ମେଡିକାଲରେ ମୂଷା ନେଇଗଲା ଜୀବନ

ହାଇଦ୍ରାବାଦ: ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଜଣେ ରୋଗୀଙ୍କ ଜୀବନ ଅକାରଣେ ଚାଲିଯାଇଛି। ମୂଷା କାମୁଡ଼ାରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ରୋଗୀଙ୍କ ମୃତ୍ୟୁ ଘଟିଛି। ତେଲେଙ୍ଗାନାର ମହାତ୍ମାଗାନ୍ଧୀ ମେମୋରିଆଲ ହସପିଟାଲ(ଏମଜିଏମ)ରେ ଏହି ଘଟଣା ଘଟିଛି। ଉକ୍ତ ମେଡିକାଲରେ ରୋଗୀ ଜଣକ ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କୁ ହାଇଦ୍ରାବାଦର ନିଜାମସ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇସେନ୍ସେସ (ନିମ୍ସ)କୁ ସ୍ଥାନାନ୍ତର କରାଯାଇଥିଲା। ଗତକକାଲି ରାତିରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ହେଉଛନ୍ତି ୩୮ ବର୍ଷୀୟ ଶ୍ରୀନିବାସନ। […]

medical-1

medical-1

Tapas Behera
  • Published: Saturday, 02 April 2022
  • Updated: 02 April 2022, 02:37 PM IST

Sports

Latest News

ହାଇଦ୍ରାବାଦ: ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଜଣେ ରୋଗୀଙ୍କ ଜୀବନ ଅକାରଣେ ଚାଲିଯାଇଛି। ମୂଷା କାମୁଡ଼ାରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ରୋଗୀଙ୍କ ମୃତ୍ୟୁ ଘଟିଛି। ତେଲେଙ୍ଗାନାର ମହାତ୍ମାଗାନ୍ଧୀ ମେମୋରିଆଲ ହସପିଟାଲ(ଏମଜିଏମ)ରେ ଏହି ଘଟଣା ଘଟିଛି। ଉକ୍ତ ମେଡିକାଲରେ ରୋଗୀ ଜଣକ ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କୁ ହାଇଦ୍ରାବାଦର ନିଜାମସ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇସେନ୍ସେସ (ନିମ୍ସ)କୁ ସ୍ଥାନାନ୍ତର କରାଯାଇଥିଲା। ଗତକକାଲି ରାତିରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ହେଉଛନ୍ତି ୩୮ ବର୍ଷୀୟ ଶ୍ରୀନିବାସନ। ମେଡିକାଲ ନିର୍ଦ୍ଦେଶକ ଡାକ୍ତର କେ. ମନୋହର କହିଛନ୍ତି ଯେ, ମଦ୍ୟପାନ ଜନିତ  ଶ୍ରୀବାସନଙ୍କ ପାନକ୍ରିୟା, କିଡନୀ ଗୁରୁତର ସମସ୍ୟା ଥିଲା।  ସେହିପରି ହୃଦଘାତ୍‌ରେ ମଧ୍ୟ ସେ ପୀଡ଼ିତ ଥିଲେ।  ପୂର୍ବରୁ ଏମଜିଏମ ମେଡିକାଲରେ ସେ ଭେଣ୍ଟିଲେଟରରେ ଥିଲେ।। ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ୨ ଥର ହୃଦଘାତରେ ଶିକାର ହୋଇଛନ୍ତି।

ଏପରିକି ତାଙ୍କୁ ନିମ୍ସ ସ୍ଥାନାନ୍ତାର ବେଳେ ହୃଦଘାତରେ ଶିକାର ହୋଇଥିଲେ। ସେହିପରି ତାଙ୍କ ଉକ୍ତ ରକ୍ତଚାପ ସମସ୍ୟା ଥିଲା।  ତେଣୁ ଏହି ସବୁ ସ୍ୱାସ୍ଥ୍ୟଗତ ଜଟିଳତା ଯୋଗୁ ତାଙ୍କର ମୃତ୍ୟୁ ଘଟିଛି।  ଏଥିପାଇଁ ମୂଷା କାମୁଡ଼ାକୁ ଦାୟୀ କରାଯାଇ ପାରିବ ନାହିଁ। ସୂଚନା ଅନୁଯାୟୀ ଶ୍ରୀନିବାସନ ଫୁସଫୁସ୍‌ ଏବଂ ଲିଭର ସମସ୍ୟାରେ ପୀଡ଼ିତ ହୋଇ ମାର୍ଚ୍ଚ ୨୬ଠାରୁ ଏମଜିଏମରେ ଚିକିତ୍ସତ ହେଉଥିଲେ।

ଶ୍ରୀନିବାସନଙ୍କୁ ମୂଷା କାମୁଡ଼ି ଦେଇଥିବା ଗୁରୁବାର ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ପରେ ତାଙ୍କୁ ଉକ୍ତ ମେଡିକାଲରେ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା । ମହାତ୍ମାଗାନ୍ଧୀ ମେମୋରିଆଲ ହସପିଟାଲ ହେଉଛି ତେଲେଙ୍ଗାନାର ଏକ ପ୍ରମୁଖ ସରକାରୀ ସ୍ୱସ୍ଥ୍ୟ କେନ୍ଦ୍ର। ତେବେ ମୂଷା କାମୁଡ଼ାରେ ହସପିଟାଲ ସୁପରିଟେଣ୍ଡେଣ୍ଟଙ୍କୁ ବଦଳି କରାଯାଇଥିବା ବେଳେ ୨ ଜଣ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story