ଦୁଷ୍କର୍ମ ଓ ହତ୍ୟାକାରୀଙ୍କ ବାପାମା’ଙ୍କୁ ବି ଦଣ୍ଡ ମିଳୁ: ବିଜେପି ବିଧାୟକ

ଇନ୍ଦୋର: ମଧ୍ୟପ୍ରଦେଶରେ କ୍ଷମତାସୀନ ବିଜେପିର ବିଧାୟକ ଆକାଶ ବିଜୟଭର୍ଗିୟା ଦେଇଥିବା ବୟାନ ଚର୍ଚ୍ଚାର ବିଷୟ ପାଲଟିଛି। ବିଧାୟକ ଆକାଶ ଦୁଷ୍କର୍ମକାରୀ ଓ ହତ୍ୟାକାରୀଙ୍କ ବାପା ମା’ଙ୍କୁ ମଧ୍ୟ ଦଣ୍ଡ ଦେବା ସପକ୍ଷରେ ଦାବି ରଖିଛନ୍ତି। ପିଲାମାନଙ୍କୁ ଭଲ ଭାବେ ଗଡ଼ିବା ଓ ଉତ୍ତମ ସଂସ୍କାର ଦେବା ଦାୟିତ୍ୱ ବାପାମା’ଙ୍କର ହୋଇଥିବାରୁ, ସେମାନେ ମଧ୍ୟ ପିଲାଙ୍କ ଦୋଷ ପାଇଁ ଦଣ୍ଡ ପାଇବା ଉଚିତ ବୋଲି ସେ କହିଛନ୍ତି। ଇନ୍ଦୋରରୁ ବିଜେପି ଟିକେଟରେ ବିଧାୟକ ହୋଇଥିବା ଆକାଶ ହେଉଛନ୍ତି ଦଳର […]

BJP1

BJP1

Hemant Lenka
  • Published: Monday, 21 November 2022
  • Updated: 21 November 2022, 09:47 PM IST

Sports

Latest News

ଇନ୍ଦୋର: ମଧ୍ୟପ୍ରଦେଶରେ କ୍ଷମତାସୀନ ବିଜେପିର ବିଧାୟକ ଆକାଶ ବିଜୟଭର୍ଗିୟା ଦେଇଥିବା ବୟାନ ଚର୍ଚ୍ଚାର ବିଷୟ ପାଲଟିଛି। ବିଧାୟକ ଆକାଶ ଦୁଷ୍କର୍ମକାରୀ ଓ ହତ୍ୟାକାରୀଙ୍କ ବାପା ମା’ଙ୍କୁ ମଧ୍ୟ ଦଣ୍ଡ ଦେବା ସପକ୍ଷରେ ଦାବି ରଖିଛନ୍ତି। ପିଲାମାନଙ୍କୁ ଭଲ ଭାବେ ଗଡ଼ିବା ଓ ଉତ୍ତମ ସଂସ୍କାର ଦେବା ଦାୟିତ୍ୱ ବାପାମା’ଙ୍କର ହୋଇଥିବାରୁ, ସେମାନେ ମଧ୍ୟ ପିଲାଙ୍କ ଦୋଷ ପାଇଁ ଦଣ୍ଡ ପାଇବା ଉଚିତ ବୋଲି ସେ କହିଛନ୍ତି।

ଇନ୍ଦୋରରୁ ବିଜେପି ଟିକେଟରେ ବିଧାୟକ ହୋଇଥିବା ଆକାଶ ହେଉଛନ୍ତି ଦଳର ଜାତୀୟ ସାଧାରଣ ସମ୍ପାଦକ କୈଳାସ ବିଜୟଭର୍ଗିୟାଙ୍କ ପୁଅ। ଆକାଶ ରବିବାର ଫୁଲ ମାଲି ସମାଜର ପିଲାମାନଙ୍କ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏହି ସମୟରେ ସେ କହିଛନ୍ତି, “ଯଦି ଜଣେ ବ୍ୟକ୍ତି ଦୁଷ୍କର୍ମ କରୁଛନ୍ତି, ତା’ହେଲେ କେବଳ ସେ ଦଣ୍ଡ ପାଇବା କଥା ନୁହେଁ, ତାଙ୍କ ବାପା ମା’ଙ୍କୁ ମଧ୍ୟ ବର୍ଷେ କି ଦୁଇ ବର୍ଷ ଦଣ୍ଡ ଦିଆଯିବା ଦରକାର। ସେହିପରି ହତ୍ୟାକାରୀମାନଙ୍କ ବାପା ମା’ ମଧ୍ୟ ୨ରୁ ୩ ବର୍ଷ ଦୋଷୀଙ୍କ ସହ ଦଣ୍ଡ ପାଇବା ଉଚିତ। କାରଣ ନିଜର ପିଲାମାନଙ୍କୁ ଦାୟିତ୍ୱବାନ ନାଗରିକ ଓ ଉତ୍ତମ ସଂସ୍କାରୀ ଭାବେ ଗଢ଼ି ତୋଳିବା ଦାୟିତ୍ୱ ବାପାମା’ଙ୍କର।

ଯଦି ପିଲା କିଛି ଭଲ କରୁଛନ୍ତି, ତା’ହେଲେ ସବୁ ଶ୍ରେୟ ବାପା ମା’ଙ୍କ ପାଖକୁ ଯାଉଛି। ଯଦି ପିଲାମାନେ ଭୁଲ କରୁଛନ୍ତି, ତା’ହେଲେ ମଧ୍ୟ ଏଥିପାଇଁ ତାଙ୍କ ବାପାମା’ଙ୍କୁ ଦାୟୀ କରାଯିବା ଉଚିତ।”

ବିଧାୟକ ଆକାଶ କହିଛନ୍ତି ଏହା ତାଙ୍କର ବ୍ୟକ୍ତିଗତ ମତ। ଯଦି ସୁଯୋଗ ମିଳିବ, ତା’ହେଲେ ସେ ନିଶ୍ଚିତ ଏପରି ଏକ ଆଇନ ତିଆରି କରିବେ ବୋଲି କହିଛନ୍ତି। ଏହି ବୟାନର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story