ଆନ୍ଦୋଳନକାରୀ କୃଷକଙ୍କ ଉପରେ ମାଡ଼ି ଗଲା ଟ୍ରକ୍‌, ୩ ମୃତ

ନୂଆଦିଲ୍ଲୀ: ଆନ୍ଦୋଳନକାରୀ ମହିଳା କୃଷକଙ୍କ ଉପରେ ମାଡିଗଲା ଟ୍ରକ୍‌। ଦ୍ରୁତ ଗତିରେ ଆସି ୬ ଜଣଙ୍କୁ ଏକ ଟ୍ରକ୍‌ ଦଳି ଦେଇଛି । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୩ ଜଣଙ୍କ ଅବସ୍ଥା ଗୁରୁତର ଅଛି। କୃଷକଙ୍କ ଧାରଣାସ୍ଥଳ ନିକଟସ୍ଥ ହରିୟାଣା ଟିକରୀ ସୀମାରେ ଏହି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ସୂଚନା ମୁତାବକ, ଆଜି ସକାଳୁ ଝାଜର୍ ରାସ୍ତାରେ ଏହି ଦୁର୍ଘଟଣା […]

Accident Truck

Accident Truck

Madhupriya Mistry
  • Published: Thursday, 28 October 2021
  • Updated: 28 October 2021, 09:48 AM IST

Sports

Latest News

ନୂଆଦିଲ୍ଲୀ: ଆନ୍ଦୋଳନକାରୀ ମହିଳା କୃଷକଙ୍କ ଉପରେ ମାଡିଗଲା ଟ୍ରକ୍‌। ଦ୍ରୁତ ଗତିରେ ଆସି ୬ ଜଣଙ୍କୁ ଏକ ଟ୍ରକ୍‌ ଦଳି ଦେଇଛି । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୩ ଜଣଙ୍କ ଅବସ୍ଥା ଗୁରୁତର ଅଛି। କୃଷକଙ୍କ ଧାରଣାସ୍ଥଳ ନିକଟସ୍ଥ ହରିୟାଣା ଟିକରୀ ସୀମାରେ ଏହି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି।

ସୂଚନା ମୁତାବକ, ଆଜି ସକାଳୁ ଝାଜର୍ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ ବୃଦ୍ଧ ମହିଳାମାନେ ଡିଭାଇଡର୍ ଉପରେ ବସିଥିଲେ। ଏହି ସମୟରେ ଏକ ଦ୍ରୁତଗାମୀ ଟ୍ରକ୍ ସେମାନଙ୍କ ଉପରେ ମାଡି ଯାଇଥିଲା। ଏହି କାରଣରୁ ଦୁଇଜଣ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ତିନି ମହିଳାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ଏହି ମହିଳାମାନେ କୃଷକ ଆନ୍ଦୋଳନରେ ସାମିଲ ଥିଲେ। ଦୁର୍ଘଟଣାରେ ପ୍ରାଣ ହରାଇଥିବା ତିନିଜଣ ମହିଳା ହେଉଛନ୍ତି ପଞ୍ଜାବର ମାନସା ଜିଲ୍ଲାର ବାସିନ୍ଦା। କୁହାଯାଉଛି ଯେ, ସକାଳେ ମହିଳାମାନେ ଡିଭାଇଡର୍ ଉପରେ ଘରକୁ ଯିବା ପାଇଁ ଅଟୋକୁ ଅପେକ୍ଷା କରି ବସିଥିଲେ। ତା’ପରେ ଏକ ଦ୍ରୁତ ଗତିରେ ଆସୁଥିବା ଟ୍ରକ ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଝାଜର ରାସ୍ତାରେ ଥିବା ଫ୍ଲାଏ ଓଭର ତଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story