ଏନ୍‌ସିବିର ବିଜେପି ପ୍ରୀତି! ଗୁମର ଖୋଲିଲେ ଏନ୍‌ସିପି ନେତା

ମୁମ୍ବାଇ: ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ନୋର୍କଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ଟାର୍ଗେଟ କରିଛନ୍ତି ଏନ୍‌ସିପି ନେତା ନୱାବ ମଲ୍ଲିକ। ଏନ୍‌ସିବି ନାଁରେ ଆଣିଛନ୍ତି ବଡ ଅଭିଯୋଗ। ଏନ୍‌ସିବିର ତଦନ୍ତ ଉପରେ ସେ ଉଠାଇଛନ୍ତି ପ୍ରଶ୍ନ। ଏନ୍‌ସିବିର ରହିଥିବା ବିଜେପି ପ୍ରୀତି ବିଷୟରେ ସେ ଗୁମର ମଧ୍ୟ ଖୋଲିଛନ୍ତି। ମୁମ୍ବାଇ ହାଇପ୍ରୋଫାଇଲ୍‌ ଡ୍ରଗ୍ସ ପାର୍ଟିରେ ରେଡ୍‌ ବେଳେ ଏନ୍‌ସିବି କୁଆଡେ ଜଣେ ବିଜେପି ନେତାଙ୍କ ଶାଳକଙ୍କୁ ଧରିଥିଲା। ଏହାପରେ ତାଙ୍କୁ ଛାଡି ଦେଇଥିବା ନେଇ ଏନ୍‌ସିପି ନେତା ନୱାବ […]

Nawab malik

Nawab malik

Madhupriya Mistry
  • Published: Saturday, 09 October 2021
  • Updated: 09 October 2021, 02:30 PM IST

Sports

Latest News

ମୁମ୍ବାଇ: ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ନୋର୍କଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ଟାର୍ଗେଟ କରିଛନ୍ତି ଏନ୍‌ସିପି ନେତା ନୱାବ ମଲ୍ଲିକ। ଏନ୍‌ସିବି ନାଁରେ ଆଣିଛନ୍ତି ବଡ ଅଭିଯୋଗ। ଏନ୍‌ସିବିର ତଦନ୍ତ ଉପରେ ସେ ଉଠାଇଛନ୍ତି ପ୍ରଶ୍ନ। ଏନ୍‌ସିବିର ରହିଥିବା ବିଜେପି ପ୍ରୀତି ବିଷୟରେ ସେ ଗୁମର ମଧ୍ୟ ଖୋଲିଛନ୍ତି।

ମୁମ୍ବାଇ ହାଇପ୍ରୋଫାଇଲ୍‌ ଡ୍ରଗ୍ସ ପାର୍ଟିରେ ରେଡ୍‌ ବେଳେ ଏନ୍‌ସିବି କୁଆଡେ ଜଣେ ବିଜେପି ନେତାଙ୍କ ଶାଳକଙ୍କୁ ଧରିଥିଲା। ଏହାପରେ ତାଙ୍କୁ ଛାଡି ଦେଇଥିବା ନେଇ ଏନ୍‌ସିପି ନେତା ନୱାବ ମଲ୍ଲିକ ଅଭିଯୋଗ କରିଛନ୍ତି।

ନୱାବ ମଲିକ ଦାବି କରିଛନ୍ତି ଯେ, ଏନସିବି ଟିମ୍ ବିଜେପି ନେତା ମୋହିତ କାମ୍ବୋଜଙ୍କ ଶାଳକ ରିଷଭ ସଚ୍ଚଦେବଙ୍କୁ ଅଟକ ରଖିଥିଲା, କିନ୍ତୁ ଡ୍ରଗ୍ସ ମାମଲା ଧରାପଡିବା ପରେ ତାଙ୍କୁ ତୁରନ୍ତ ଛାଡି ଦେଇଥିଲା। ମୋହିତ କାମ୍ବୋଜ ହେଉଛନ୍ତି ମୁମ୍ବାଇ ବିଜେପି ଯୁବ ମୋର୍ଚ୍ଚାର ପୂର୍ବତନ ସଭାପତି।

ମହାରାଷ୍ଟ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ, ଡ୍ରଗ୍ସ ବିରୋଧୀ ଏଜେନ୍ସି ରିଷଭ ସଚ୍ଚଦେବଙ୍କ ସମେତ ତିନି ଜଣଙ୍କୁ ଛାଡି ଦେଇଛି। ମୁକ୍ତ କରାଯାଇଥିବା ଅନ୍ୟ ଦୁଇଜଣ ହେଲେ ପ୍ରତୀକ ଗାବା ଏବଂ ଆମୀର ଫର୍ନିଚରୱାଲା।

