ପରବର୍ତ୍ତୀ ମହାମାରୀ କୋଭିଡ୍‌ ଠାରୁ ଭୟଙ୍କର ହେବ: ବିଶେଷଜ୍ଞ

ନୂଆଦିଲ୍ଲୀ: କୋଭିଡ୍ ମହାମାରୀ ପ୍ରକୋପ ଜାରି ରହିଥିବା ବେଳେ ପୁଣି ଭବିଷ୍ୟତରେ ମହାମାରୀର ଆଶଙ୍କା କରିଛନ୍ତି ବିଶେଷଜ୍ଞ । ଆଗାମୀ ମହାମାରୀ କୋଭିଡ୍ ଠାରୁ ଅଧିକ ମାରାତ୍ମକ ଓ ପ୍ରାଣଘାତୀ ହେବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ତେବେ ଆଗାମୀ ମହାମାରୀ ସମ୍ପର୍କରେ ସ୍ପଷ୍ଟ କିଛି କୁହାଯାଇ ନଥିଲା ବେଳେ ଏହାର ଆଗମନ ନିଶ୍ଚିତ ବୋଲି ସେମାନେ ଦାବି କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ  ଭବିଷ୍ୟତର ଆସିବାକୁ ଥିବା ମହାମାରୀ କୋଭିଡ୍-୧୯ ଅପେକ୍ଷା ଅଧିକ ସାଂଘାତିକ ହୋଇପାରେ।  […]

Covid

Covid

Tapas Behera
  • Published: Monday, 06 December 2021
  • Updated: 07 December 2021, 11:41 AM IST

Sports

Latest News

ନୂଆଦିଲ୍ଲୀ: କୋଭିଡ୍ ମହାମାରୀ ପ୍ରକୋପ ଜାରି ରହିଥିବା ବେଳେ ପୁଣି ଭବିଷ୍ୟତରେ ମହାମାରୀର ଆଶଙ୍କା କରିଛନ୍ତି ବିଶେଷଜ୍ଞ । ଆଗାମୀ ମହାମାରୀ କୋଭିଡ୍ ଠାରୁ ଅଧିକ ମାରାତ୍ମକ ଓ ପ୍ରାଣଘାତୀ ହେବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ତେବେ ଆଗାମୀ ମହାମାରୀ ସମ୍ପର୍କରେ ସ୍ପଷ୍ଟ କିଛି କୁହାଯାଇ ନଥିଲା ବେଳେ ଏହାର ଆଗମନ ନିଶ୍ଚିତ ବୋଲି ସେମାନେ ଦାବି କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ  ଭବିଷ୍ୟତର ଆସିବାକୁ ଥିବା ମହାମାରୀ କୋଭିଡ୍-୧୯ ଅପେକ୍ଷା ଅଧିକ ସାଂଘାତିକ ହୋଇପାରେ।  ଏହି ମହାମାରୀରୁ ମିଳିଥିବା ଶିକ୍ଷରୁ କିଛି ଭୁଲିବା ଉଚିତ ନୁହଁ । ତେଣୁ ଆଗାମୀ ମହାମାରୀ ପାଇଁ ଟିକା ପାଇଁ ପ୍ରସ୍ତୁତ ରହିବା ଉଚିତ୍ । ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକା ଉଦ୍ଭାବକ ଟିମ ସଦସ୍ୟଙ୍କ ମଧ୍ୟରୁ ଜଣେ ଏହା କହିଛନ୍ତି।

ନୋଭେଲ କରୋନା ଭାଇରସ ଯୋଗୁ ବିଶ୍ୱର  ୫.୨୬ ଲୋକଙ୍କ ମୃତ୍ୟୁ ଘଟିଛି।  ଜନ୍ସ ହୋପକିନ୍ସ ୟୁନିଭର୍ସିଟି ପକ୍ଷରୁ ଏହା କୁଯାଇଛି। ସେହିପରି ନିୟୁତ ନିୟୁତ ଡଲାରର ଅର୍ଥନିତି ଭୁଶୁଡ଼ି ପଡ଼ିଛି। ତେବେ ପରବର୍ତ୍ତୀ ମହାମାରୀ ଅଧିକ ଭୟଙ୍କର ଓ ଅଧିକ ସଂକ୍ରାମକ ହେବ ବୋଲି  ସାରହ୍ ଗିଲବର୍ଟ ଏକ ଭାଷଣରେ କହିଛନ୍ତି। ଏନେଇ ବିବିସି ରିପୋର୍ଟ କରିଛି।

ତେବେ ଏହି ଭାଇରସକୁ ଶେଷ ବିପଦ ବୋଲି କୁହାଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ଅକ୍ସଫୋର୍ଡ଼ ୟୁନିଭର୍ସିଟିର ଟିକା ବିଭାଗର ମୁଖ୍ୟ ଗିଲବର୍ଟ କହିଛନ୍ତି ଯେ, ପରବର୍ତ୍ତୀ ଭାଇରସ  ପାଇଁ ବିଶ୍ୱ ପ୍ରସ୍ତୁତ ହେବା ଉଚିତ। ଆଗୁଆ ପ୍ରସ୍ତୁତ ରହିଲେ ବିପଦରୁ ମୁକ୍ତି ପାଇ ପାରିବା ବୋଲି ସେ କହିଛନ୍ତି । ସେହିପରି ଭ୍ୟାକ୍ସିନର ସ୍ୱଳ୍ପ ପହଞ୍ଚ ତଥା ଗରିବ ଦେଶ ମାନଙ୍କ ପାଇଁ କୋଭିଡ୍- ୧୯ ଟିକାକୁ ତ୍ୱାରାନ୍ନିତ କରାଯିବା ଉଚିତ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ଏଥିସହ ଧନୀ ରାଷ୍ଟ୍ର ତଥା ଯେଉଁଠି  ଡବଲ ଡୋଜ୍ ସରିଛି ସେଠାରେ ବୁଷ୍ଟର ଡୋଜ୍ ଦିଆଯିବା ଉଚିତ ବୋଲି ମତ ପ୍ରକାଶ ପାଇଛି।

ତେବେ ଏବେ ଚିନ୍ତାଜନକ ଥିବା କୋଭିଡ୍ ଭାଇରସ SARS-COV-2ର ସ୍ଥିତି ସମୀକ୍ଷା ପାଇଁ ପାଇଁ ବିଶ୍ୱ ସ୍ଥ୍ୟସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏକ କମିଠି ଗଠନ କରାଯାଇଛି। ପ୍ରଥମେ କୋଭିଡ୍‌ ୧୯ ଚୀନରୁ ବ୍ୟାପିଥିଲା ବେଳେ ପରବର୍ତ୍ତୀ  ସମୟରେ ବିଭିନ୍ନ ଭ୍ୟାରିଆଣ୍ଟର ରୂପ ଧାରଣ କରିଥିଲା। ଏବେ ଏହାର ନୂଆ ରୂପ ଓମିକ୍ରନ ବିଶ୍ୱବାସୀଙ୍କୁ ଚିନ୍ତାରେରେ ପକା‌ଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story