କ୍ରିପଟୋ କରେନ୍ସି ରେଡ୍‌: ୪୯.୨୦ କୋଟି ଟଙ୍କା ଫାଇନ ଆଦାୟ

ମୁମ୍ବାଇ: ଚର୍ଚ୍ଚାରେ କ୍ରିପଟୋ କରେନ୍ସି। ଧରା ପଡ଼ିଲା କଳାକାରନାମା। କୋଟି କୋଟି ଟଙ୍କାର ଟ୍ୟାକ୍ସ ଫାଙ୍କିଛନ୍ତି କ୍ରିପଟୋ କରେନ୍ସି ସେବା ପ୍ରଦାନକାରୀ ସଂସ୍ଥ। ଜିଏସଟି ଇଣ୍ଟେଲିଜେନ୍ସ ଅଫ୍ ଡାଇରେକ୍ଟୋରେଟ ଜେନେରାଲ (ଡିଜିଜି) ପକ୍ଷରୁ ଚଢ଼ାଉ ପରେ ଏହା ଜଣାପଡ଼ିଛି। ଶନିବାର ଡିଜିଜି ପକ୍ଷରୁ ଦେଶର ପ୍ରମୁଖ ଏକ କ୍ରିପଟୋ କରେନ୍ସି ସେବା ପ୍ରଦାନକାରୀ ସଂସ୍ଥା ଉପରେ ଚଢ଼ାଉ କରାଯାଇଲା। ୱାଜିରରିକ୍ସ ନାମକ କମ୍ପାନୀ ଉପରେ ରେଡ୍ କରାଯାଇ ୪୯.୨୦ କୋଟି ଟଙ୍କା ଫାଇନ ଆଦାୟ କରାଯାଇଛି। କମ୍ପାନୀର […]

Bitcoin

Bitcoin

Tapas Behera
  • Published: Saturday, 01 January 2022
  • Updated: 01 January 2022, 06:10 PM IST

Sports

Latest News

ମୁମ୍ବାଇ: ଚର୍ଚ୍ଚାରେ କ୍ରିପଟୋ କରେନ୍ସି। ଧରା ପଡ଼ିଲା କଳାକାରନାମା। କୋଟି କୋଟି ଟଙ୍କାର ଟ୍ୟାକ୍ସ ଫାଙ୍କିଛନ୍ତି କ୍ରିପଟୋ କରେନ୍ସି ସେବା ପ୍ରଦାନକାରୀ ସଂସ୍ଥ। ଜିଏସଟି ଇଣ୍ଟେଲିଜେନ୍ସ ଅଫ୍ ଡାଇରେକ୍ଟୋରେଟ ଜେନେରାଲ (ଡିଜିଜି) ପକ୍ଷରୁ ଚଢ଼ାଉ ପରେ ଏହା ଜଣାପଡ଼ିଛି। ଶନିବାର ଡିଜିଜି ପକ୍ଷରୁ ଦେଶର ପ୍ରମୁଖ ଏକ କ୍ରିପଟୋ କରେନ୍ସି ସେବା ପ୍ରଦାନକାରୀ ସଂସ୍ଥା ଉପରେ ଚଢ଼ାଉ କରାଯାଇଲା। ୱାଜିରରିକ୍ସ ନାମକ କମ୍ପାନୀ ଉପରେ ରେଡ୍ କରାଯାଇ ୪୯.୨୦ କୋଟି ଟଙ୍କା ଫାଇନ ଆଦାୟ କରାଯାଇଛି। କମ୍ପାନୀର  କ୍ରିପଟୋ କରେନ୍ସି କାରବାର ନେଇ ପୂର୍ବରୁ ମୁମ୍ବାଇ  ଜିଏସଟି ପକ୍ଷରୁ ଖୋଳତାଡ଼ କରାଯାଇଥିଲା । ତେବେ ଶନିବାକର ଚଢ଼ାଉରେ କମ୍ପାନୀ ୪୦.୫ କୋଟି ଟଙ୍କା ଟିକସ ଫାଙ୍କି ଥିବା ଜଣାପଡ଼ିଛି।  ଏଥିସହ ଉକ୍ତ ଫାର୍ମରୁ  ୪୯.୨୦ କୋଟି ଟଙ୍କାର କେସ୍‌ ଆଦାୟ କରାଯାଇଛି। କ୍ରିପଟୋ କରେନ୍ସି ନେଇ ନୂଆ ଆଇନ ଆଣିବାକୁ ଭାରତ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ପରେ ଧରପଗଡ଼ ଆରମ୍ଭ ହୋଇଛି।

କ୍ରିପଟୋ କରେନ୍ସିକୁ  ମୁଦ୍ରା ମାନ୍ୟତା ଦିଆଯିବାର ଯୋଜନା ନାହିଁ ବୋଲି କିଛି ଦିନ ପୂର୍ବରୁ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ସଂସଦରେ ବିବୃତ୍ତି ଦିଆଯାଇଥିଲା। ପୂର୍ବରୁ  ଏହି କରେନ୍ସିକୁ ନେଇ ପ୍ରଧାନମନ୍ତ୍ରୀ ମଧ୍ୟ ସତର୍କ କରାଇଥିଲେ। କହିଥିଲେ  କ୍ରିପଟୋ କରେନ୍ସି ଯେପରି ଭୁଲ୍ ହାତରେ ନଲାଗିବ ସେଥିଲାଗି ସବୁ ରାଷ୍ଟ୍ର ଉଦ୍ୟମ କରିବା ଜରୁରୀ। କ୍ରିପଟୋ କରେନ୍ସି ଭୁଲ୍ ହାତରେ ପଡ଼ିଲେ ଏହା ଯୁବ ପିଢ଼ୀକୁ ଧ୍ୱଂସ କରିଦେଇପାରେ ବୋଲି ମୋଦି କହିଥିଲେ। କ୍ରିପଟୋ କରେନ୍ସି ହେଉଛି ଏକ ଡିଜିଟାଲ୍ କରେନ୍ସି ବା ମୁଦ୍ରା।

କିନ୍ତୁ ଏହାର କୌଣସି କାଗଜ ନୋଟ୍ କିମ୍ବା ଧାତବ କଏନ୍ ନାହିଁ । ଏହାର ପ୍ରଚଳନ କେବଳ ଇଣ୍ଟରନେଟ୍ ଦୁନିଆରେ ହୋଇଥାଏ। ବିଟ୍ କଏନ୍, ଇଥରିଅମ୍ ଓ ଡୋଜ୍ କଏନ୍ ଆଦି କେତେକ ଲୋକପ୍ରିୟ କ୍ରିପ୍ଟୋକରେନ୍ସି ହୋଇଥିବା ବେଳେ, ବିଶ୍ୱରେ ୧୦ ହଜାରରୁ ଅଧିକ ପ୍ରକାର କ୍ରିପଟୋ କରେନ୍ସି ରହିଛି । ୧ ବିଟକଏନର ମୂଲ୍ୟ ଏବେ ୬୦ ହଜାର ଡଲାର୍ ବା ୪୫ ଲକ୍ଷ ଟଙ୍କାରୁ ଅଧିକ ରହିଛି। ଏହି କରେନ୍ସି ଉପରେ କୌଣସି ସରକାର ବା ବ୍ୟାଙ୍କର ନିୟନ୍ତ୍ରଣ ନାହିଁ । ତେଣୁ ଏହାକୁ ଟେରର୍ ଫଣ୍ଡିଂରେ ବ୍ୟବହାର କରାଯାଉଥିବା ଆଶଙ୍କା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story