ବିଜେପି ପାଇଁ ଦୁଆର ବନ୍ଦ କଲେ ଅଖିଳେଶ, ଘରେ ଜାଗା ହେଲାନି

ଲକ୍ଷ୍ନୌ: ରୋଚକ ହେଉଛି ଉତ୍ତରପ୍ରଦେଶ ରାଜନୀତି। ଶୀତର ଲହରୀ ଭିତରେ ରାଜନୈନିତ ପାଣିପାଗ ବେଶ ଗରମ ରହିଛି। ନିର୍ବାଚନ ତାତି ବି ବଢ଼ୁଛି। ଏହାରି ଭିତରେ ବିଜେପି ପାଇଁ ଦୁଆର ବନ୍ଦ କଲେ ଅଖିଳେଶ। ସମାଜବାଦୀ ପାର୍ଟି (ସପା)କୁ ବିଜେପି ନେତାମନ୍ତ୍ରୀଙ୍କୁ ନୋ ଏଣ୍ଟ୍ରି କହିଲେ ଏହାର ମୁଖ୍ୟ ଅଖିଳେଶ ଯାଦବ। ବିଜେପିର ବିଧାୟକ ଓ ମନ୍ତ୍ରୀଙ୍କୁ ସପା ଦଳରେ ଆଉ ସ୍ଥାନ ନାହିଁ ବୋଲି  ଅଖିଳେଶ କହିଛନ୍ତି। ଶନିବାର ସକାଳେ ଯୋଗୀ ଆଦିତ୍ୟନାଥଙ୍କ ଟିମ୍‌ ଛାଡ଼ିଥିବା ଦୁଇ ମନ୍ତ୍ରୀଙ୍କ […]

akhilesh

akhilesh

Tapas Behera
  • Published: Saturday, 15 January 2022
  • Updated: 15 January 2022, 07:50 PM IST

Sports

Latest News

ଲକ୍ଷ୍ନୌ: ରୋଚକ ହେଉଛି ଉତ୍ତରପ୍ରଦେଶ ରାଜନୀତି। ଶୀତର ଲହରୀ ଭିତରେ ରାଜନୈନିତ ପାଣିପାଗ ବେଶ ଗରମ ରହିଛି। ନିର୍ବାଚନ ତାତି ବି ବଢ଼ୁଛି। ଏହାରି ଭିତରେ ବିଜେପି ପାଇଁ ଦୁଆର ବନ୍ଦ କଲେ ଅଖିଳେଶ। ସମାଜବାଦୀ ପାର୍ଟି (ସପା)କୁ ବିଜେପି ନେତାମନ୍ତ୍ରୀଙ୍କୁ ନୋ ଏଣ୍ଟ୍ରି କହିଲେ ଏହାର ମୁଖ୍ୟ ଅଖିଳେଶ ଯାଦବ। ବିଜେପିର ବିଧାୟକ ଓ ମନ୍ତ୍ରୀଙ୍କୁ ସପା ଦଳରେ ଆଉ ସ୍ଥାନ ନାହିଁ ବୋଲି  ଅଖିଳେଶ କହିଛନ୍ତି। ଶନିବାର ସକାଳେ ଯୋଗୀ ଆଦିତ୍ୟନାଥଙ୍କ ଟିମ୍‌ ଛାଡ଼ିଥିବା ଦୁଇ ମନ୍ତ୍ରୀଙ୍କ ସମେତ ୭ ଜଣ ବିଧାୟକଙ୍କୁ ସ୍ୱାଗତ ପରେ ଗେଟ୍‌ ବନ୍ଦ କରିଦେଇଛନ୍ତି ଅଖିଳେଶ।  ସେ କହିଛନ୍ତି ଯେ, ବିଜେପିର  କୌଣସି ବିଧାୟକ କିମ୍ବା ମନ୍ତ୍ରୀଙ୍କୁ ସପାରେ ଗ୍ରହଣ କରାଯିବ ନାହିଁ।  ଶୁକ୍ରବାର ଓବିସି ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ସମେତ ୭ ଜଣ ବିଜେପି ବିଧାୟକଙ୍କୁ ଦଳରେ ମିଶାଇଛନ୍ତି ଅଖିଳେଶ। ଏହି ସପ୍ତାହରେ ୭୨ ଘଣ୍ଟା ମଧ୍ୟରେ ଶାସକ ବିଜେପିରୁ ଏକାଧିକ ନେତାଙ୍କ ଦଳ ଡିଆଁ ଦେଖିବାକୁ ମିଳିଥିଲା । ସେମାନଙ୍କ ମଧ୍ୟରୁ  ଅଧିକାଂଶ ସପା ମୁହାଁ ହୋଛନ୍ତି।

ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଧରମ ସିଂ ସାଇନିଙ୍କ ବ୍ୟତୀତ ୫ ଜଣ ବିଜେପି ବିଧାୟକ  ରୋଶନ ଲାଲ ବର୍ମା, ବ୍ରଜେଶ ପ୍ରଜାପତି, ମୁକେଶ ଧର୍ମେନ୍ଦ୍ର, ବିନୟ ଶକିଆ ଏବଂ ଭାଗବତୀ ସାଗର ମଧ୍ୟ ସପାରେ ଯୋଗ ଦେଇଛନ୍ତି। ଅନ୍ୟପଟେ ବିଜେପି ଛାଡ଼ୁଥିବା ନେତା ଓ ମନ୍ତ୍ରୀମାନଙ୍କ ଅଡ଼ୁଆ ବଢ଼ିଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ନାଁରେ ଗିରଫ ୱାରେଣ୍ଟ ଜାରି ହୋଇଛି। ସେ ମନ୍ତ୍ରୀ ମଧ୍ୟ ଛାଡ଼ିବା ପରେ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟିରେ ମିଶିଥିଲେ। ସପାରେ ମିଶିବାର ୨୪ ଘଣ୍ଟା ନ ପୁରୁଣା ତାଙ୍କ ନାଁରେ ଏପରି ୱାରେଣ୍ଟ ଜାରି ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶ୍ରୀ ମୌର୍ଯ୍ୟ ୨୦୧୪ରେ ଦେଇଥିବା ଗୋଟିଏ ବିବାଦୀୟ ବୟାନ ପାଇଁ ତାଙ୍କ ନାଁରେ ଏହି ଗିରଫ ୱାରେଣ୍ଟ ଜାରି କରାଯାଇଛି।

ସେହିପରି ବିଜେପି ସହଯୋଗୀ ଆପ୍ନା ଦଳର ଚୌଧୁରୀ  ଅମର ସିଂ ମଧ୍ୟ ଦଳ ଛାଡ଼ିଛନ୍ତି । ତେବେ ତୃତୀୟ ମନ୍ତ୍ରୀ ଭାବେ  ଦାରା ସିଂ ଚୌହାନ ଖୁବ୍ ଶୀଘ୍ର ସପାରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ବର୍ତ୍ତମାନ ସମାଜବାଦୀ ପାର୍ଟି ନିଜ ଗେଟ୍‌ରେ ତାଲା ପକାଇବା ଦାରା ସିଂ ଚୌହାନଙ୍କ ପାଇଁ ଝଟ୍‌କା ବୋଲି କୁହାଯାଉଛି। ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦ କହିଛନ୍ତି ଯେ, ତାଙ୍କ ଆଜାଦ ସମାଜ ପାର୍ଟି ଏବଂ ସମାଜବାଦୀ ପାର୍ଟି ମଧ୍ୟରେ ଆସନ ବୁଝମଣା  ବିଫଳ ହୋଇଛି। ଅଖିଳେଶ ଯାଦବ କହିଛନ୍ତି ଯେ, ଆମେ ବର୍ତ୍ତମାନ ସମାଜବାଦୀ ପାର୍ଟିରେ ଆଉ କୌଣସି ଣସି ନେତାଙ୍କୁ ଗ୍ରହଣ କରିବୁ ନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story