ମୁମ୍ବାଇ: ଦିନକରେ ୨୦,୦୦୦ ଡେଇଁଲା ଭୂତାଣୁ

ମୁମ୍ବାଇ: ମୁମ୍ବାଇରେ କରୋନା ରୋଗର ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗୁରୁବାର ମୁମ୍ବାଇରେ  ୨୦୧୮୧ଟି ନୂଆ ମାମଲା ସାମ୍ନାକୁ ଆସିଛି। ବୁଧବାର ତୁଳନାରେ ପ୍ରାୟ ୨୫ ପ୍ରତିଶତ ଅଧିକ ରହିଛି । ୨୪ ଘଣ୍ଟାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ୨୪ଘଣ୍ଟା ମଧ୍ୟରେ ଧରାବିରେ ୧୦୭ , ଦାଦ୍ରାରେ ୨୨୩ ଏବଂ ମହିମରେ ୩୦୮ଟି ନୂଆ ମାମଲା ରିପୋର୍ଟ ହୋଇଛି । ବିଏମସିର କହିବା ଅନୁଯାୟୀ ପଞ୍ଜୀକୃତ ହୋଇଥିବା ୨୦,୧୮୧ଟି ମାମଲା ମଧ୍ୟରୁ ପ୍ରାୟ ୮୫ […]

Covid19

Covid19

Tapas Behera
  • Published: Thursday, 06 January 2022
  • Updated: 06 January 2022, 08:36 PM IST

Sports

Latest News

ମୁମ୍ବାଇ: ମୁମ୍ବାଇରେ କରୋନା ରୋଗର ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗୁରୁବାର ମୁମ୍ବାଇରେ  ୨୦୧୮୧ଟି ନୂଆ ମାମଲା ସାମ୍ନାକୁ ଆସିଛି। ବୁଧବାର ତୁଳନାରେ ପ୍ରାୟ ୨୫ ପ୍ରତିଶତ ଅଧିକ ରହିଛି । ୨୪ ଘଣ୍ଟାରେ ୪ ଜଣଙ୍କ ମୃତ୍ୟୁ ଘଟିଛି।

୨୪ଘଣ୍ଟା ମଧ୍ୟରେ ଧରାବିରେ ୧୦୭ , ଦାଦ୍ରାରେ ୨୨୩ ଏବଂ ମହିମରେ ୩୦୮ଟି ନୂଆ ମାମଲା ରିପୋର୍ଟ ହୋଇଛି । ବିଏମସିର କହିବା ଅନୁଯାୟୀ ପଞ୍ଜୀକୃତ ହୋଇଥିବା ୨୦,୧୮୧ଟି ମାମଲା ମଧ୍ୟରୁ ପ୍ରାୟ ୮୫ ପ୍ରତିଶତ ବିନା ଲକ୍ଷଣ।

ଗୁରୁବାର ଦିନ ୧୧୭୦ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ୧୦୬ ଜଣଙ୍କର ଅମ୍ଲଜାନ ଆବଶ୍ୟକ ରହିଛି। ଗୁରୁବାର ମୁମ୍ବାଇରେ ଆକ୍ଟିଭ ରୋଗୀଙ୍କ ସଂଖ୍ୟା ୭୯,୨୬୦ ଛୁଇଁଛି। ଅନ୍ୟପଟେ ଇଟାଲୀରୁ ଅମୃତସରକୁ ଆସିଥିବା ଏୟାର ଇଣ୍ଡିଆର ଏକ ବିମାନରେ ୧୯୧ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୨୫ ଜଣ କରୋନା ଦ୍ଵାରା ଆକ୍ରାନ୍ତ ହୋଇଛନ୍ତି । ଏୟାର ଇଣ୍ଡିଆର ଏହି ଉଡାଜାହାଜଟି ଇଟାଲୀରୁ ପଞ୍ଜାବର ଅମୃତସର ସହରରେ ପହଞ୍ଚିଥିଲା । ସବୁ ସଂକ୍ରମିତଙ୍କୁ ଅମୃତସରରେ କ୍ଵାରେଣ୍ଟାଇନରେ ରଖାଯାଇଛି । ପ୍ରଥମଥର ପାଇଁ  ଏତେ ସଂଖ୍ୟକ ଉଡାଜାହାଜ ଯାତ୍ରୀ କରୋନା ଦ୍ଵାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏୟାରପୋର୍ଟର ଡାଇରେକ୍ଟର ବି.କେ. ସେଠି କହିଛନ୍ତି, ବିମାନରେ ଆସିଥିବା ସବୁଯାତ୍ରୀଙ୍କର କୋଭିଡ୍ ପରୀକ୍ଷା କରାଯାଇଥିଲା ଯେଉଁଥିରୁ କରୋନା ସଂକ୍ରମିତଙ୍କ ବିଷୟରେ ଜଣା ପଡିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story