥିବା ବିଜେପି ଅଭିଯୋଗ ଆଣିଛି। ଏହାକୁ ନେଇ ବିଜେପି ରାହୁଲଙ୍କ ଉପରେ ବର୍ଷିଥିବା ବେଳେ ମଧ୍ୟପ୍ରଦେଶ ପୁଲିସ  ସ୍ଲୋଗାନକୁ ନେଇ ମାମଲା ରୁଜୁ କରିଛି। ଏ ସମ୍ପର୍କିତ ଭିଡିଓ ଭାଇରାଲ ହେବା ପରେ କଂଗ୍ରେସ କହିଛି ଯେ ବିଜେପି ରାହୁଲ ଗାନ୍ଧିଙ୍କୁ ବଦନାମ କରିବା ପାଇଁ ଏଭଳି ଭିଡ଼ିଓ କରିଛି। ଅନ୍ୟପକ୍ଷରେ ବିଜେପି ଦାବି କରିଛି […]

RAHUL GANDHI

RAHUL GANDHI

Tapas Behera
  • Published: Sunday, 27 November 2022
  • Updated: 27 November 2022, 04:36 PM IST

Sports

Latest News

ଇନ୍ଦୋର: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରା ମଧ୍ୟପ୍ରଦେଶରେ ପହଞ୍ଚିଥିବା ବେଳେ ଏଥିରେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦିଆଯାଇଥିବା ବିଜେପି ଅଭିଯୋଗ ଆଣିଛି। ଏହାକୁ ନେଇ ବିଜେପି ରାହୁଲଙ୍କ ଉପରେ ବର୍ଷିଥିବା ବେଳେ ମଧ୍ୟପ୍ରଦେଶ ପୁଲିସ  ସ୍ଲୋଗାନକୁ ନେଇ ମାମଲା ରୁଜୁ କରିଛି। ଏ ସମ୍ପର୍କିତ ଭିଡିଓ ଭାଇରାଲ ହେବା ପରେ କଂଗ୍ରେସ କହିଛି ଯେ ବିଜେପି ରାହୁଲ ଗାନ୍ଧିଙ୍କୁ ବଦନାମ କରିବା ପାଇଁ ଏଭଳି ଭିଡ଼ିଓ କରିଛି। ଅନ୍ୟପକ୍ଷରେ ବିଜେପି ଦାବି କରିଛି ଯେ ଏଥିରେ ପାକିସ୍ତାନ ସମର୍ଥିତ ସ୍ଲୋଗାନ ଥିବାରୁ ବିରୋଧୀ ଦଳ ଏହି କ୍ଲିପକୁ ଡିଲିଟ କରିଦେଇଛି। ଖାରଗୋନ୍‌ର ପୁଲିସ୍ ଅଧୀକ୍ଷକ ଧର୍ମବୀର ସିଂ ଯାଦବ କହିଛନ୍ତି ଯେ ଭାରତୀୟ ଦଣ୍ଡ ସଂହିତା ଧାରା ୧୫୩ (ବି) ଏବଂ ୧୮୮ ଅନୁଯାୟୀ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏହି ମାମଲା ପଞ୍ଜିକୃତ ହୋଇଛି।

ମଧ୍ୟପ୍ରଦେଶ କଂଗ୍ରେସ କମିଟିର ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ କେ.କେ ମିଶ୍ର ଏକ ବିବୃତ୍ତିରେ କହିଛନ୍ତି, ଏହା ଏକ ଏଡିଟ ହୋଇଥିବା ଭିଡିଓ।  ସେ ଅଭିଯୋଗ କରିଛନ୍ତି, ରାହୁଲ ଗାନ୍ଧିଙ୍କ ଯାତ୍ରାର ସଫଳତାକୁ ନେଇ ବିଜେପି ଭୟଭୀତ ହୋଇଛି। ଏକ ନକଲି ଭିଡିଓ ବ୍ୟବହାର କରି ଏହି ପଦଯାତ୍ରାକୁ ବଦନାମ କରିବାକୁ ବିଜେପି ଏକ ମନ୍ଦ ଉଦ୍ୟମ କରିଛି।

ମଧ୍ୟପ୍ରଦେଶରେ ଅନୁଷ୍ଠିତ ଭାରତ ଯୋଡୋ ଯାତ୍ରାରେ ରାହୁଲ ଗାନ୍ଧିଙ୍କ ସହ ତାଙ୍କ ଭଉଣୀ ତଥା ପାର୍ଟିର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଭଦ୍ରା, ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟ, ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ କମଲନାଥ, ବରିଷ୍ଠ ନେତା ଦିଗବିଜୟ ସିଂହଙ୍କ ସମେତ କଂଗ୍ରେସର ତମାମ ବଡବଡ ନେତାମାନେ ଚାଲୁଛନ୍ତି। ଶୁକ୍ରବାର ସକାଳ ୬ଟାରୁ ଯାତ୍ରାର ପ୍ରାରମ୍ଭ ଖେରଦା ଗ୍ରାମରୁ ଆରମ୍ଭ ହୋଇଥିବା ବେଳେ ଆଗକୁ ବଢୁଛି। ଯାତ୍ରାକୁ ବିଭିନ୍ନ ସ୍ଥାନରେ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ମଞ୍ଚମାଧ୍ୟମରେ ସ୍ୱାଗତ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story