ମୁମ୍ବାଇରେ ପିକ୍‌ ପରିସ୍ଥିତି: ଖୋଜା ପଡ଼ିଲାଣି ଅମ୍ଲଜାନ  

ମୁମ୍ବାଇ: ସମଗ୍ର ଦେଶରେ କରୋନା ପବନ ବେଗରେ ମାଡ଼ି ଚାଲୁଛି। ମହାରାଷ୍ଟ୍ରରେ ସ୍ଥିତି ଜଟିଳ ରହିଛି। ମୁମ୍ବାଇରେ ସୃଷ୍ଟି ହୋଇଥିବା ବିଷମ ପରିସ୍ଥିତି ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ବୁଧବାର ମୁମ୍ବାଇରେ ୧୫୧୬୬ଟି ନୂଆ ମାମଲା ଆସିଛି। ସେମାନଙ୍କ ମଧ୍ୟରୁ ୧୨୧୮ ଜଣଙ୍କୁ  ମେଡିକାଲରେ ଭର୍ତ୍ତି କରାଯାଇଛି। ୮୦ ଜଣଙ୍କୁ  ଅମ୍ଲଜାନ ଆବଶ୍ୟକ।  ଆଜି ମୁମ୍ବାଇରେ ରେକର୍ଡ ହୋଇଥିବା କୋଭିଡ୍‌ ମାମଲା ଦ୍ୱିତୀୟ ଲହର ପିକ ସମୟକୁ ଅତିକ୍ରମ କରିଯାଇଛି। ଦିନକରେ ୧୧୨୦୬ରୁ ଅଧିକ ମାମଲା ରହିଛି […]

oxygen

oxygen

Tapas Behera
  • Published: Wednesday, 05 January 2022
  • Updated: 05 January 2022, 08:31 PM IST

Sports

Latest News

ମୁମ୍ବାଇ: ସମଗ୍ର ଦେଶରେ କରୋନା ପବନ ବେଗରେ ମାଡ଼ି ଚାଲୁଛି। ମହାରାଷ୍ଟ୍ରରେ ସ୍ଥିତି ଜଟିଳ ରହିଛି। ମୁମ୍ବାଇରେ ସୃଷ୍ଟି ହୋଇଥିବା ବିଷମ ପରିସ୍ଥିତି ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ବୁଧବାର ମୁମ୍ବାଇରେ ୧୫୧୬୬ଟି ନୂଆ ମାମଲା ଆସିଛି। ସେମାନଙ୍କ ମଧ୍ୟରୁ ୧୨୧୮ ଜଣଙ୍କୁ  ମେଡିକାଲରେ ଭର୍ତ୍ତି କରାଯାଇଛି। ୮୦ ଜଣଙ୍କୁ  ଅମ୍ଲଜାନ ଆବଶ୍ୟକ।  ଆଜି ମୁମ୍ବାଇରେ ରେକର୍ଡ ହୋଇଥିବା କୋଭିଡ୍‌ ମାମଲା ଦ୍ୱିତୀୟ ଲହର ପିକ ସମୟକୁ ଅତିକ୍ରମ କରିଯାଇଛି। ଦିନକରେ ୧୧୨୦୬ରୁ ଅଧିକ ମାମଲା ରହିଛି । ସୂଚନାଯୋଗ୍ୟ ଯେ, ଗତକାଲି ମୁମ୍ବାଇରେ ଏହି ସଂଖ୍ୟା ୧୦୮୬୦ ଥିଲା। ଅର୍ଥାତ୍ ଗୋଟିଏ ଦିନରେ ରୋଗୀଙ୍କ ସଂଖ୍ୟା ୪୩୦୬କୁ ବୃଦ୍ଧି ପାଇଛି। ଏହାରି ଭିତରେ ଦେଶରେ ମଧ୍ୟ କୋଭିଡ୍ ମାମଲାର ସାଂଗାତିକ୍ ଚିତ୍ର ଆସିଛି। ତେବେ ଦ୍ରୁତ ସଂକ୍ରମଣ ପଛରେ ଓମିକ୍ରନ୍ ଭାରିଆଣ୍ଟ ବୋଲି କୁହାଯାଉଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୮,୦୯୭ଟି ମାମଲା ରିପୋର୍ଟ ହୋଇଛି। ଯାହା ୫୫.୪ ପ୍ରତିଶତ ବର୍ଦ୍ଧିତ ବୋଲି ଆକଳନ କରାଯାଇଛି।  ଏହା ସହିତ ମୋଟ ସଂକ୍ରମିତ ସଂଖ୍ୟା ୩୫,୦୧୮,୩୫୮କୁ ବୃଦ୍ଧି ପାଇଛି। ଆକ୍ଟିଭ କେସ୍‌ ୨ ଲକ୍ଷ ଅତିକ୍ରମ କରିଛି।

ବର୍ତ୍ତମାନ ସମଗ୍ର ଦେଶରେ ଆକ୍ଟିଭ ମାମଲା ହେଉଛି  ୨୧୪,୦୦୪। ଏଥିସହ ଦିନକରେ ୧୫,୩୮୯ ଜଣ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ସମୁଦାୟ ୩୪,୩୨୧,୮୦୩ ଜଣ କରୋନାକୁ ପରାସ୍ତ କରିଛନ୍ତି। ଦେଶରେ କୋଭିଡ୍‌ ରିକଭରି ହାର ୯୮.୦୧ ପ୍ରତିଶତ ରହିଛି। ଗତ ୨୪ଘଣ୍ଟାରେ କରୋନା ସଂକ୍ରମଣରେ ୫୩୪ ଜଣ ପ୍ରାଣ  ହରାଇଛନ୍ତି। ସେଥିରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଯୋଗୁଁ ସମୁଦାୟ ୪୮୨୫୫୧ ଜଣଙ୍କର ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story