ବଢ଼ିଲା କରୋନା ସଂକ୍ରମଣ: ଫେବୃଆରୀ ୨୪ ପରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ମୁମ୍ବାଇ: ପୁଣିଥରେ ଦେଶର ବିଭିନ୍ନ ସହରରେ ମହାମାରୀ କରୋନା ତା’ର କାୟା ବିସ୍ତାର କରିବା ଆରମ୍ଭ କରିଛି। ବିଶେଷ କରି ମୁମ୍ବାଇ ଓ ଦିଲ୍ଲୀରେ ସଂକ୍ରମଣ ଉପର ମୁହାଁ ହେବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇରୁ ୧୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ଦୁଇ ମାସ ମଧ୍ୟରେ ସର୍ବାଧିକ। ଶେଷ ଥର ପାଇଁ ଫେବୃଆରୀ ୨୪ରେ ୧୧୭ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ କରୋନା ସ୍ଥିତିରେ ସୁଧାର […]

corona1

corona1

Hemant Lenka
  • Published: Wednesday, 04 May 2022
  • Updated: 04 May 2022, 09:54 PM IST

Sports

Latest News

ମୁମ୍ବାଇ: ପୁଣିଥରେ ଦେଶର ବିଭିନ୍ନ ସହରରେ ମହାମାରୀ କରୋନା ତା’ର କାୟା ବିସ୍ତାର କରିବା ଆରମ୍ଭ କରିଛି। ବିଶେଷ କରି ମୁମ୍ବାଇ ଓ ଦିଲ୍ଲୀରେ ସଂକ୍ରମଣ ଉପର ମୁହାଁ ହେବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇରୁ ୧୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ଦୁଇ ମାସ ମଧ୍ୟରେ ସର୍ବାଧିକ। ଶେଷ ଥର ପାଇଁ ଫେବୃଆରୀ ୨୪ରେ ୧୧୭ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ କରୋନା ସ୍ଥିତିରେ ସୁଧାର ଆସିଥିଲା। କିନ୍ତୁ ଏବେ ପୁଣି ମୁମ୍ବାଇରେ ସଂକ୍ରମଣ ବୃଦ୍ଧି ପାଇଛି।

ମୁମ୍ବାଇରେ ଗତ ୨୪ ଘଣ୍ଟା ଭିତରେ କରୋନା ଯୋଗୁ କାହାର ବି ମୃତ୍ୟୁ ହୋଇନାହିଁ। ହେଲେ ପିଜିଟିଭିଟି ରାଟ୍‌ ୧.୬୬ରେ ପହଞ୍ଚି ଯାଇଛି। ଏବେ ସହରରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୪୨ ରହିଛି। ଦିନକରେ ପ୍ରଶାସନ ପକ୍ଷରୁ ୭,୦୩୫ ନମୁନା ପରୀକ୍ଷା କରାଯାଇଥିଲା।

ସମଗ୍ର ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୧୮୮ ଜଣ କରୋନା ଆକ୍ରାନ୍ତି ଚିହ୍ନଟ ହୋଇଥିବା ବେଳେ କେହି ବି ପ୍ରାଣ ହରାଇ ନାହାନ୍ତି। ରାଜ୍ୟରେ ଆକ୍ଟିଭ କେସ୍‌ ସଂଖ୍ୟା ୧୦୪୯ ରହିଛି। ମୁମ୍ବାଇରେ ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ସ୍ଥାନୀୟ ପ୍ରଶାସନ ଓ ସରକାର ନୂଆ ରଣନୀତି ଆପଣାଇବା ମୁଡରେ ଅଛନ୍ତି। ଏଠାରେ ମାସ୍କ ବାଧ୍ୟତାମୂଳକ କରାଯିବା ସହ ଅନ୍ୟ ସତର୍କତା ଅବଲମ୍ବନ କରାଯିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ମୁମ୍ବାଇରେ ଶେଷଥର ପାଇଁ ଫେବୃଆରୀ ୨୪ରେ ଦୈନିକ ସଂକ୍ରମଣ ସବୁଠାରୁ ଅଧିକ ଥିଲା। ୨୪ ତାରିଖରେ ୧୧୯ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଆଜି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ମୁମ୍ବାଇରେ ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର ମୁମ୍ବାଇରୁ ୧୦୦ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story