ବୁଧବାର ଆର୍ଯ୍ୟନ୍‌ଙ୍କ ଭାଗ୍ୟ ପରୀକ୍ଷା

ମୁମ୍ବାଇ: ମୁମ୍ବାଇ କ୍ରୁଜ ପାର୍ଟି ମାମଲାରେ ଗିରଫ ହୋଇଥିବା କିଙ୍ଗ ଖାନ୍‌ ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍‌ଙ୍କୁ ଆଜି ମିଳିବନି ମୁକ୍ତି। ବୁଧବାର ହେବ ତାଙ୍କ ଭାଗ୍ୟ ପରୀକ୍ଷା।  ତାଙ୍କୁ ବେଲ୍‌ ମିଳିବ ନା ସେ ଜେଲ୍‌ରେ ରହିବେ ତା’ର ହେବ ନିଷ୍ପତ୍ତି। ଆଜି ବି ଆର୍ଯ୍ୟନ୍‌ଙ୍କୁ ଆଶ୍ୱସ୍ତି ମିଳିନାହିଁ। ତାଙ୍କୁ ଆହୁରି ଦୁଇ ଦିନ ଜେଲ୍‌ରେ କାଟିବାକୁ ପଡିବ। କାରଣ ତାଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତ ୧୩ରେ ହେବ। ତାଙ୍କ ସହ ଅନ୍ୟ ଅଭିଯୁକ୍ତଙ୍କ ଜାମିନ […]

Aryan khan

Aryan khan

Madhupriya Mistry
  • Published: Monday, 11 October 2021
  • Updated: 11 October 2021, 12:35 PM IST

Sports

Latest News

ମୁମ୍ବାଇ: ମୁମ୍ବାଇ କ୍ରୁଜ ପାର୍ଟି ମାମଲାରେ ଗିରଫ ହୋଇଥିବା କିଙ୍ଗ ଖାନ୍‌ ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍‌ଙ୍କୁ ଆଜି ମିଳିବନି ମୁକ୍ତି। ବୁଧବାର ହେବ ତାଙ୍କ ଭାଗ୍ୟ ପରୀକ୍ଷା।  ତାଙ୍କୁ ବେଲ୍‌ ମିଳିବ ନା ସେ ଜେଲ୍‌ରେ ରହିବେ ତା'ର ହେବ ନିଷ୍ପତ୍ତି।

ଆଜି ବି ଆର୍ଯ୍ୟନ୍‌ଙ୍କୁ ଆଶ୍ୱସ୍ତି ମିଳିନାହିଁ। ତାଙ୍କୁ ଆହୁରି ଦୁଇ ଦିନ ଜେଲ୍‌ରେ କାଟିବାକୁ ପଡିବ। କାରଣ ତାଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତ ୧୩ରେ ହେବ। ତାଙ୍କ ସହ ଅନ୍ୟ ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି ମଧ୍ୟ ସେହି ଦିନ ହେବ।

ଆଜି ଆର୍ଯ୍ୟନ୍‌ଙ୍କ ଓକିଲ ସତୀଶ ମାନସିନ୍ଦେ ସ୍ୱତନ୍ତ୍ର ଏନ୍‌ଡିପିସି କୋର୍ଟରେ ତାଙ୍କ ଜାମିନ ଆବେଦନ କରିଥିଲେ। ତେବେ କୋର୍ଟ ବୁଧବାର ଏହି ଆବେଦନର ଶୁଣାଣି କରିବେ ବୋଲି କହିଛନ୍ତି। ସେପଟେ ଏନ୍‌ସିବି ମଧ୍ୟ ଏହି ଦିନ ହିଁ ନିଜ ଜବାବ ଦାଖଲ କରିବ।

ଅକ୍ଟୋବର ୨ ତାରିଖରେ ଡ୍ରଗ୍ସ ପାର୍ଟିରେ ସାମିଲ ହେବା ଅଭିଯୋଗରେ ଏନ୍‌ସିବି ଆର୍ଯ୍ୟନ୍‌ ଖାନ୍‌ଙ୍କୁ ଗିରଫ କରିଥିଲା। ତାଙ୍କ ସହ ଅନ୍ୟ ୮ ଜଣ ମଧ୍ୟ ଧରାପଡିଥିଲେ। ଏହାପରେ କୋର୍ଟ ଆର୍ଯ୍ୟନ୍‌ଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ।ଏବେ ଆର୍ଯ୍ୟନ୍‌ ମୁମ୍ବାଇର ଆର୍ଥର ରୋଡ୍‌ ଜେଲରେ ଅଛନ୍ତି।

ଶୁକ୍ରବାର ଦିନ ମୁମ୍ବାଇ କିଲା କୋର୍ଟ ଆର୍ଯ୍ୟନ୍‌ଙ୍କ ସମେତ ଅରବାଚ ମର୍ଚ୍ଚେଣ୍ଟ, ମୁନ୍‌ ମୁନ୍‌ ଧମେଚା ଓ ଅନ୍ୟମାନଙ୍କୁ ଜାମିନ ଆବେଦନ ଖାରଜ କରିଦେଇଥିଲେ। ଏମାନଙ୍କ ଜାମିନର ଆବେଦନର ଶୁଣାଣି ଯୋଗ୍ୟ ନୁହେଁ ବୋଲି କୋର୍ଟ କହିଥିଲେ।

ଏହାପରେ ଆର୍ଯ୍ୟନ୍‌ଙ୍କ ଓକିଲ ସତୀଶ ମାନସିନ୍ଦେ ଉପରସ୍ଥ ସ୍ୱତନ୍ତ୍ର ଏନ୍‌ଡିପିଏସ୍‌ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଆଜି ସେ ତାଙ୍କ ଜାମିନ ଆବେଦନ କରିଛନ୍ତି। ଏହି ଆବେଦନ ଉପରେ ଆଜି କୋର୍ଟ ଶୁଣାଣି କରିବେ ବୋଲି କୁହାଯାଉଥିଲା। କିନ୍ତୁ ଏବେ ଏହି ଜାମିନ ଆବେଦନର ଶୁଣାଣି ଘୁଞ୍ଚାଇ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story