ବୁଧବାର ଠାରୁ NEET-PG କାଉନସେଲିଂ

ନୂଆଦିଲ୍ଲୀ: ବୁଧବାର ଠାରୁ କେନ୍ଦ୍ର ସରକାର NEET-PG କାଉନସେଲିଂ ଆରମ୍ଭ କରିବାକୁ ଯାଉଛନ୍ତି। ଏ ସମ୍ପର୍କରେ  କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନ୍‌ସୁଖ ମାଣ୍ଡଭ୍ୟା ରବିବା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଏହି ପଦକ୍ଷେପ କରୋନା ବିରୋଧରେ ଲଢ଼େକୁ ଆହୁରି ମଜଭୁତ କରିବ।  ସ୍ୱାସ୍ଥ୍ୟ ମନ୍ତ୍ରୀ ଟ୍ୱିଟ୍‌ କରି କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ୨୦୨୨ ଜାନୁଆରୀ ୧୨ରୁ MCC ଦ୍ୱାରା  NEET-PG କାଉନସେଲିଂ ଆରମ୍ଭ ହେବ। ଏହା କରୋନା ବିରୋଧ ଯୁଦ୍ଧରେ  ଦେଶକୁ ଅଧିକ ଶକ୍ତି […]

neet

neet

Tapas Behera
  • Published: Sunday, 09 January 2022
  • Updated: 09 January 2022, 04:23 PM IST

Sports

Latest News

ନୂଆଦିଲ୍ଲୀ: ବୁଧବାର ଠାରୁ କେନ୍ଦ୍ର ସରକାର NEET-PG କାଉନସେଲିଂ ଆରମ୍ଭ କରିବାକୁ ଯାଉଛନ୍ତି। ଏ ସମ୍ପର୍କରେ  କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନ୍‌ସୁଖ ମାଣ୍ଡଭ୍ୟା ରବିବା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଏହି ପଦକ୍ଷେପ କରୋନା ବିରୋଧରେ ଲଢ଼େକୁ ଆହୁରି ମଜଭୁତ କରିବ।  ସ୍ୱାସ୍ଥ୍ୟ ମନ୍ତ୍ରୀ ଟ୍ୱିଟ୍‌ କରି କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ୨୦୨୨ ଜାନୁଆରୀ ୧୨ରୁ MCC ଦ୍ୱାରା  NEET-PG କାଉନସେଲିଂ ଆରମ୍ଭ ହେବ। ଏହା କରୋନା ବିରୋଧ ଯୁଦ୍ଧରେ  ଦେଶକୁ ଅଧିକ ଶକ୍ତି ଦେବ। ଏହି ଅବସରରେ ସମସ୍ତ ପ୍ରାର୍ଥୀଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ, NEET-PG ର କାଉନସେଲିଂ ଆରମ୍ଭ କରିବାକୁ ସୁପ୍ରିମକୋର୍ଟ ନିକଟରେ ଅନୁମତି ଦେଇଛନ୍ତି। ଏହା ସହିତ ଓବିସିକୁ  ୨୭ ପ୍ରତିଶତ ସଂରକ୍ଷଣ ଏବଂ NEET PG ପରୀକ୍ଷାରେ EWS କୁ ୧୦ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବା ନେଇ କୋର୍ଟ ସମ୍ମତି ଜଣାଇଛନ୍ତି। NEET-PG କାଉନସେଲିଂ ବିଳମ୍ବକୁ ବିରୋଧ କରି  ଦିଲ୍ଲୀର ଡାକ୍ତରମାନେ ଧର୍ମଘଟ କରିଥିଲେ। ଏହି ସମୟରେ ଡାକ୍ତର ଓ  ପୁଲିସ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା। ତେବେ ଆନ୍ଦୋଳନ ବଢ଼ିବା ଦେଖି  କେନ୍ଦ୍ର ସରକାର ଦାବି ମାନିବାକୁ ଆଶ୍ୱସନା ଦେଇଥିଲେ।

ଏହା ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିଲା। ମୁଖ୍ୟତଃ ୧୦୦ରୁ ଅଧିକ  ବେସରକାରୀ ଏବଂ ସରକାରୀ କଲେଜରେ ଆଡମିଶନ ପାଇଁ ଡାକ୍ତରୀ ଛାତ୍ରମାନଙ୍କ ପାଇଁ NEET-PG ଏକ ଯୋଗ୍ୟତା ପରୀକ୍ଷା। ଏହି ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ମାର୍କ ଆଧାରରେ ରାଙ୍କ ପ୍ରଦାନ କରାଯାଇଥାଏ। ଏହା ପରେ କାଉନସେଲିଂ ହୁଏ।  ଗତ ଅକ୍ଟୋବରରେ ଏହି କାଉନସେଲିଂ ଆରମ୍ଭ ହେବାର ଥିଲା । କିନ୍ତୁ ଓବିସି (ଅନ୍ୟାନ୍ୟ ପଛୁଆ ବର୍ଗ) ଏବଂ ଇଡବ୍ଲ୍ୟୁଏସ୍ ପ୍ରାର୍ଥୀଙ୍କ ପାଇଁ ସିଟ୍ ସଂରକ୍ଷଣ ଘୋଷଣା ନେଇ ସରକାରଙ୍କ ବିଜ୍ଞପ୍ତି ବିରୋଧରେ ଆବେଦନ କରାଯିବା ପରେ ବିଳମ୍ବ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story