କରୋନାରୁ ସୁସ୍ଥ ହେବାର ୯ ମାସ ପରେ ନେବେ ଟିକା

ନୂଆଦିଲ୍ଲୀ: କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କୁ ଭ୍ୟାକସିନ୍ ନେବା ପାଇଁ ୬ରୁ ୯ମାସ ବ୍ୟବଧାନ ରଖିବାକୁ ପରାମର୍ଶ ଦିଆଯାଇଛି । ନ୍ୟାଶନାଲ୍ ଟେକନିକାଲ୍ ଆଡଭାଇଜର ଗ୍ରୁପ୍ ଅଫ୍ ଇମ୍ୟୁନାଇଜେସନ୍ (ଏନଟିଏଜିଆଇ) ନାମକ ସରକାରୀ ପ୍ୟାନେଲ୍ ଏହି ପରାମର୍ଶ ଦେଇଛି । ଏହା ପୂର୍ବରୁ ଏନଟିଏଜିଆଇ କହିଥିଲା ଯେ କରୋନା ରୋଗୀ ସୁସ୍ଥ ହେବାର ୬ମାସ ପରେ ଭ୍ୟାକସିନ୍ ନେବା ଦରକାର । ହେଲେ ଏବେ ଏହି ଅବଧିକୁ ୯ ମାସ ପର୍ଯ୍ୟନ୍ତ ବଢ଼ାଇବାକୁ ପ୍ରସ୍ତାବ ଦିଆଯାଇଛି । […]

vaccination

vaccination

Ranjit Kumar Jena
  • Published: Tuesday, 18 May 2021
  • Updated: 18 May 2021, 03:55 PM IST

Sports

Latest News

ନୂଆଦିଲ୍ଲୀ: କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କୁ ଭ୍ୟାକସିନ୍ ନେବା ପାଇଁ ୬ରୁ ୯ମାସ ବ୍ୟବଧାନ ରଖିବାକୁ ପରାମର୍ଶ ଦିଆଯାଇଛି । ନ୍ୟାଶନାଲ୍ ଟେକନିକାଲ୍ ଆଡଭାଇଜର ଗ୍ରୁପ୍ ଅଫ୍ ଇମ୍ୟୁନାଇଜେସନ୍ (ଏନଟିଏଜିଆଇ) ନାମକ ସରକାରୀ ପ୍ୟାନେଲ୍ ଏହି ପରାମର୍ଶ ଦେଇଛି । ଏହା ପୂର୍ବରୁ ଏନଟିଏଜିଆଇ କହିଥିଲା ଯେ କରୋନା ରୋଗୀ ସୁସ୍ଥ ହେବାର ୬ମାସ ପରେ ଭ୍ୟାକସିନ୍ ନେବା ଦରକାର । ହେଲେ ଏବେ ଏହି ଅବଧିକୁ ୯ ମାସ ପର୍ଯ୍ୟନ୍ତ ବଢ଼ାଇବାକୁ ପ୍ରସ୍ତାବ ଦିଆଯାଇଛି । ପ୍ୟାନେଲ୍ ଏହି ପ୍ରସ୍ତାବକୁ ସରକାରଙ୍କ ପାଖକୁ ମଞ୍ଜୁରୀ ପାଇଁ ପଠାଇ ଦେଇଛି ।

ଏହି ପ୍ରସ୍ତାବ ସେହି ସମୟରେ ଆସିଛି, ଯେଉଁଠି କିଛି ଦିନ ତଳେ ଆଡଭାଇଜରୀ କମିଟି କହିଥିଲା ଯେ କୋଭିଶିଲ୍ଡର ଦୁଇଟି ଯାକ ଡୋଜ୍ ନେବା ମଧ୍ୟରେ ବ୍ୟବଧାନ ୧୨ରୁ ୧୬ ସପ୍ତାହ ସମୟ ହେବା ଦରକାର । ପୂର୍ବରୁ ଏହି ବ୍ୟବଧାନ ୪ରୁ ୮ ସପ୍ତାହ ଥିଲା । କୁହାଯାଉଛି ଯେ ବିଶେଷଜ୍ଞ ପ୍ୟାନେଲ୍ ସମୟସୀମାର ସମୀକ୍ଷା କରିବା ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ତଥ୍ୟକୁ ଦେଖିଛନ୍ତି, ଯାହାଦ୍ୱାରା କୌଣସି ବ୍ୟକ୍ତିଙ୍କ ଉପରେ ଯେପରି ପୁନର୍ବାର ସଂକ୍ରମିତ ହେବାର ବିପଦ ନଥିବ ।

ପ୍ୟାନେଲ୍ କହିଛି, ସଂକ୍ରମଣ ହେବା ଓ ପ୍ରଥମ ଡୋଜ୍ ନେବାର ବ୍ୟବଧାନ ବଢ଼ାଇବା ଦ୍ୱାରା ଆଣ୍ଟିବଡିକୁ ଆହୁରି ଶକ୍ତି ମିଳିବ। ଏହି ପ୍ୟାନେଲ୍ ମଧ୍ୟ ଗର୍ଭବତୀ ଓ ସ୍ତନପାନ କରାଉଥିବା ମହିଳାଙ୍କୁ ଟିକାକରଣ ପାଇଁ ଯୋଗ୍ୟ ବିବେଚନା କରାଯିବାକୁ ପରାମର୍ଶ ଦେଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦିନେ କିମ୍ବା ଦୁଇ ଦିନ ଭିତରେ ଏ ନେଇ କୌଣସି ନିଷ୍ପତ୍ତି ନେଇପାରନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, କରୋନରୁ ସୁସ୍ଥ ହେବା ଓ କୋଭିଡ୍ ଭ୍ୟାକସିନର ପ୍ରଥମ ଡୋଜନ୍ ମଧ୍ୟରେ ୬ମାସର ବ୍ୟବଧାନ ଅତ୍ୟନ୍ତ ସୁରକ୍ଷିିତ।

ଏନଟିଏଜିଆଇ ପୂର୍ବରୁ କହିଥିଲା ଯେ ଯେଉଁ ବ୍ୟକ୍ତି ଟିକାର ପ୍ରଥମ ଡୋଜ୍ ପରେ ଓ ଦ୍ୱିତୀୟ ଡୋଜ୍ ପୂର୍ବରୁ କରୋନାରେ ସଂକ୍ରମିତ ହୁଅନ୍ତି, ତାହେଲେ ସଂକ୍ରମଣରୁ ସୁସ୍ଥ ହେବାର ୪ରୁ ୮ ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରିବା ଦରକାର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story