'ଅଧିକ ଗପିଲେ, କ୍ୟାପଟେନ୍‌ଙ୍କ ବହି ଖୋଲିଦେବି'

ଚଣ୍ଡିଗଡ: ପଞ୍ଜାବ କଂଗ୍ରେସରେ ଚାଲିଛି ହାଇ ଭୋଲଟେଜ ଡ୍ରାମା। କ୍ୟାପଟେନ୍‌ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସ୍‌ପେନ୍ସ ଜାରି ରହିଛି। କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ? କାହାକୁ ମିଳିବ ପଞ୍ଜାବ ଆସନ? ସେ ନେଇ ଦଳର ହାଇକମାଣ୍ଡଙ୍କ ଉପସ୍ଥିତିରେ ମାନସ ମନ୍ଥନ ଚାଲିଛି। ଏହାରି ଭିତରେ ଅମରିନ୍ଦର ସିଂହଙ୍କୁ ଟାର୍ଗେଟ କରିଛନ୍ତି ନବଜୋତ ସିଂହ ସିଦ୍ଧୁଙ୍କ ପରାମର୍ଶଦାତା। ସିଦ୍ଧୁଙ୍କ ପରାମର୍ଶଦାତା ମହମ୍ମଦ ମୁସ୍ତଫା କହିଛନ୍ତି, ନବଜୋତ ସିଂହ ସିଦ୍ଧୁ […]

Amrinder and Mustaffa

Amrinder and Mustaffa

Madhupriya Mistry
  • Published: Sunday, 19 September 2021
  • Updated: 19 September 2021, 03:55 PM IST

Sports

Latest News

ଚଣ୍ଡିଗଡ: ପଞ୍ଜାବ କଂଗ୍ରେସରେ ଚାଲିଛି ହାଇ ଭୋଲଟେଜ ଡ୍ରାମା। କ୍ୟାପଟେନ୍‌ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସ୍‌ପେନ୍ସ ଜାରି ରହିଛି। କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ? କାହାକୁ ମିଳିବ ପଞ୍ଜାବ ଆସନ? ସେ ନେଇ ଦଳର ହାଇକମାଣ୍ଡଙ୍କ ଉପସ୍ଥିତିରେ ମାନସ ମନ୍ଥନ ଚାଲିଛି। ଏହାରି ଭିତରେ ଅମରିନ୍ଦର ସିଂହଙ୍କୁ ଟାର୍ଗେଟ କରିଛନ୍ତି ନବଜୋତ ସିଂହ ସିଦ୍ଧୁଙ୍କ ପରାମର୍ଶଦାତା।

ସିଦ୍ଧୁଙ୍କ ପରାମର୍ଶଦାତା ମହମ୍ମଦ ମୁସ୍ତଫା କହିଛନ୍ତି, ନବଜୋତ ସିଂହ ସିଦ୍ଧୁ ଦେଶଦ୍ରୋହୀ ନୁହନ୍ତି। ଯଦି କ୍ୟାପଟେନ୍‌ ଅମରିନ୍ଦର ସିଂହ ତାଙ୍କୁ ଏବେ ଦେଶଦ୍ରୋହୀ ବୋଲି କହୁଛନ୍ତି, ତେବେ ଅଧିକ ଗପିଲେ ମୁଁ ତାଙ୍କ ପୂରା ବହି ଖୋଲିଦେବି।  ସିଦ୍ଧୁଙ୍କୁ ନୁହେଁ ବରଂ ଗାନ୍ଧୀ ପରିବାରକୁ ଟାର୍ଗେଟ କରୁଛନ୍ତି କ୍ୟାପେଟନ୍‌ । ମୁଁ ତାଙ୍କୁ ଗାନ୍ଧୀ ପରିବାରକୁ ଟାର୍ଗେଟ କରିବାକୁ ଦେବି ନାହିଁ।'

ସେ ଆହୁରି କହିଛନ୍ତି, ଗତ ୫ ବର୍ଷ ଧରି କ୍ୟାପଟେନ ଅମରିନ୍ଦର ସିଂ ପଞ୍ଜାବକୁ ଅପମାନିତ କରିଆସୁଛନ୍ତି। ଦଳର ଲୋକମାନେ ଗତ ସାଢ଼େ ୪ ବର୍ଷ ଧରି ତାଙ୍କୁ ସହ୍ୟ କରିଆସୁଛନ୍ତି। ଯଦି ମୁଁ ଦଳର ନେତା ଥାଆନ୍ତି, ତେବେ ମୁଁ ୩୦ ଦିନ ମଧ୍ୟରେ କ୍ୟାପଟେନଙ୍କୁ ଦଳରୁ ହଟାଇ ଦେଇଥା’ନ୍ତି।'

ସୂଚନା ମୁତାବକ, ଶନିବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କ୍ୟାପଟେନ ଅମରିନ୍ଦର ସିଂହ। ସେ ଇସ୍ତଫା ଦେବାର କିଛି ସମୟ ପରେ ଦଳର ପ୍ରଦେଶ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁଙ୍କୁ ଟାର୍ଗେଟ କରିଥିଲେ। ତାଙ୍କୁ ରାଷ୍ଟ୍ର ବିରୋଧୀ, ଭୟାଙ୍କର ଏବଂ ପୂରାପୁରି ବିପର୍ଯ୍ୟୟ ବୋଲି କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ସେ, 'ସିଦ୍ଧୁଙ୍କୁ ଆଗାମୀ ମୁଖ୍ୟମନ୍ତ୍ରୀ କିମ୍ବା ଆଗାମୀ ବିଧାନସଭା ନିର୍ବାଚନରେ ​​ଦଳର ଚେହେରା ରୂପେ ଗ୍ରହଣ କରିବେ ନାହିଁ।'

ପଞ୍ଜାବ କଂଗ୍ରେସ ସଭାପତିଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରିବା ପାଇଁ ଯେ କୌଣସି ପଦକ୍ଷେପକୁ ଦୃଢ଼ ବିରୋଧ କରିବେ ବୋଲି ଅମରିନ୍ଦର ସିଂ କହିଥିଲେ। ସେ କହିଥିଲେ ଯେ ରାଜ୍ୟ କଂଗ୍ରେସ ସଭାପତିଙ୍କୁ ସମର୍ଥନ କରିବାର କୌଣସି ପ୍ରଶ୍ନ ନାହିଁ। ସିଦ୍ଧୁ ସ୍ପଷ୍ଟ ଭାବେ ପାକିସ୍ତାନର ସହ ମିଶିଛନ୍ତି। ସେ ପଞ୍ଜାବ ତଥା ଦେଶ ପାଇଁ ବିପଦ ବୋଲି କ୍ୟାପଟେନ ଅଭିଯୋଗ କରିଛନ୍ତି ।

https://twitter.com/ANI/status/1439513793503981568?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story