ପାକିସ୍ତାନ ନ୍ୟାୟପାଳିକା ଇତିହାସରେ ନୂଆ ତାରକା

ଲାହୋର: ପାକିସ୍ତାନ ସୁପ୍ରିମକୋର୍ଟରେ ପ୍ରଥମ ଥର ପାଇଁ ଜଣେ ମହିଳା ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି। ଲାହୋର ହାଇକୋର୍ଟର ଜଷ୍ଟିସ ଆୟେଶା ମଲିକଙ୍କୁ ପ୍ରଥମ ମହିଳା ଭାବେ ଏହି ମର୍ଯ୍ୟାଦାଜନକ ପଦରେ ଅବସ୍ଥାପିତ କରାଯାଇଛି।  ପାକିସ୍ତାନର ଜୁଡିସିଆଲ କମିଶନ ଗୁରୁବାର ସୁପ୍ରିମକୋର୍ଟର ବିଚାରପତି ଭାବରେ ଜଷ୍ଟିସ ଆୟେଶା ମଲିକଙ୍କ ପଦୋନ୍ନତିକୁ  ଅନୁମୋଦନ କରିଛନ୍ତି। ଆୟେଶା ବର୍ତ୍ତମାନ ପାକିସ୍ତାନର ପ୍ରଥମ ମହିଳା ସୁପ୍ରିମକୋର୍ଟର ବିଚାରପତି ହେବାକୁ ଯାଉଛନ୍ତି। ହାଭାର୍ଡ ଲ’ ସ୍କୁଲରୁ ଏଲଏଲଏମରେ  ସ୍ନାତକ କରିଛନ୍ତି ଆୟେଶା।  ଜଷ୍ଟିସ୍ […]

790

790

Tapas Behera
  • Published: Thursday, 06 January 2022
  • Updated: 06 January 2022, 10:19 PM IST

Sports

Latest News

ଲାହୋର: ପାକିସ୍ତାନ ସୁପ୍ରିମକୋର୍ଟରେ ପ୍ରଥମ ଥର ପାଇଁ ଜଣେ ମହିଳା ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି। ଲାହୋର ହାଇକୋର୍ଟର ଜଷ୍ଟିସ ଆୟେଶା ମଲିକଙ୍କୁ ପ୍ରଥମ ମହିଳା ଭାବେ ଏହି ମର୍ଯ୍ୟାଦାଜନକ ପଦରେ ଅବସ୍ଥାପିତ କରାଯାଇଛି।  ପାକିସ୍ତାନର ଜୁଡିସିଆଲ କମିଶନ ଗୁରୁବାର ସୁପ୍ରିମକୋର୍ଟର ବିଚାରପତି ଭାବରେ ଜଷ୍ଟିସ ଆୟେଶା ମଲିକଙ୍କ ପଦୋନ୍ନତିକୁ  ଅନୁମୋଦନ କରିଛନ୍ତି। ଆୟେଶା ବର୍ତ୍ତମାନ ପାକିସ୍ତାନର ପ୍ରଥମ ମହିଳା ସୁପ୍ରିମକୋର୍ଟର ବିଚାରପତି ହେବାକୁ ଯାଉଛନ୍ତି।

ହାଭାର୍ଡ ଲ’ ସ୍କୁଲରୁ ଏଲଏଲଏମରେ  ସ୍ନାତକ କରିଛନ୍ତି ଆୟେଶା।  ଜଷ୍ଟିସ୍ ଆୟେଶା ୨୦୧୨ରେ ରେ ଲାହୋର ହାଇକୋର୍ଟରେ ବିଚାରପତି ହେବା ପୂର୍ବରୁ ଏକ ଅଗ୍ରଣୀ କର୍ପୋରେଟ୍ ଏବଂ ବାଣିଜ୍ୟିକ ଆଇନ ସଂସ୍ଥାର ସଂସ୍ଥାପକ ଭାବେ ଅଭିଜ୍ଞତା ହାସଲ କରିଛନ୍ତି । ୨୦ ବର୍ଷରୁ  ଅଧିକ ସମୟ ଧରି ଲାହୋର ହାଇକୋର୍ଟରେ  ସେ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି।

ସେ ନିଜର ଅନୁଶାସନ ଏବଂ ସଚ୍ଚୋଟତା ପାଇଁ  ବେଶ ଜଣାଶୁଣା । ନିର୍ବାଚନରେ ​​ସମ୍ପତ୍ତି ଘୋଷଣା, ଆଖୁ ଚାଷୀଙ୍କୁ ଦେୟ ପ୍ରଦାନ ଏବଂ ପାକିସ୍ତାନରେ ଆନ୍ତର୍ଜାତୀୟ ଆଭିମୁଖ୍ୟର କାର୍ଯ୍ୟକାରିତା ସମେତ ଅନେକ ସାମ୍ବିଧାନିକ ପ୍ରସଙ୍ଗ ଉପରେ ସେ ନିଷ୍ପତ୍ତି ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story