୨୦ ଟି ସ୍ଥାନରେ ସର୍ଚ୍ଚ ଅପରେସନ କଲା ଏନ୍‌ଆଇଏ

ନୂଆଦିଲ୍ଲୀ: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ମଙ୍ଗଳବାର କେରଳ, କର୍ଣ୍ଣାଟକ ଏବଂ ତାମିଲନାଡୁର ୨୦ ଟି ସ୍ଥାନରେ ସର୍ଚ୍ଚ ଅପରେସନ କରିଛି।  କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାଓବାଦୀ) ର ସଦସ୍ୟଙ୍କ ଦ୍ୱାରା ସାମରିକ ତାଲିମ ନେଇ ସୂଚନା ଆସିବା ପରେ ଏହି ଚଢ଼ାଉ କରାଯାଇଛି। ଏନଆଇଏର ସୂଚନା ଅନୁଯାୟୀ, ସିପିଆଇ (ମାଓବାଦୀ) ପକ୍ଷରୁ  କେରଳର ନିଲାମବୁର ଜଙ୍ଗଲ ଅଞ୍ଚଳରେ ସେପ୍ଟେମ୍ବର ୨୦୧୬ ରେ ତାଲିମ ଶିବିର ଓ ଅସ୍ତ୍ରଶସ୍ତ୍ର ତାଲିମ ଦିଆଯିବା ନେଇ ଅଭିଯୋଗ ଆସିଥିଲା । […]

NIA

NIA

Tapas Behera
  • Published: Tuesday, 12 October 2021
  • Updated: 12 October 2021, 08:43 PM IST

Sports

Latest News

ନୂଆଦିଲ୍ଲୀ: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ମଙ୍ଗଳବାର କେରଳ, କର୍ଣ୍ଣାଟକ ଏବଂ ତାମିଲନାଡୁର ୨୦ ଟି ସ୍ଥାନରେ ସର୍ଚ୍ଚ ଅପରେସନ କରିଛି।  କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାଓବାଦୀ) ର ସଦସ୍ୟଙ୍କ ଦ୍ୱାରା ସାମରିକ ତାଲିମ ନେଇ ସୂଚନା ଆସିବା ପରେ ଏହି ଚଢ଼ାଉ କରାଯାଇଛି। ଏନଆଇଏର ସୂଚନା ଅନୁଯାୟୀ, ସିପିଆଇ (ମାଓବାଦୀ) ପକ୍ଷରୁ  କେରଳର ନିଲାମବୁର ଜଙ୍ଗଲ ଅଞ୍ଚଳରେ ସେପ୍ଟେମ୍ବର ୨୦୧୬ ରେ ତାଲିମ ଶିବିର ଓ ଅସ୍ତ୍ରଶସ୍ତ୍ର ତାଲିମ ଦିଆଯିବା ନେଇ ଅଭିଯୋଗ ଆସିଥିଲା ।

ତାମିଲନାଡୁର ୧୨ଟି ସ୍ଥାନ ତଥା ଚେନ୍ନାଇ, କୋଏମ୍ବାଟୁର, ଥେନି, ରାମନାଥପୁରମ୍, ସାଲେମ୍, କନ୍ୟାକୁମାରୀ ଏବଂ କୃଷ୍ଣଗିରି ଜିଲ୍ଲାର ରେ ଏହି ସର୍ଚ୍ଚ ଅପରେଶନ କରାଯାଇଛି। ସେହିପରି କେରଳର ତିନୋଟି ଓ କର୍ଣ୍ଣାଟକର ପାଞ୍ଚଟି ସ୍ଥାନରେ ରେଡ୍‌ କରାଯାଥିଲା।  ଏହି ରେଡ୍‌ ପରେ ଏନଆଇଏ କହିଛି ଯେ ଅଭିଯୁକ୍ତଙ୍କ ଘରୁ ମୋବାଇଲ୍ ଫୋନ୍, ସିମ୍ କାର୍ଡ, ପେନ୍ ଡ୍ରାଇଭ୍, ମେନିଫେଷ୍ଟୋ, ପାମ୍ପଲେଟ୍ ଏବଂ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ଜବତ କରାଯାଇଛି।

ଏନଆଇଏ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗତ ୨୦୧୬ ସେପ୍ଟେମ୍ବର ମାସରେ କେରଳର ନିଳାମ୍ବର ଜଙ୍ଗଲରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) ପକ୍ଷରୁ ନିଜର ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ପତାକା ଉତ୍ତୋଳନ କରାଯିବା ସହ ସାମରିକ ତାଲିମ ଶିବିର ଆୟୋଜନ କରି ନିଜ କ୍ୟାଡରମାନଙ୍କୁ ଅସ୍ତ୍ରଶସ୍ତ୍ର ତାଲିମ ଦିଆଯାଇଥିଲା । ଏହି ମାମଲାକୁ ନେଇ ୨୦୧୭ରେ କେରଳରେ ଏକ ମାମଲା ରୁଜ୍ଜୁ  ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story