ବର୍ଷାରେ ବେହାଲ ମାୟାନଗରୀ, ଯାତାୟତ ଠପ୍‌

ମୁମ୍ବାଇ: ବର୍ଷାରେ ଉବୁଟୁବୁ ମାୟାନଗରୀ।  ଭାସୁଛୁ ମୁମ୍ବାଇ, ଯୁଆଡେ ଦେଖିବ ସିଆଡେ କେବଳ ପାଣି ଆଉ ପାଣି। କେଉଁଠି ବସ୍‌ ଭାସୁଛି ତ ଆଉ କେଉଁଠି ଟ୍ରେନ୍‌ ଲାଇନ୍‌ରେ ବର୍ଷା ପାଣି ଲହଡି ଭାଙ୍ଗୁଛି। ଯାତାୟତ ଏକ ପ୍ରକାର ଠପ୍‌ ହୋଇପଡିଛି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆସନ୍ତା ଆହୁରି ୪ ଦିନ ଯାଏଁ ମହାରାଷ୍ଟ୍ରରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏପରିକି ପାଣିପାଗ ବିଭାଗ ମୁମ୍ବାଇ ଓ […]

Heavy rain

Heavy rain

Madhupriya Mistry
  • Published: Tuesday, 05 July 2022
  • Updated: 05 July 2022, 11:16 AM IST

ମୁମ୍ବାଇ: ବର୍ଷାରେ ଉବୁଟୁବୁ ମାୟାନଗରୀ।  ଭାସୁଛୁ ମୁମ୍ବାଇ, ଯୁଆଡେ ଦେଖିବ ସିଆଡେ କେବଳ ପାଣି ଆଉ ପାଣି। କେଉଁଠି ବସ୍‌ ଭାସୁଛି ତ ଆଉ କେଉଁଠି ଟ୍ରେନ୍‌ ଲାଇନ୍‌ରେ ବର୍ଷା ପାଣି ଲହଡି ଭାଙ୍ଗୁଛି। ଯାତାୟତ ଏକ ପ୍ରକାର ଠପ୍‌ ହୋଇପଡିଛି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆସନ୍ତା ଆହୁରି ୪ ଦିନ ଯାଏଁ ମହାରାଷ୍ଟ୍ରରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏପରିକି ପାଣିପାଗ ବିଭାଗ ମୁମ୍ବାଇ ଓ ଥାନେ ବାସିନ୍ଦାଙ୍କ ପାଇଁ ଶୁକ୍ରବାର ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି କରିଛି।

ସୋମବାର ମୁମ୍ବାଇର ଅଧିକାଂଶ ସହରରେ ପ୍ରବଳ ବର୍ଷା ଯୋଗୁ ଚାରିଆଡ଼ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ହେତୁ ଯାତାୟାତ‌ ବି ବାଧାପ୍ରାପ୍ତ ହୋଇଛି। ସହରର ଲୋକାଲ ଟ୍ରେନ୍‌ ଏକ୍ସପ୍ରେସ୍‌ ବି ଏହି ବର୍ଷା ହେତୁ ପ୍ରଭାବିତ ହୋଇଛି। ବର୍ଷା ଯୋଗୁ ଟ୍ରେନ୍‌ଗୁଡ଼ିକ ଧୀର ମନ୍ଥର ଗତିରେ ଚାଲୁଛି। ଫଳରେ ସିଏସ୍‌ଏମ୍‌ଟି-ଥାନେ ସେକ୍ସନର କିଛି ଟ୍ରେନ୍‌ଗୁଡ଼ିକ ୧୦-୧୫ ମିନିଟ୍‌ ବିଳମ୍ବରେ ଚାଲୁଛି।

https://twitter.com/ANI/status/1544150817384439809?s=20&t=i6Ruh9widsbvjx_dAAAfww

ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିବା ସହ ୪ ରୁ ୮ ତାରିଖ ମଧ୍ୟରେ ରାଇଗଡ଼, ରତ୍ନଗିରି, ସିନ୍ଧୁଦୂର୍ଗ ଜିଲ୍ଲାରେ ଅରେଞ୍ଜ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ପୂରା ମହାରାଷ୍ଟ୍ରରେ ସମୁଦାୟ ୮ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ନିୟୋଜିତ ହୋଇଛି। ନାଗପୁର, ଚିପୁନ ଏବଂ ନାଲନ୍ଦରେ ଗୋ‌ଟାଏ ଲେଖାଲଁ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ନିୟୋଜିତ ହୋଇଥିବା ବେଳେ ଅନ୍ୟ ୫ ଟିମ୍‌ ମୁମ୍ବାଇରେ ନିୟୋଜିତ ହୋଇଥିବା ସୂଚନା ରହିଛି। ଗତ ୧୨ ଘଣ୍ଟା ମଧ୍ୟରେ ମୁମ୍ବାଇରେ ୯୫.୮୧ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

ପ୍ରବଳ ବର୍ଷା ଓ କିଛି ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା ରହିଛି। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମୁଖ୍ୟ ସଚିବ ମନୁକୁମାର ଶ୍ରୀବାସ୍ତବଙ୍କ ସହ ଆଲୋଚନ କରିଛନ୍ତି। ଏଥିସହ ପ୍ରଭାବିତ ଜିଲ୍ଲାରେ ପହଞ୍ଚି ସ୍ଥିତି ସମୀକ୍ଷା କରିବା ସହ ପରିସ୍ଥିତି ଉପରେ କାବୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

https://twitter.com/ANI/status/1544003850331234304?s=20&t=wkjyfupIqlaWjACSBbJEJg

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story