କ୍ରୁଜ ଉପରେ ଚଢ଼ାଉ ପରେ ଏନ୍‌ସିବି ଅଧିକାରୀ ସମୀର ୱାଙ୍ଖଡେ ୮ରୁ ୧୦ଜଣଙ୍କୁ ଅଟକ ରଖଯାଇଥିବା ନେଇ କହିଥିଲେ। ସମଗ୍ର ଅପରେସନ୍ ସହ ଜଡିତ ଜଣେ ଅଧିକାରୀ କିପରି ଅନିଶ୍ଚିତତାରେ ପରିପୂର୍ଣ୍ଣ ଉତ୍ତର ଦେଇପାରିବେ? ଯଦି ୧୧ ଜଣ ଧରାପଡିଥିଲେ ତେବେ କାହିଁକି ୩ ଜଣଙ୍କୁ ମୁକ୍ତ କରାଯାଇଥିଲା ବୋଲି ମନ୍ତ୍ରୀ ନୱାବ ମଲ୍ଲିକ ଆଜି ସାମ୍ବାଦିକ ସମ୍ମିଳନୀ କରି ପ୍ରଶ୍ନ ଉଠାଇଛନ୍ତି।

କେବଳ ସେତିକି ନୁହେଁ ନୱାବ ମଲ୍ଲିକ ଭିଡିଓ ପ୍ରମାଣ ମଧ୍ୟ ଦେଖାଇଛନ୍ତି। ଏଥିରେ ରିଷଭ ସଚ୍ଚଦେବ, ପ୍ରତୀକ ଗାବା ଏବଂ ଆମୀର ଫର୍ନିଚରୱାଲାଙ୍କୁ ମୁମ୍ବାଇର ଏନସିବି କାର୍ଯ୍ୟାଳୟ ଭିତରକୁ ନିଆଯାଇଥିଲା ଏବଂ ପରେ ସେମାନଙ୍କୁ ଛାଡି ଦିଆଯାଇଥିବା ଦେଖିବାକୁ ମିଳିଛି। ଏନସିପି ନେତା ମୋହିତ କାମ୍ବୋଜ ଏବଂ ତାଙ୍କ ପରିବାର ସହିତ ରିଷଭ ସଚ୍ଚଦେବଙ୍କ ଫଟୋ ମଧ୍ୟ ଶେୟାର କରିଛନ୍ତି।

ଦିଲ୍ଲୀରୁ ବିଜେପି ନେତାଙ୍କୁ ଫୋନ୍‌ ଆସିବା ପରେ ଏହି ତିନି ଜଣଙ୍କୁ ଏନ୍‌ସିବି ଜୋନାଲ ନିର୍ଦ୍ଦେଶକ ୱାଙ୍ଖଡେ ଛାଡି ଥିବାନେଇ ସେ ଅଭିଯୋଗ ଉଠାଇଛନ୍ତି। ଏନ୍‌ସିବି ଅଫିସର କାହିଁକି ସେମାନଙ୍କୁ ଏଭଳି ଛାଡିଦେଲେ ଏନେଇ ସେ ନିଶ୍ଚିତ ଉତ୍ତର ଦିଅନ୍ତୁ ବୋଲି ସେ କହିଛନ୍ତି।

ଏହାପୂର୍ବରୁ ମଧ୍ୟ ବୁଧବାର ଦିନ ନୱାବ ମଲ୍ଲିକ ଏନ୍‌ସିବି ଉପରେ ପ୍ରଶ୍ନ ଉଠାଇଥିଲେ। କ୍ରୁଜର ରେଭ୍‌ ପାର୍ଟିରେ ଏନ୍‌ସିବିର ଚଢ଼ାଉକୁ `ଫେକ୍‌' ବୋଲି କହିଥିଲେ। ଏଥିସହ ଏହି ଚଢ଼ାଉ ସମୟରେ ଏନ୍‌ସିବିକୁ କୌଣସି ଡ୍ରଗ୍ସ କିମ୍ବା ମାଦକ ପଦାର୍ଥ ମିଳିନଥିବା ସେ ଦାବି କରିଥିଲେ।

ସୂଚନା ମୁତାବକ, ଡ୍ରଗ୍ସ ପାର୍ଟି ମାମଲାରେ ଏନ୍‌ସିବି ବର୍ତ୍ତମାନ ଯାଏଁ ଶାହାରୁଖ ଖାନ୍‌ଙ୍କ ପୁଅ ସମେତ ୧୮ ଜଣଙ୍କୁ ଗିରଫ କରିସାରିଲାଣି।

https://twitter.com/OfficeofNM/status/1446728341323608064?s=20

https://twitter.com/OfficeofNM/status/1446734358405005313?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story