ରୋଗୀଙ୍କୁ ମୂଷା କାମୁଡ଼ି ଦେଲା, ୨ ଡାକ୍ତର ନିଲମ୍ବିତ

ହାଇଦ୍ରାବାଦ: ତେଲେଙ୍ଗାନାର ଏକ ହସପିଟାଲରେ ଏକ ରୋଚକ ଘଟଣା ଘଟିଛି। ମେଡିକାଲରେ ଜଣେ ରୋଗୀଙ୍କୁ ଏକ ମୂଷା କାମୁଡ଼ି ଦେବାରୁ ୨ ଜଣ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି। ମହାତ୍ମାଗାନ୍ଧୀ ମେମୋରିଆଲ ହସପିଟାଲରେ ଏହି ଘଟଣା ଘଟିଛି। ଏବେ ଉକ୍ତ ହସପିଟାଲରେ ରୋଗୀ ଜଣକ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ସମ୍ପୃକ୍ତ ରୋଗୀ ଜଣକ ହେଉଛନ୍ତି  ୩୮ ବର୍ଷୀୟ ଶ୍ରୀନିବାସନ। ସେ ଫୁସଫୁସ୍‌ ଏବଂ ଲିଭର ସମସ୍ୟାରେ ପୀଡ଼ିତ ହୋଇ ମାର୍ଚ୍ଚ ୨୬ଠାରୁ ମେଡିକାଲରେ ଚିକିତ୍ସତ ହେଉଥିଲେ। ଶ୍ରୀନିବାସନଙ୍କୁ ମୂଷା […]

rat

rat

Tapas Behera
  • Published: Friday, 01 April 2022
  • Updated: 01 April 2022, 02:31 PM IST

Sports

Latest News

ହାଇଦ୍ରାବାଦ: ତେଲେଙ୍ଗାନାର ଏକ ହସପିଟାଲରେ ଏକ ରୋଚକ ଘଟଣା ଘଟିଛି। ମେଡିକାଲରେ ଜଣେ ରୋଗୀଙ୍କୁ ଏକ ମୂଷା କାମୁଡ଼ି ଦେବାରୁ ୨ ଜଣ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି। ମହାତ୍ମାଗାନ୍ଧୀ ମେମୋରିଆଲ ହସପିଟାଲରେ ଏହି ଘଟଣା ଘଟିଛି। ଏବେ ଉକ୍ତ ହସପିଟାଲରେ ରୋଗୀ ଜଣକ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି।

ସମ୍ପୃକ୍ତ ରୋଗୀ ଜଣକ ହେଉଛନ୍ତି  ୩୮ ବର୍ଷୀୟ ଶ୍ରୀନିବାସନ। ସେ ଫୁସଫୁସ୍‌ ଏବଂ ଲିଭର ସମସ୍ୟାରେ ପୀଡ଼ିତ ହୋଇ ମାର୍ଚ୍ଚ ୨୬ଠାରୁ ମେଡିକାଲରେ ଚିକିତ୍ସତ ହେଉଥିଲେ। ଶ୍ରୀନିବାସନଙ୍କୁ ମୂଷା କାମୁଡ଼ି ଦେଇଥିବା ଗୁରୁବାର ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ତାଙ୍କ ଦେହରେ ଏକାଧିକ ସ୍ଥାନରେ କ୍ଷତ ଚିହ୍ନ ରହିଛି। ମହାତ୍ମାଗାନ୍ଧୀ ମେମୋରିଆଲ ହସପିଟାଲ ହେଉଛି ତେଲେଙ୍ଗାନାର ଏକ ପ୍ରମୁଖ ସରକାରୀ ସ୍ୱସ୍ଥ୍ୟ କେନ୍ଦ୍ର। ତେବେ ମୂଷା କାମୁଡ଼ାରେ ହସପିଟାଲ ସୁପରିଟେଣ୍ଡେଣ୍ଟଙ୍କୁ ବଦଳି କରାଯାଇଥିବା ବେଳେ ୨ ଜଣ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story