ସବୁ ଫେରାଇ ଦେଲେ, ୨ ମାସ ଶିଶୁର ହାର୍ଟ ସର୍ଜରୀ କଲା ଜେଜେ ହସ୍ପିଟାଲ

ମୁମ୍ବାଇ: ମୁମ୍ବାଇର ଜେଜେ ହସ୍ପିଟାଲର ଡାକ୍ତରମାନେ ଏକ ଅଦ୍ଭୁତ ସଫଳତା ପାଇଛନ୍ତି। ଡାକ୍ତରଙ୍କ ଉଦ୍ୟମ ଯୋଗୁ ଜଣେ ନବଯାତ ଶିଶୁର ସଫଳ ଅସ୍ତ୍ରୋପଚାର ହୋଇଛି। ମାତ୍ର ୨ ମାସର ଶିଶୁର ହୋଇଛି ହାର୍ଟ ସର୍ଜରୀ। ଶିଶୁଟିର ହାର୍ଟରେ ଏକ ଛିଦ୍ର ଥିବା ପରୀକ୍ଷାରୁ ଜଣାପଡ଼ିଥିଲା। ଏ ସବୁ କେସ୍‌ରେ ହାର୍ଟ ସର୍ଜରୀ ଜରୁରୀ ହୋଇଥାଏ। କିନ୍ତୁ କଁଅଳ ଶିଶୁ ପ୍ରତି ଏହି ସର୍ଜରୀ ବିପଜନ୍ନକ। ତଥାପି ରିସ୍କ ନେଇ ଡାକ୍ତରମାନେ ଶିଶୁଟିର ସଫଳ ହାର୍ଟ ସର୍ଜରୀ କରି […]

doctor

doctor

Tapas Behera
  • Published: Wednesday, 29 December 2021
  • Updated: 29 December 2021, 05:27 PM IST

Sports

Latest News

ମୁମ୍ବାଇ: ମୁମ୍ବାଇର ଜେଜେ ହସ୍ପିଟାଲର ଡାକ୍ତରମାନେ ଏକ ଅଦ୍ଭୁତ ସଫଳତା ପାଇଛନ୍ତି। ଡାକ୍ତରଙ୍କ ଉଦ୍ୟମ ଯୋଗୁ ଜଣେ ନବଯାତ ଶିଶୁର ସଫଳ ଅସ୍ତ୍ରୋପଚାର ହୋଇଛି। ମାତ୍ର ୨ ମାସର ଶିଶୁର ହୋଇଛି ହାର୍ଟ ସର୍ଜରୀ। ଶିଶୁଟିର ହାର୍ଟରେ ଏକ ଛିଦ୍ର ଥିବା ପରୀକ୍ଷାରୁ ଜଣାପଡ଼ିଥିଲା। ଏ ସବୁ କେସ୍‌ରେ ହାର୍ଟ ସର୍ଜରୀ ଜରୁରୀ ହୋଇଥାଏ। କିନ୍ତୁ କଁଅଳ ଶିଶୁ ପ୍ରତି ଏହି ସର୍ଜରୀ ବିପଜନ୍ନକ। ତଥାପି ରିସ୍କ ନେଇ ଡାକ୍ତରମାନେ ଶିଶୁଟିର ସଫଳ ହାର୍ଟ ସର୍ଜରୀ କରି ଛିଦ୍ର ଅଂଶକୁ ବନ୍ଦ କରିଦେଇଛନ୍ତି। ଏଭଳି କେସ୍‌ରେ ସର୍ଜରୀ ପାଇଁ ଅତିକମ୍‌ରେ ପିଲାର ଓଜନ ୧୦ ହେବା କଥା। କିନ୍ତୁ ପିଲାଟିର ଓଜନ ୩ କିଲୋ ଥିଲା। ତଥାପି ଶିଶୁଟିର ବିରଳ ଅସ୍ତ୍ରୋପଚାର କରାଯାଇଛି। ଜେଜେ ହସ୍ପିଟାଲର ହୃଦରୋଗ ବିଶେଷଜ୍ଞ ଡାକ୍ତର କଲ୍ୟାଣ ମୁଣ୍ଡେଙ୍କ ଦ୍ୱାରା ଏହି ଅସ୍ତ୍ରୋପଚାର କରାଯାଇଛି। ଶିଶୁର ଗୋଡର ବଡ଼ ଶିରା ଦେଇ କ୍ୟାଥେର୍ ଭର୍ତ୍ତି କରି ଡାକ୍ତର ମୁଣ୍ଡେ ହାର୍ଟର ଛିଦ୍ରକରିଛନ୍ତି ।

ଦେଶରେ ଏହି ସର୍ଜରୀ ପ୍ରଥମ ବୋଲି କୁହାଯାଉଛି। ଡ. କଲ୍ୟାଣ ମୁଣ୍ଡେଙ୍କ କହିବା ଅନୁଯାୟୀ ଏହା ତାଙ୍କ ପାଇଁ ଚ୍ୟାଲେଂଜି ଥିଲା।  କାରଣ ତାଙ୍କ କ୍ୟାରିୟରରେ ସେ କେବେ ଏତେ ଛୋଟପିଲାକୁ ଅପରେଶନ କରି ନଥିଲେ। ଡା. ମୁଣ୍ଡେଙ୍କ ଅନୁଯାୟୀ ଏହାକୁ ଭିଏସଡଇ ଡିଭାଇସ କ୍ଲୋଜର କୁହାଯାଏ। । ଡାକ୍ତରଙ୍କ କହିବା ଅନୁଯାୟୀ, ହାର୍ଟର ଦୁଇଟି ଚାମ୍ବର ମଧ୍ୟରେ ଛିଦ୍ର ହେଲେ ରକ୍ତ ଶରୀରରକୁ ପ୍ରବାହିତ ହେବା ପରିବର୍ତ୍ତେ ରକ୍ତ ଗୋଟିଏ ଚାମ୍ବରରୁ ଅନ୍ୟ ଚାମ୍ବରକୁ ପ୍ରବାହିତ ହୋଇଥାଏ। ଏହାକୁ ventricular septal defect କୁହାଯାଏ।

ଏଭଳି କେସ୍‌ରେ ପିଲା ଟିକେ ବଡ଼ ହେବା ପର୍ଯ୍ୟନ୍ତ ଅପେକ୍ଷା କରାଯାଏ। କିନ୍ତୁ ଉକ୍ତ ଶିଶୁ କ୍ଷେତ୍ରରେ ଅବସ୍ଥା ଗମ୍ଭୀର ଥିଲା।  ଶିଶୁଟି ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିଲା। ସେ ମଧ୍ୟ କ୍ଷୀର ପିଇପାରୁ ନଥିଲା କି ଶୋଇପାରୁ ନଥିଲା। ଏଭଳି ପରିସ୍ଥିତିରେ ଓପନ ହାର୍ଟ ସର୍ଜରୀ କିମ୍ବା କ୍ୟାଥେରାଇଜେସନ୍ ପ୍ରକ୍ରିୟା ଆବଶ୍ୟକ ଥିଲା । କିନ୍ତୁ ଏତେ ଛୋଟ ହୋଇଥିବାରୁ ଓପନ ହାର୍ଟ ସର୍ଜରୀ ସମ୍ଭବ ନଥିଲା। ତେଣୁ ଏକମାତ୍ର ବାଟ VSD ଉପକରଣ ଦ୍ୱାରା  ବନ୍ଦ କରାଯାଇଥିଲା । ୨ ମାସର ଶିଶୁ କାର୍ତ୍ତିକଙ୍କ ବାପା ମା ଗରିବ ଶ୍ରେଣୀର। ଉଭୟ ମୂଲ ଲାଗିଲେ ପରିବାର ଚଳେ।  ତେଣୁ ଏହି ବ୍ୟୟବହୁଳ ଚିକିତ୍ସା ପାଇଁ ତାଙ୍କ ପାଖରେ ଅର୍ଥ ନଥିଲା।

କର୍ଣ୍ଣାଟକର ଉଭୟ ପିତାମାତା ଅନେକ ଡାକ୍ତରଖାନା ପରିଦର୍ଶନ କରିବା ପରେ ଶେଷରେ ମୁମ୍ବାଇର  ଜେଜେ ହସ୍ପିଟାଲରେ ପହଞ୍ଚିଥିଲେ। ସେଠାରେ ତାଙ୍କ ପିଲାର ଚିକିତ୍ସା କରାଯାଇଥିଲା।  କିନ୍ତୁ ଏଠି ତାଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ି ନଥିଲା। ମହାତ୍ମା ଜ୍ୟୋତିବା ଫୁଲେ ଯୋଜନା ଅଧୀନରେ ସରକାର ପ୍ରାୟ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story